ସୁକାନ୍ତ କିଶୋର ରାୟ
ଦେଖଣା
(Sukanta Kishore Rayରୁ ଲେଉଟି ଆସିଛି)
ସୁକାନ୍ତ କିଶୋର ରାୟ | |
---|---|
Chief Justice of ଓଡ଼ିଶା ଉଚ୍ଚ ନ୍ୟାୟାଳୟ | |
କାର୍ଯ୍ୟକାଳ 13 October 1977 – 4 November 1980 | |
ପୂର୍ବ ଅଧିକାରୀ | Siba Narayan Shankar |
ପର ଅଧିକାରୀ | ରଙ୍ଗନାଥ ମିଶ୍ର |
Governor of Odisha | |
କାର୍ଯ୍ୟକାଳ 1 October 1980 – 3 November 1980 | |
ପୂର୍ବ ଅଧିକାରୀ | Cheppudira Muthana Poonacha |
ପର ଅଧିକାରୀ | Cheppudira Muthana Poonacha |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୫ ନଭେମ୍ବର ୧୯୧୮ |
ମୃତ୍ୟୁ | ୨୩ ଡିସେମ୍ବର ୨୦୦୨ | (ବୟସ ୮୪)
ବାପା/ବୋଉ | ବୀର କିଶୋର ରାୟ (father) Latika Ray (mother) |
ସୁକାନ୍ତ କିଶୋର ରାୟ (୫ ନଭେମ୍ବର ୧୯୧୮ – ୨୩ ଡିସେମ୍ବର ୨୦୦୨) ଜଣେ ଭାରତୀୟ ରାଜନେତା ଏବଂ ନ୍ୟାୟାଧୀଶ ଥିଲେ । ସେ ଓଡିଶା ଉଚ୍ଚନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୀଶ ଭାବେ କାର୍ଯ୍ୟକରିଥିଲେ ।[୧] ସେ କିଛିଦିନ ପାଇଁ ଓଡିଶାର କାର୍ଯ୍ୟବାହକ ରାଜ୍ୟପାଳ ଦାୟୀତ୍ଵରେ ମଧ୍ୟ ଥିଲେ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ସୁକାନ୍ତ କିଶୋର ରାୟଙ୍କର ଜନ୍ମ ୧୯୧୮ ମସିହାର ୫ ନଭେମ୍ବର ତାରିଖରେ ଏକ ଉଚ୍ଚ ବିତ୍ତଶାଳୀ କରଣ ପରିବାରରେ ହୋଇଥିଲା । ତାଙ୍କ ପିତା ବୀର କିଶୋର ରାୟ ଓଡିଶା ଉଚ୍ଚନ୍ୟାୟାଳୟର ପ୍ରଥମ ମୁଖ୍ୟ ନ୍ୟାୟାଧୀଶ ଥିଲେ । ସେ ମଧ୍ୟ 17th August 1989 ରୁ 16th July 1992 ପର୍ଯ୍ୟନ୍ତ ଓଡିଶାର ଦ୍ୱିତୀୟ ଲୋକପାଳ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ ।[୨]
ସୁକାନ୍ତ କିଶୋର ରାୟ ୨୦୦୨ ମସିହାର ୨୩ ଡିସେମ୍ବର ତାରିଖରେ ୮୪ ବର୍ଷ ବୟସରେ ପରଲୋକ ଗମନ କରିଥିଲେ ।
ଆଧାର
[ସମ୍ପାଦନା]- ↑ "Former Chief Justice | Orissa High Court, Cuttack". orissahighcourt.nic.in. Retrieved 2024-12-19.
- ↑ "LOKPALS OF ORISSA" (PDF). magazines.odisha. Retrieved 19 December 2024.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |