ସୁକାନ୍ତ ପାଣିଗ୍ରାହୀ
Jump to navigation
Jump to search
ସୁକାନ୍ତ ପାଣିଗ୍ରାହୀ | |
---|---|
![]() | |
ଜନ୍ମ ଓ ଜନ୍ମସ୍ଥାନ | |
ଜୀବିକା | ନିର୍ଦ୍ଦେଶକ, କଳା ନିର୍ଦ୍ଦେଶକ, ପ୍ରଡକ୍ସନ୍ ଡିଜାଇନର୍ |
କାର୍ଯ୍ୟକାଳ | ୨୦୦୦-ଏବେଯାଏଁ |
ଜୀବନସାଥି | ହେଲେନ୍ ଜୋନ୍ସ |
ସୁକାନ୍ତ ପାଣିଗ୍ରାହୀ ଓଡ଼ିଶାରେ ଗଞ୍ଜାମ ଜିଲ୍ଲାର ଆସ୍କାରେ ତାଙ୍କ ଜନ୍ମଭୂମି । ସେ ବଲିଉଡ୍ ଚଳଚ୍ଚିତ୍ର ଜଗତରେ ଜଣେ ନିର୍ଦ୍ଦେଶକ, କଳା ନିର୍ଦ୍ଦେଶକ, ପ୍ରଡକ୍ସନ୍ ଡିଜାଇନର୍ ଭାବରେ କାମ କରିଆସିଛନ୍ତି ।[୧]
ବିଷୟସୂଚୀ
ଫିଲ୍ମରେ ଭୂମିକା[ସମ୍ପାଦନା]
ନିର୍ଦ୍ଦେଶକ ଭାବରେ[ସମ୍ପାଦନା]
କଳା ନିର୍ଦ୍ଦେଶକ ଭାବରେ[ସମ୍ପାଦନା]
- ଜୋକର୍ (୨୦୧୨)
- ଜାନେ କାହାଁ ସେ ଆଇ ହେ (୨୦୧୦)
- ଦେବ୍ ଡି (୨୦୦୯)
- କର୍ଜ (୨୦୦୮)
- ଟଶନ୍ (୨୦୦୮)
- ଆଜା ନଚ୍ଲେ (୨୦୦୭)
- ଚକ ଦେ ଇଣ୍ଡିଆ (୨୦୦୭)
- କେପ୍ କର୍ମା (୨୦୦୭)
- ଜୟ୍ ସନ୍ତୋଷୀ ମା (୨୦୦୬)
- ଗଙ୍ଗାଜଲ୍ (୨୦୦୩)
ଏହା ବ୍ୟତିତ ହିନ୍ଦି ଚଳଚ୍ଚିତ୍ର "ବଚ୍ନା ଏ ହସିନୋ" (୨୦୦୮)ରେ ଟାଇଟଲ୍ ସଙ୍ଗ୍ର ଭିଡିଓରେ ସେଟ୍ ନିର୍ମାଣ କରିଥିଲେ । ହିନ୍ଦି ଚଳଚ୍ଚିତ୍ର "ଫିଜା"(୨୦୦୦)ରେ ସହଜୋଗି କଳା ନିର୍ଦ୍ଦେଶକ ଭାବେ କାର୍ଯ୍ୟ ତୁଲେଇ ଥିଲେ ।
ପ୍ରଡକ୍ସନ୍ ଡିଜାଇନର୍ ଭାବରେ[ସମ୍ପାଦନା]
- ଏକ୍ ଥା ଟାଇଗର୍ (୨୦୧୨)
- ହମ୍ ତୁମ୍ ସବାନା (୨୦୧୧)
- ନୋ ୱନ୍ କିଲଡ୍ ଜେସିକା (୨୦୧୧)
- ଭୋପାଲ୍: ଏ ପ୍ରେୟର୍ ଫର୍ ରେନ୍ (୨୦୧୧)
- ବଦ୍ମାସ୍ କମ୍ପାନି (୨୦୧୦)
- ପ୍ରିନ୍ସ (୨୦୧୦)
- ଦିଲ୍ ବୋଲେ ହଡିପ୍ପା (୨୦୦୯)
- ଦେବ୍ ଡି (୨୦୦୯)
- ଝୁମ୍ ବରାବର୍ ଝୁମ୍ (୨୦୦୭)
ପୁରସ୍କାର[ସମ୍ପାଦନା]
୨୦୦୯ : ଚଳଚ୍ଚିତ୍ର ଦେବ୍ ଡିରେ ସର୍ବୋତ୍ତମ କଳା ନିର୍ଦ୍ଦେଶନା ପାଇଁ ଏସିଆ ପାସିଫିକ୍ ସମ୍ମାନ ମିଳିଥିଲା [୩]
୨୦୦୪ : ଚଳଚ୍ଚିତ୍ର ଗଙ୍ଗାଜଲ୍ରେ ସର୍ବୋତ୍ତମ କଳା ନିର୍ଦ୍ଦେଶନା ପାଇଁ ସ୍କ୍ରିନ୍ ବିକ୍ଲି ପୁରସ୍ଜାର ଓ ଜି ସିନେ ପୁରସ୍ଜାର ପାଇଁ ମନୋନିତ କରାଜାଇଥିଲା ।
ଆଧାର[ସମ୍ପାଦନା]
- ↑ "Sky the limit for Aska boy". ଦ ଟେଲିଗ୍ରାଫ. ୦୩ ଜୁନ ୨୦୧୧. Retrieved ୨୬ ଡ଼ିସେମ୍ବର ୨୦୧୧. Check date values in:
|accessdate=, |date=
(help) - ↑ "Production designer Sukant Panigrahy turns director". ମୋଫାଇଟ୍ କ୍ଲବ୍. ୨୫ ନଭେମ୍ବର ୨୦୦୯. Text "http://moifightclub.wordpress.com/2009/11/25/production-designer-sukant-panigrahy-turns-director-and-needs-money-to-complete-atlas/" ignored (help); Check date values in:
|accessdate=, |date=
(help);|access-date=
requires|url=
(help) - ↑ Asia-Pacific Film Festival: The Big Day!
ବାହାର ଲିଙ୍କ[ସମ୍ପାଦନା]
- ସୁକାନ୍ତ ପାଣିଗ୍ରାହୀ (ଇଣ୍ଟରନେଟ ମୁଭି ଡାଟାବେସରେ)
- [୧]
- ଫେସ୍ବୁକ୍ରେ ସୁକାନ୍ତ ପାଣିଗ୍ରାହୀ