ସୌଭିକ ବିଶ୍ୱାଳ
ଦେଖଣା
(Souvic Biswalରୁ ଲେଉଟି ଆସିଛି)
ସୌଭିକ ବିଶ୍ୱାଳ | |
---|---|
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୧୯ – ଏବେଯାଏଁ | |
ପୂର୍ବ ଅଧିକାରୀ | ପ୍ରଭାତ ରଞ୍ଜନ ବିଶ୍ୱାଳ |
ନିର୍ବାଚନ ମଣ୍ଡଳୀ | ଚୌଦ୍ୱାର - କଟକ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୨ ମାର୍ଚ୍ଚ ୧୯୯୨ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଜୀବନ ସାଥୀ | ଅନନ୍ୟା ପ୍ରିୟଦର୍ଶିନୀ |
ବାପା/ବୋଉ | ପ୍ରଭାତ ରଞ୍ଜନ ବିଶ୍ୱାଳ (ବାପା) ଲକ୍ଷ୍ମୀ ବିଳାଶିନୀ ବିଶ୍ୱାଳ (ମାଆ) |
ବୃତ୍ତି | ରାଜନୀତିଜ୍ଞ |
ସୌଭିକ ବିଶ୍ୱାଳ (ଜନ୍ମ: ୨୨ ମାର୍ଚ୍ଚ ୧୯୯୨) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଚୌଦ୍ୱାର - କଟକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ସୌଭିକ ବିଶ୍ୱାଳ ୧୯୯୨ ମସିହାର ମାର୍ଚ୍ଚ ୨୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପ୍ରଭାତ ରଞ୍ଜନ ବିଶ୍ୱାଳ [୧] । ସେ ୨୦୨୨ ମସିହାରେ ଅନନ୍ୟା ପ୍ରିୟଦର୍ଶିନୀଙ୍କୁ ବିବାହ କରିଥିଲେ ।[୨] ତାଙ୍କ ବାପା ପ୍ରଭାତ ରଞ୍ଜନ ବିଶ୍ୱାଳ ଜଣେ ରାଜନେତା ଭାବରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଛନ୍ତି ।[୩]
ରାଜନୈତିକ ଜୀବନ
[ସମ୍ପାଦନା]ସୌଭିକ ବିଶ୍ୱାଳ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Shri Souvic Biswal". odishaassembly.nic.in. Odisha Assembly. Retrieved 21 May 2022.
- ↑ "ଚର୍ଚ୍ଚାରେ ବିଜେଡି ବିଧାୟକମାନଙ୍କ ପ୍ରେମ ଓ ବ୍ୟକ୍ତିଗତ ସମ୍ପର୍କ". Odisha Reporter. ଭୁବନେଶ୍ୱର. 18 May 2022. Archived from the original on 21 May 2022. Retrieved 21 May 2022.
{{cite news}}
:|archive-date=
/|archive-url=
timestamp mismatch; 18 ମଇ 2022 suggested (help) - ↑ "ଏଥର ବାପା ବଦଳରେ ପୁଅ : ବିଧାନ ସଭା ଯିବେ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ ଓ ବାଙ୍କୀରୁ ଦେବୀ ରଞ୍ଜନ ତ୍ରିପାଠୀ". Prameyanews7. କଟକ. 27 May 2019. Archived from the original on 21 May 2022. Retrieved 21 May 2022.
{{cite news}}
:|archive-date=
/|archive-url=
timestamp mismatch; 24 ନଭେମ୍ବର 2020 suggested (help)
ବାହାର ଆଧାର
[ସମ୍ପାଦନା]- ଉଇକିମିଡ଼ିଆ କମନ୍ସରେ Souvic Biswal-ସମ୍ପର୍କିତ ମିଡ଼ିଆ