ସୁକାନ୍ତ ପାଣିଗ୍ରାହୀ
Appearance
(Sukant Panigrahyରୁ ଲେଉଟି ଆସିଛି)
ସୁକାନ୍ତ ପାଣିଗ୍ରାହୀ | |
---|---|
ଜନ୍ମ | |
ବୃତ୍ତି(ସମୂହ) | ନିର୍ଦ୍ଦେଶକ, କଳା ନିର୍ଦ୍ଦେଶକ, ପ୍ରଡକ୍ସନ୍ ଡିଜାଇନର୍ |
ସକ୍ରିୟ ବର୍ଷ | ୨୦୦୦-ଏବେଯାଏଁ |
ବୈବାହିକ-ସାଥୀ | ହେଲେନ୍ ଜୋନ୍ସ |
ସୁକାନ୍ତ ପାଣିଗ୍ରାହୀ ଓଡ଼ିଶାରେ ଗଞ୍ଜାମ ଜିଲ୍ଲାର ଆସ୍କାରେ ତାଙ୍କ ଜନ୍ମଭୂମି । ସେ ବଲିଉଡ୍ ଚଳଚ୍ଚିତ୍ର ଜଗତରେ ଜଣେ ନିର୍ଦ୍ଦେଶକ, କଳା ନିର୍ଦ୍ଦେଶକ, ପ୍ରଡକ୍ସନ୍ ଡିଜାଇନର୍ ଭାବରେ କାମ କରିଆସିଛନ୍ତି ।[୧]
ଫିଲ୍ମରେ ଭୂମିକା
[ସମ୍ପାଦନା]ନିର୍ଦ୍ଦେଶକ ଭାବରେ
[ସମ୍ପାଦନା]କଳା ନିର୍ଦ୍ଦେଶକ ଭାବରେ
[ସମ୍ପାଦନା]- ଜୋକର୍ (୨୦୧୨)
- ଜାନେ କାହାଁ ସେ ଆଇ ହେ (୨୦୧୦)
- ଦେବ୍ ଡି (୨୦୦୯)
- କର୍ଜ (୨୦୦୮)
- ଟଶନ୍ (୨୦୦୮)
- ଆଜା ନଚ୍ଲେ (୨୦୦୭)
- ଚକ ଦେ ଇଣ୍ଡିଆ (୨୦୦୭)
- କେପ୍ କର୍ମା (୨୦୦୭)
- ଜୟ୍ ସନ୍ତୋଷୀ ମା (୨୦୦୬)
- ଗଙ୍ଗାଜଲ୍ (୨୦୦୩)
ଏହା ବ୍ୟତିତ ହିନ୍ଦୀ ଚଳଚ୍ଚିତ୍ର "ବଚ୍ନା ଏ ହସିନୋ" (୨୦୦୮)ରେ ଟାଇଟଲ୍ ସଙ୍ଗ୍ର ଭିଡିଓରେ ସେଟ୍ ନିର୍ମାଣ କରିଥିଲେ । ହିନ୍ଦୀ ଚଳଚ୍ଚିତ୍ର "ଫିଜା"(୨୦୦୦)ରେ ସହଜୋଗି କଳା ନିର୍ଦ୍ଦେଶକ ଭାବେ କାର୍ଯ୍ୟ ତୁଲେଇ ଥିଲେ ।
ପ୍ରଡକ୍ସନ୍ ଡିଜାଇନର୍ ଭାବରେ
[ସମ୍ପାଦନା]- ଏକ୍ ଥା ଟାଇଗର୍ (୨୦୧୨)
- ହମ୍ ତୁମ୍ ସବାନା (୨୦୧୧)
- ନୋ ୱନ୍ କିଲଡ୍ ଜେସିକା (୨୦୧୧)
- ଭୋପାଲ୍: ଏ ପ୍ରେୟର୍ ଫର୍ ରେନ୍ (୨୦୧୧)
- ବଦ୍ମାସ୍ କମ୍ପାନି (୨୦୧୦)
- ପ୍ରିନ୍ସ (୨୦୧୦)
- ଦିଲ୍ ବୋଲେ ହଡିପ୍ପା (୨୦୦୯)
- ଦେବ୍ ଡି (୨୦୦୯)
- ଝୁମ୍ ବରାବର୍ ଝୁମ୍ (୨୦୦୭)
ପୁରସ୍କାର
[ସମ୍ପାଦନା]୨୦୦୯ : ଚଳଚ୍ଚିତ୍ର ଦେବ୍ ଡିରେ ସର୍ବୋତ୍ତମ କଳା ନିର୍ଦ୍ଦେଶନା ପାଇଁ ଏସିଆ ପାସିଫିକ୍ ସମ୍ମାନ ମିଳିଥିଲା [୩]
୨୦୦୪ : ଚଳଚ୍ଚିତ୍ର ଗଙ୍ଗାଜଲ୍ରେ ସର୍ବୋତ୍ତମ କଳା ନିର୍ଦ୍ଦେଶନା ପାଇଁ ସ୍କ୍ରିନ୍ ବିକ୍ଲି ପୁରସ୍ଜାର ଓ ଜି ସିନେ ପୁରସ୍ଜାର ପାଇଁ ମନୋନିତ କରାଜାଇଥିଲା ।
ଆଧାର
[ସମ୍ପାଦନା]- ↑ "Sky the limit for Aska boy". ଦ ଟେଲିଗ୍ରାଫ. ୦୩ ଜୁନ ୨୦୧୧. Retrieved ୨୬ ଡିସେମ୍ବର ୨୦୧୧.
{{cite news}}
: Check date values in:|accessdate=
and|date=
(help) - ↑ "Production designer Sukant Panigrahy turns director". ମୋଫାଇଟ୍ କ୍ଲବ୍. ୨୫ ନଭେମ୍ବର ୨୦୦୯.
{{cite news}}
:|access-date=
requires|url=
(help); Check date values in:|accessdate=
and|date=
(help); Text "http://moifightclub.wordpress.com/2009/11/25/production-designer-sukant-panigrahy-turns-director-and-needs-money-to-complete-atlas/" ignored (help) - ↑ "Asia-Pacific Film Festival: The Big Day!". Archived from the original on 2010-07-15. Retrieved 2011-12-29.
ବାହାର ଲିଙ୍କ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସୁକାନ୍ତ ପାଣିଗ୍ରାହୀ
- [୧] Archived 2016-06-23 at the Wayback Machine.
- ଫେସ୍ବୁକ୍ରେ ସୁକାନ୍ତ ପାଣିଗ୍ରାହୀ