Jump to content

ଟେଡୁଗ୍ଲୁଟାଇଡ

ଉଇକିପିଡ଼ିଆ‌ରୁ
(Teduglutideରୁ ଲେଉଟି ଆସିଛି)
ଟେଡୁଗ୍ଲୁଟାଇଡ
Clinical data
Trade namesGattex, Revestive, others
AHFS/Drugs.commonograph
data
Pregnancy
category
  • US: B (No risk in non-human studies)
Routes of
administration
Subcutaneous injection
Legal status
Legal status
Pharmacokinetic data
Bioavailability88%
MetabolismProteolysis
Elimination half-life2 h
Identifiers
  • L-histidylglycyl-L-α-aspartylglycyl-L-seryl-L-phenylalanyl-L-seryl-L-α-aspartyl-L-α-glutamyl-L-methionyl-L-asparaginyl-L-threonyl-L-isoleucyl-L-leucyl-L-α-aspartyl-L-asparaginyl-L-leucyl-L-alanyl-L-alanyl-L-arginyl-L-α-aspartyl-L-phenylalanyl-L-isoleucyl-L-asparaginyl-L-tryptophyl-L-leucyl-L-isoleucyl-L-glutaminyl-L-threonyl-L-lysyl-L-isoleucyl-L-threonyl-L-aspartic acid
Chemical and physical data
FormulaC164H252N44O55S
Molar mass୩,୭୫୨.୧୩ g·mol−1
3D model (JSmol)
  • CC[C@H](C)[C@H](NC(=O)[C@H](CC(C)C)NC(=O)[C@H](Cc1c[nH]c2ccccc12)NC(=O)[C@H](CC(N)=O)NC(=O)[C@@H](NC(=O)[C@H](Cc1ccccc1)NC(=O)[C@H](CC(O)=O)NC(=O)[C@H](CCCNC(N)=N)NC(=O)[C@H](C)NC(=O)[C@H](C)NC(=O)[C@H](CC(C)C)NC(=O)[C@H](CC(N)=O)NC(=O)[C@H](CC(O)=O)NC(=O)[C@H](CC(C)C)NC(=O)[C@@H](NC(=O)[C@@H](NC(=O)[C@H](CC(N)=O)NC(=O)[C@H](CCSC)NC(=O)[C@H](CCC(O)=O)NC(=O)[C@H](CC(O)=O)NC(=O)[C@H](CO)NC(=O)[C@H](Cc1ccccc1)NC(=O)[C@H](CO)NC(=O)CNC(=O)[C@H](CC(O)=O)NC(=O)CNC(=O)[C@@H](N)Cc1cnc[nH]1)[C@@H](C)O)[C@@H](C)CC)[C@@H](C)CC)C(=O)N[C@@H](CCC(N)=O)C(=O)N[C@@H]([C@@H](C)O)C(=O)N[C@@H](CCCCN)C(=O)N[C@@H]([C@@H](C)CC)C(=O)N[C@@H]([C@@H](C)O)C(=O)N[C@@H](CC(O)=O)C(O)=O
  • InChI=1S/C164H252N44O55S/c1-21-77(11)126(156(255)187-95(44-46-114(167)214)141(240)206-130(83(17)211)160(259)186-93(42-33-34-49-165)140(239)202-129(80(14)24-4)159(258)208-131(84(18)212)161(260)200-111(163(262)263)66-125(230)231)203-151(250)100(54-76(9)10)189-145(244)103(57-88-67-175-92-41-32-31-40-90(88)92)192-147(246)105(60-116(169)216)199-157(256)127(78(12)22-2)204-152(251)102(56-87-38-29-26-30-39-87)190-149(248)109(64-123(226)227)195-137(236)94(43-35-50-174-164(171)172)183-134(233)82(16)179-133(232)81(15)180-142(241)98(52-74(5)6)188-146(245)104(59-115(168)215)194-150(249)110(65-124(228)229)196-143(242)99(53-75(7)8)198-158(257)128(79(13)23-3)205-162(261)132(85(19)213)207-153(252)106(61-117(170)217)193-139(238)97(48-51-264-20)185-138(237)96(45-47-120(220)221)184-148(247)108(63-122(224)225)197-155(254)113(72-210)201-144(243)101(55-86-36-27-25-28-37-86)191-154(253)112(71-209)182-119(219)70-177-136(235)107(62-121(222)223)181-118(218)69-176-135(234)91(166)58-89-68-173-73-178-89/h25-32,36-41,67-68,73-85,91,93-113,126-132,175,209-213H,21-24,33-35,42-66,69-72,165-166H2,1-20H3,(H2,167,214)(H2,168,215)(H2,169,216)(H2,170,217)(H,173,178)(H,176,234)(H,177,235)(H,179,232)(H,180,241)(H,181,218)(H,182,219)(H,183,233)(H,184,247)(H,185,237)(H,186,259)(H,187,255)(H,188,245)(H,189,244)(H,190,248)(H,191,253)(H,192,246)(H,193,238)(H,194,249)(H,195,236)(H,196,242)(H,197,254)(H,198,257)(H,199,256)(H,200,260)(H,201,243)(H,202,239)(H,203,250)(H,204,251)(H,205,261)(H,206,240)(H,207,252)(H,208,258)(H,220,221)(H,222,223)(H,224,225)(H,226,227)(H,228,229)(H,230,231)(H,262,263)(H4,171,172,174)/t77-,78-,79-,80-,81-,82-,83+,84+,85+,91-,93-,94-,95-,96-,97-,98-,99-,100-,101-,102-,103-,104-,105-,106-,107-,108-,109-,110-,111-,112-,113-,126-,127-,128-,129-,130-,131-,132-/m0/s1 checkY
  • Key:CILIXQOJUNDIDU-ASQIGDHWSA-N checkY
  (verify)

ଟେଡୁଗ୍ଲୁଟାଇଡ (ଇଂରାଜୀ ଭାଷାରେ Teduglutide), ଅନ୍ୟମାନଙ୍କ ମଧ୍ୟରେ ଗାଟେକ୍ସ ଏକ ବେପାର ନାମ, ହେଉଛି କ୍ଷୁଦ୍ର ଅନ୍ତନଳୀ ସିଣ୍ଡ୍ରୋମ ପାଇଁ ବ୍ୟବହୃତ ଏକ ଔଷଧ ।[] ନିର୍ଦ୍ଦିଷ୍ଟ ଭାବରେ ଏହା ଏପରି ଲୋକମାନଙ୍କ ପାଇଁ ବ୍ୟବହୃତ ହୁଏ ଯେଉଁମାନଙ୍କର ଇଞ୍ଜେକସନ ମାଧ୍ୟମରେ ପୌଷ୍ଟିକ ଆହାର ଆବଶ୍ୟକ କରନ୍ତି ।[] ଏହା ଚର୍ମ ତଳେ ଇଞ୍ଜେକସନ ଆକାରରେ ଦିଆଯାଏ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପେଟ ଯନ୍ତ୍ରଣା, ଅଇ, ଶରୀରରେ ଅତ୍ୟାଧିକ ତରଳ ପଦାର୍ଥ ହୋଇଯାଏ, ଆଲର୍ଜି ପ୍ରତିକ୍ରିୟା ଏବଂ ମୁଣ୍ଡବିନ୍ଧା ହୋଇପାରେ ।[] ଅନ୍ୟାନ୍ୟ ସମ୍ଭାବ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅର୍ବୁଦ, ଆନ୍ତ୍ରିକ ଅବରୋଧ, ପିତ୍ତାସ୍ମରୀ ରୋଗ ଏବଂ ଅଗ୍ନାଶୟ ରୋଗ ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର କଲେ ସୁରକ୍ଷିତ ହେଉଥିବା ପରି ଜଣାଯାଏ ।[] ଏହା ଶରୀରରେ ଥିବା ଗ୍ଲୁକାଗନ ଭଳି ପେପ୍ଟାଇଡ୍-୨ (GLP-2) ସହିତ ଏହା ସମତୁଲ, ଯାହା ଅନ୍ତନଳୀରୁ ପୋଷକ ତତ୍ତ୍ୱ ଗ୍ରହଣ ବୃଦ୍ଧି କରିଥାଏ ।[]

୨୦୧୨ ମସିହାରେ ଆମେରିକା ଏବଂ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଟେଡୁଗ୍ଲୁଟାଇଡ ଅନୁମୋଦିତ ହୋଇଥିଲା ।[] [] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଦୈନିକ ୫ ମିଗ୍ରା ମାତ୍ରା ବ୍ୟବ‌ହାର କଲେ ମାସକୁ ପ୍ରାୟ ୧୫,୦୦୦ ପାଉଣ୍ଡ ଖର୍ଚ୍ଚ ହୁଏ ।[] ଯୁକ୍ତରାଷ୍ଟ୍ରରେ ଏହି ରାଶି ପିଛା ମାସକୁ ପ୍ରାୟ ୩୬,୦୦୦ ଡଲାର ଖର୍ଚ୍ଚ ହୋଇଥାଏ ।[]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Teduglutide Monograph for Professionals". Drugs.com (in ଇଂରାଜୀ). Archived from the original on 4 March 2021. Retrieved 24 September 2021.
  2. "Teduglutide (Gattex) Use During Pregnancy". Drugs.com (in ଇଂରାଜୀ). Archived from the original on 25 January 2021. Retrieved 24 September 2021.
  3. ୩.୦ ୩.୧ "Revestive". Archived from the original on 12 November 2020. Retrieved 24 September 2021.
  4. BNF (80 ed.). BMJ Group and the Pharmaceutical Press. September 2020 – March 2021. p. 54. ISBN 978-0-85711-369-6.{{cite book}}: CS1 maint: date format (link)
  5. "Specialty drug prices soaring past six figures per year". KSAT (in ଇଂରାଜୀ). 26 July 2019. Archived from the original on 26 November 2020. Retrieved 24 September 2021.