ତାଖତଗଡ଼
ଦେଖଣା
(Takhatgarhରୁ ଲେଉଟି ଆସିଛି)
Takhatgarh
तखतगढ़ | |
---|---|
city | |
Country | India |
State | Rajasthan |
District | Pali |
Talukas | Sumerpur |
Government | |
• Body | Takhatgarh Municipality |
Area | |
• ସମୁଦାୟ | 24 km2 (9 sq mi) |
Elevation | 221 m (725 ft) |
Population (2011) | |
• Total | ୧୬,୭୨୯ |
• Density | 697/km2 (1,810/sq mi) |
Languages | |
• Official | Hindi, Marwari |
Time zone | UTC+5:30 (IST) |
PIN | 306912 |
Telephone code | 02933 |
ଯାନବାହାନ ପଞ୍ଚୀକରଣ | RJ-22 |
Sex ratio | 948 ♂/♀ |
Literacy | 58% |
Lok Sabha constituency | Pali (Lok Sabha Constituency) |
Vidhan Sabha constituency | Sumerpur |
Civic agency | Takhatgarh Municipality |
Avg. annual temperature | 22.5 °C (72.5 °F) |
Avg. summer temperature | 45 °C (113 °F) |
Avg. winter temperature | 00 °C (32 °F) |
ତାଖତଗଡ଼ ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ରାଜସ୍ଥାନର ପଲି ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ତାଖତଗଡ଼ ୨୫.୩୨୨୭ ଉତ୍ତର ଅକ୍ଷାଂଶ ଓ ୭୩.୦୦୩୨ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ତାଖତଗଡ଼ ସହରର ମୋଟ ଜନସଂଖ୍ୟା ୧୫୮୦୯ ଅଟେ ।[୨] ସେଥି ମଧ୍ୟରୁ ୫୧.୦୫% ଜଣ ପରୁଷ ହୋଇଥିବା ବେଳେ ୪୮.୯୫% ଜଣ ନାରୀ ଅଟନ୍ତି । ତାଖତଗଡ଼ର ସାକ୍ଷରତା ହାର ୫୦.୮୩% ଅଟେ । ଏହା ଜାତୀୟ ହାରଠାରୁ ୧୪.୦୧% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୩.୧୮% ପ୍ରତିଶତ ପୁରୁଷ ଓ ୧୭.୬୫% ନାରୀ ଅଟନ୍ତି । ୧୭.୮୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ହିନ୍ଦୀ ତାଖତଗଡ଼ର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.