ସୁଲଗ୍ନା ମହାନ୍ତି

ଉଇକିପିଡ଼ିଆ‌ରୁ
(Sulagna Mohantyରୁ ଲେଉଟି ଆସିଛି)
ସୁଲଗ୍ନା ମହାନ୍ତି
ଜନ୍ମ ଓ ଜନ୍ମସ୍ଥାନ୨୩ ମାର୍ଚ୍ଚ
ଭବାନୀପାଟଣା, କଳାହାଣ୍ଡି
ବୃତ୍ତି
  • କ୍ଷୁଦ୍ରଗଳ୍ପ ଲେଖିକା
  • ଔପନ୍ୟାସିକା
  • କାହାଣୀକାର
  • ଚିତ୍ରନାଟ୍ୟ ଲେଖିକା
ଭାଷାଓଡ଼ିଆ
ନାଗରିକତାଭାରତୀୟ
ଶିକ୍ଷାଇଂରାଜୀରେ ପିଏଚ୍.ଡି.
ଶିକ୍ଷାନୁଷ୍ଠାନଆଇଆଇଟି, ଭୁବେଶ୍ୱର
ଉତ୍କଳ ବିଶ୍ୱବିଦ୍ୟାଳୟ
ସାହିତ୍ୟ କୃତିଫାଲଗୁନ ଚୈତ୍ର
ନାଲିଚୁଡ଼ା (ଗଳ୍ପ ସଂକଳନ)
ଜୀବନସାଥୀରିତ୍ୱିକ ପଟ୍ଟନାୟକ

ଦସ୍ତଖତOdia Signature of Sulagna Mohanty

ସୁଲଗ୍ନା ମହାନ୍ତି ଜଣେ ଭାରତୀୟ ପ୍ରାଧ୍ୟାପିକା ଏବଂ ଓଡ଼ିଆ-ଭାଷୀ ଲେଖିକା, ଔପନ୍ୟାସିକା, ଚିତ୍ରନାଟ୍ୟ ଲେଖିକା ତଥା କାହାଣୀକାର । ତାଙ୍କ ରଚିତ କାହାଣୀକୁ ନେଇ ଓଡ଼ିଆ କଥାଚିତ୍ର ଫାଲଗୁନ ଚୈତ୍ର ନିର୍ମତ ହୋଇଥିଲା ।[୧]

ଜୀବନୀ[ସମ୍ପାଦନା]

ସୁଲଗ୍ନା ଭବାନୀପାଟଣା ଠାରେ ଜନ୍ମଗ୍ରହଣ କରିଥିଲେ ଏବଂ ସେଠାରେ ତାଙ୍କର ପିଲାଦିନ କଟିଥିଲା । ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଓ ଆଇଆଇଟି ଭୁବନେଶ୍ୱରରୁ ପିଏଚ୍‌ଡି କରିଛନ୍ତି ।

ସାହିତ୍ୟକୃତି[ସମ୍ପାଦନା]

ସେ ସୋସିଆଲ୍ ମିଡ଼ିଆ ଜରିଆରେ ପ୍ରଥମେ କ୍ଷୁଦ୍ର ଗପ ଲେଖିବା ଆରମ୍ଭ କରି[୨] ପରେ ଦୈନିକ ସମ୍ବାଦପତ୍ର ସମାଜରେ ସମ୍ପାଦକୀୟ ସ୍ତମ୍ଭ ରଚନା କରିଥିଲେ । ତାଙ୍କ ରଚିତ ଗପଗୁଡ଼ିକ ବିଭିନ୍ନ ଜଣାଶୁଣା ପତ୍ରିକା ତଥା ସମ୍ବାଦପତ୍ରରେ ପ୍ରକାଶିତ ହୋଇଥାଏ । ରେଡିଓ ଚକୋଲେଟ୍‌ରେ ତାଙ୍କ ଗପଗୁଡ଼ିକର ଆର୍‌ଜେ ସଂଗ୍ରାମଙ୍କ ଦ୍ୱାରା ରେକର୍ଡ଼ କରାଯାଇ କଥାଟିଏ ଶୀର୍ଷକରେ ପ୍ରସାରିତ ହେଉଥିଲା ।

ରଚନାବଳୀ[ସମ୍ପାଦନା]

  • ନାଲିଚୁଡ଼ା - ୨୦୧୭ (ବର୍ଷା ପବ୍ଲିକେଶନ୍, ଭୁବେଶ୍ୱର)
  • ଆନିର ରୋଷେଇ ଘର - ୨୦୧୯ (ଆଦିଶକ୍ତି ପ୍ରକାଶନୀ, ଭବାନୀପାଟଣା)
  • ପରିଧି
  • ଭାଲୁଗୋଡ଼
  • ୯୦'ସ୍ ନୋଷ୍ଟାଲ୍‌ଜିଆ (ଇଂରାଜୀ ଇ-ବୁକ୍, ଶୁଭପଲ୍ଲବ ପବ୍ଲିକେଶନ)
  • ୱାଇଲ୍ଡ ଫ୍ଲାୱାର୍ସ୍ (ଇଂରାଜୀ ଇ-ବୁକ୍, ଶୁଭପଲ୍ଲବ ପବ୍ଲିକେଶନ)

କଥାଚିତ୍ର[ସମ୍ପାଦନା]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା #SheInspiresUs କାର୍ଯ୍ୟକ୍ରମରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।[୪]

ଆଧାର[ସମ୍ପାଦନା]

  1. "ଫାଲ୍‍ଗୁନ ଚୈତ୍ର". ସକାଳ (in Odia). 5 February 2023. Archived from the original on 5 February 2023. Retrieved 5 March 2023.{{cite news}}: CS1 maint: unrecognized language (link)
  2. କୁଷ୍ମାଣ୍ଡ, ଅକାଳ (2019-03-24). "ସୁଲଗ୍ନା ମହାନ୍ତିଙ୍କ ସ‌ହ ସାକ୍ଷାତକାର – ଶୁଭପଲ୍ଲବ (Shubhapallaba Odia Magazine) Online Web Portals". ଶୁଭପଲ୍ଲବ (Shubhapallaba Odia Magazine) (in ଆମେରିକୀୟ ଇଂରାଜୀ). Retrieved 2024-03-21.
  3. Hashtag, Bureau The News (2023-01-24). "Odia movie 'Phalguna Chaitra' by director duo Sisir-Peenaki set to release soon". The News Hash Tag (in ଆମେରିକୀୟ ଇଂରାଜୀ). Retrieved 2023-03-05.
  4. "ପ୍ରଧାନମନ୍ତ୍ରୀଙ୍କ #SheInspiresUs ରେ ଓଡିଆ ଲେଖିକା ସୁଲଗ୍ନା ମହାନ୍ତି". Odisha Sambad (in ଆମେରିକୀୟ ଇଂରାଜୀ). 2020-03-06. Archived from the original on 20 April 2020. Retrieved 2024-03-21.

ବାହାର ଲିଙ୍କ୍[ସମ୍ପାଦନା]