Jump to content

ବୀର କିଶୋର ରାୟ

ଉଇକିପିଡ଼ିଆ‌ରୁ
ବୀର କିଶୋର ରାୟ
ପ୍ରଥମ ମୁଖ୍ୟ ବିଚାରପତି, ଓଡ଼ିଶା ଉଚ୍ଚ ନ୍ୟାୟାଳୟ
କାର୍ଯ୍ୟକାଳ
26 July 1948  30 October 1951
First Advocate General, Orissa
ପର ଅଧିକାରୀବି. ଜଗନ୍ନାଥ ଦାସ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1891-10-21)୨୧ ଅକ୍ଟୋବର ୧୮୯୧
କଟକ ଜିଲ୍ଲା, Bagalgarh village
ମୃତ୍ୟୁ୨୬ ଜୁଲାଇ ୧୯୫୮(1958-07-26) (ବୟସ ୬୬)
ଜାତୀୟତା ଭାରତୀୟ
ଜୀବନ ସାଥୀଲତିକା ରାୟ[]
ସନ୍ତାନସୁକାନ୍ତ କିଶୋର ରାୟ

ବୀର କିଶୋର ରାୟ, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରଥମ ମୁଖ୍ୟ ବିଚାରପତି ଥିଲେ ।[] ୧୯୪୮ ମସିହା ଜୁଲାଇ ୨୬ତାରିଖରେ ସେ ଏହି ପଦବୀରେ ନିଯୁକ୍ତହୋଇ ୩୦ ଅକ୍ଟୋବର ୧୯୫୧ ପର୍ଯ୍ୟନ୍ତ ଏହି ଦାୟିତ୍ୱ ନିର୍ବାହ କରିଥିଲେ ।[] ଏହା ପୂର୍ବରୁ ସେ ଓଡ଼ିଶାର ପ୍ରଥମ ଆଡଭୋକେଟେ ଜେନେରାଲ ଓ ପାଟନା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବରେ କାର୍ଯ୍ୟ କରିଥିଲେ ।[]

୧୯୫୮ ମସିହା ଜୁଲାଇ ୨୬ତାରିଖରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଦଶମ ଜନ୍ମତିଥିରେ ବୀର କିଶୋର ରାୟଙ୍କର ତିରୋଧାନ ଘଟିଥିଲା ।[]

  1. Justice Harihar Mahapatra (15 February 2011). My Life, My Work. Allied Publishers. pp. 260–. ISBN 978-81-8424-640-7.
  2. http://www.orissahighcourt.nic.in/cjudgesret.asp
  3. http://odisha.gov.in/e-magazine/orissaannualreference/ORA-2005/pdf/name_of_chief_justice.pdf
  4. http://www.telegraphindia.com/1140727/jsp/odisha/story_18656476.jsp#.VYKOOlIwDSg
  5. http://www.telegraphindia.com/1130727/jsp/odisha/story_17160912.jsp#.VYKSOFIwDSg