ଶ୍ୟାମଘନ ଉଲାକା

ଉଇକିପିଡ଼ିଆ‌ରୁ
(Syamaghana Ulakaରୁ ଲେଉଟି ଆସିଛି)
ଶ୍ୟାମଘନ ଉଲାକା
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୨ – ୧୯୫୭
ପର ଅଧିକାରୀବିଶ୍ୱନାଥ ଚୌଧୁରୀ
ନିର୍ବାଚନ ମଣ୍ଡଳୀବିଷମ କଟକ
ବ୍ୟକ୍ତିଗତ ସବିଶେଷ
ମୃତ୍ୟୁ୧୪ ସେପ୍ଟେମ୍ବର ୧୯୭୦(୧୯୭୦-୦୯-୧୪)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଗଣତନ୍ତ୍ର ପରିଷଦ
ଜୀବନ ସାଥୀରତ୍ନଲୁ ଉଲାକା
ସନ୍ତାନ
ବୃତ୍ତିରାଜନୀତିଜ୍ଞ

ଶ୍ୟାମଘନ ଉଲାକା (ମୃତ୍ୟୁ: ୧୪ ସେପ୍ଟେମ୍ବର ୧୯୭୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୨ ମସିହାରେ ହୋଇଥିବା ପ୍ରଥମ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଷମ କଟକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଶ୍ୟାମଘନ ଉଲାକାଙ୍କ ପତ୍ନୀଙ୍କ ନାମ ରତ୍ନଲୁ ଉଲାକା ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଶ୍ୟାମଘନ ଉଲାକା ଓଡ଼ିଶା ରାଜନୀତିରେ ଗଣତନ୍ତ୍ର ପରିଷଦର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ଶ୍ୟାମଘନ ଉଲାକା ୧୯୭୦ ମସିହାର ସେପ୍ଟେମ୍ବର ୧୪ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Syamaghana Ulaka". odishaassembly.nic.in. Odisha Assembly. Retrieved 9 February 2022.