ଟେନାପାନୋର

ଉଇକିପିଡ଼ିଆ‌ରୁ
ଟେନାପାନୋର
Clinical data
Trade namesIbsrela
SynonymsTenapanor hydrochloride
AHFS/Drugs.commonograph
data
Pregnancy
category
  • US: N (Not classified yet)
Routes of
administration
By mouth
Legal status
Legal status
Identifiers
  • N,N'-(10,17,-dioxo-3,6,21,24-tetraoxa-9,11,16,18-tetraazahexacosane-1,26-diyl)bis([(4S)-6,8-dichloro-2-methyl-1,2,3,4-tetrahydroisoquinolin-4-yl]benzenesulfonamide)
ECHA InfoCard100.243.471 Edit this at Wikidata
Chemical and physical data
FormulaC50H66Cl4N8O10S2
Molar mass୧,୧୪୫.୦୪ g·mol−1
3D model (JSmol)
  • CN1C[C@H](C2=C(C1)C(=CC(=C2)Cl)Cl)C3=CC(=CC=C3)S(=O)(=O)NCCOCCOCCNC(=O)NCCCCNC(=O)NCCOCCOCCNS(=O)(=O)C4=CC=CC(=C4)[C@@H]5CN(CC6=C5C=C(C=C6Cl)Cl)C
  • InChI=1S/C50H66Cl4N8O10S2/c1-61-31-43(41-27-37(51)29-47(53)45(41)33-61)35-7-5-9-39(25-35)73(65,66)59-15-19-71-23-21-69-17-13-57-49(63)55-11-3-4-12-56-50(64)58-14-18-70-22-24-72-20-16-60-74(67,68)40-10-6-8-36(26-40)44-32-62(2)34-46-42(44)28-38(52)30-48(46)54/h5-10,25-30,43-44,59-60H,3-4,11-24,31-34H2,1-2H3,(H2,55,57,63)(H2,56,58,64)/t43-,44-/m0/s1
  • Key:DNHPDWGIXIMXSA-CXNSMIOJSA-N

ଟେନାପାନୋର (ଇଂରାଜୀ ଭାଷାରେ Tenapanor), ଇବସ୍ରେଲା ଏହାର ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଇରିଟେବ୍ଲ ବାୱେଲ ସିଣ୍ଡ୍ରୋମ ସ‌ହିତ କୋଷ୍ଠକାଠିନ୍ୟର (IBS-C) ଚିକିତ୍ସା କରିବା ପାଇଁ ବ୍ୟବହୃତ ହୁଏ ।[୧] ଏହା ପାଟିରେ ଦିଆଯାଏ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ପେଟ ଫୁଲା ଏବଂ ମୁଣ୍ଡ ହାଲୁକା ଲାଗିବା ଇତ୍ୟାଦି ହୋଇପାରେ ।[୧] ଗର୍ଭାବସ୍ଥାରେ ଏବଂ ସ୍ତନ୍ୟପାନରେ ବ୍ୟବହାର ନିରାପଦ ବୋଲି ବିଶ୍ୱାସ କରାଯାଏ ।[୧] ଏହା ସୋଡିଅମ-ପ୍ରୋଟୋନ ଏକ୍ସଚେଞ୍ଜର (NHE3) କୁ ଅବରୋଧ କରି ସୋଡିଅମର ଉପଯୋଗକୁ ହ୍ରାସ କରି କାର୍ଯ୍ୟକ୍ଷମ ହୁଏ ।[୧]

୨୦୧୯ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଟେନାପାନୋରକୁ ଅନୁମୋଦନ କରାଯାଇଥିଲା ।[୧] ୨୦୨୧ ସୁଦ୍ଧା ତଥାପି ଏପର୍ଯ୍ୟନ୍ତ ଔଷଧ ଦୋକାନରେ ଉପଲବ୍ଧ ନୁହେଁ ।[୨] ୨୦୨୧ ସୁଦ୍ଧା ଏହା ୟୁରୋପ କିମ୍ବା ବ୍ରିଟେନରେ ଅନୁମୋଦିତ ନୁହେଁ ।[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Tenapanor Monograph for Professionals". Drugs.com (in ଇଂରାଜୀ). Archived from the original on 27 January 2021. Retrieved 25 September 2021.
  2. "Ibsrela Prices and Ibsrela Coupons - GoodRx". GoodRx. Retrieved 25 September 2021.
  3. "Tenapanor". SPS - Specialist Pharmacy Service. 26 May 2017. Archived from the original on 23 July 2017. Retrieved 25 September 2021.