Jump to content

ତାଖତଗଡ଼

ଉଇକିପିଡ଼ିଆ‌ରୁ
Takhatgarh
तखतगढ़
city
Sunrise at Takhatgarh Talab
Sunrise at Takhatgarh Talab
Country India
StateRajasthan
DistrictPali
TalukasSumerpur
Government
  BodyTakhatgarh Municipality
Area
  ସମୁଦାୟ24 km2 (9 sq mi)
Elevation
221 m (725 ft)
Population
 (2011)
  Total୧୬,୭୨୯
  Density697/km2 (1,810/sq mi)
Languages
  OfficialHindi, Marwari
Time zoneUTC+5:30 (IST)
PIN
306912
Telephone code02933
ଯାନବାହାନ ପଞ୍ଚୀକରଣRJ-22
Sex ratio948 /
Literacy58%
Lok Sabha constituencyPali (Lok Sabha Constituency)
Vidhan Sabha constituencySumerpur
Civic agencyTakhatgarh Municipality
Avg. annual temperature22.5 °C (72.5 °F)
Avg. summer temperature45 °C (113 °F)
Avg. winter temperature00 °C (32 °F)


ତାଖତଗଡ଼ ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ରାଜସ୍ଥାନର ପଲି ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି

[ସମ୍ପାଦନା]

ତାଖତଗଡ଼ ୨୫.୩୨୨୭ ଉତ୍ତର ଅକ୍ଷାଂଶ ଓ ୭୩.୦୦୩୨ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[]

ଜନସଂଖ୍ୟା ଓ ସାକ୍ଷରତା

[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ତାଖତଗଡ଼ ସହରର ମୋଟ ଜନସଂଖ୍ୟା ୧୫୮୦୯ ଅଟେ ।[] ସେଥି ମଧ୍ୟରୁ ୫୧.୦୫% ଜଣ ପରୁଷ ହୋଇଥିବା ବେଳେ ୪୮.୯୫% ଜଣ ନାରୀ ଅଟନ୍ତି । ତାଖତଗଡ଼ର ସାକ୍ଷରତା ହାର ୫୦.୮୩% ଅଟେ । ଏହା ଜାତୀୟ ହାରଠାରୁ ୧୪.୦୧% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୩.୧୮% ପ୍ରତିଶତ ପୁରୁଷ ଓ ୧୭.୬୫% ନାରୀ ଅଟନ୍ତି । ୧୭.୮୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[]

ହିନ୍ଦୀ ତାଖତଗଡ଼ର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ

[ସମ୍ପାଦନା]
  1. "Directory of Cities, Towns, and Regions in India". Retrieved 27 September 2015.
  2. 1 2 "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ

[ସମ୍ପାଦନା]