ସୁମେରପୁର

ଉଇକିପିଡ଼ିଆ ରୁ
(Sumerpur ରୁ ଲେଉଟି ଆସିଛି)
Jump to navigation Jump to search
Sumerpur
सुमेरपुर
Sumerpur is located in Rajasthan
Sumerpur
Sumerpur
Location in India
ଅବସ୍ଥିତି: 25°05′N 73°03′E / 25.09°N 73.05°E / 25.09; 73.05Coordinates: 25°05′N 73°03′E / 25.09°N 73.05°E / 25.09; 73.05
ଦେଶIndia
ରାଜ୍ୟRajasthan
ଜିଲ୍ଲାPali
TehsilSumerpur
ଜନସଂଖ୍ୟା (2011)
 • ମୋଟ୩୭,୦୯୩
ଭାଷା
IST (UTC+5:30)
ଗାଡ଼ି ପଞ୍ଜିକରଣRJ-22
Literacy69.43%
Spoken languagesMaarwari, Hindi

ସୁମେରପୁର ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ରାଜସ୍ଥାନର ପଲି ଜିଲ୍ଲାରେ ଅବସ୍ଥିତ ।

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସୁମେରପୁର ସହରର ମୋଟ ଜନସଂଖ୍ୟା ୩୧୪୫୯ ଅଟେ ।[୧] ସେଥି ମଧ୍ୟରୁ ୫୨.୩୮% ଜଣ ପରୁଷ ହୋଇଥିବା ବେଳେ ୪୭.୬୨% ଜଣ ନାରୀ ଅଟନ୍ତି । ସୁମେରପୁରର ସାକ୍ଷରତା ହାର ୫୯.୬୦% ଅଟେ । ଏହା ଜାତୀୟ ହାର ଠାରୁ ୫.୨୪% ପ୍ରତିଶତ କମ ଅଟେ । ସେଥିରୁ ୩୭.୧୬% ପ୍ରତିଶତ ପୁରୁଷ ଓ ୨୨.୪୫% ନାରୀ ଅଟନ୍ତି । ୧୬.୭୮% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୧]

ଭାଷା[ସମ୍ପାଦନା]

ହିନ୍ଦୀ ସୁମେରପୁରର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]