ସୋଡ଼ିଅମ ସ୍ଟିବୋଗ୍ଲୁକୋନେଟ
Clinical data | |
---|---|
Trade names | Pentostam, Stiboson, others[୨] |
AHFS/Drugs.com | International Drug Names |
Routes of administration | intravenous, intramusclar[୧] |
ATC code | |
Legal status | |
Legal status |
|
Identifiers | |
| |
CAS Number | |
PubChem CID | |
DrugBank | |
ChemSpider | |
UNII | |
KEGG | |
ChEMBL | |
NIAID ChemDB | |
ECHA InfoCard | 100.170.909 |
Chemical and physical data | |
Formula | C12H38Na3O26Sb2 |
Molar mass | 910.9 g/mol |
3D model (JSmol) | |
| |
| |
(what is this?) (verify) |
ସୋଡ଼ିଅମ ସ୍ଟିବୋଗ୍ଲୁକୋନେଟ (ଇଂରାଜୀ ଭାଷାରେ Sodium stibogluconate, ବିକ୍ରୟ ନାମ Pentostam) ଏକ ଔଷଧ ଯାହା ଲିସମାନିଆସିସ ରୋଗରେ ଦିଆଯାଏ ।[୩] ପ୍ରତ୍ୟେକ ପ୍ରକାରର ଲିସମାନିଆସିସ ରୋଗରେ ଦିଆଯାଏ ଯଥା:- ଚର୍ମ, ଭିସେରାଲ ଓ ମ୍ୟୁକୋସାଲ ଲିସମାନିଆସିସ ।[୪] ଔଷଧ ପ୍ରତିରୋଧକାରୀ ଗୁଣ ଯୋଗୁ ଏହା ସହିତ ଅନ୍ୟ କେତେକ ଔଷଧ ଯେପରି ମିଲଟେଫୋସିନ (miltefosine), ପାରାମାଇସିନ (paramycin) ଓ ଲାଇପୋସୋମାଲ ଆମ୍ଫୋଟେରିସିନ ବି (liposomal amphotericin B) ଦିଆଯାଏ । [୧][୫] ଏହି ଔଷଧ ଇଞ୍ଜେକସନ ଆକାରରେ ଦିଆଯାଏ ।[୬]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅରୁଚି, ଅଇ, ମାଂସପେଶୀ ଯନ୍ତ୍ରଣା, ମୁଣ୍ଡବଥା ଓ ଥକ୍କାଣ ଅନୁଭବ ଇତ୍ୟାଦି ଲକ୍ଷଣ ଦେଖାଯାଏ ।[୧][୫] ସାଂଘାତିକ ପ୍ରତିକ୍ରିୟାରେ ଅନିୟମିତ ହୃତ୍ସ୍ପନ୍ଦନ ବା ଅଗ୍ନାଶୟ ପ୍ରଦାହ ହୋଇପାରେ ।[୫] ଗର୍ଭାବସ୍ଥାରେ ଏହା ନିରାପଦ ନୁହେଁ ।[୧] ସ୍ତନ୍ୟପାନ ସମୟରେ ଏହା ସମସ୍ୟା କରୁଥିବା ବିଶ୍ୱାସ କରାଯାଏନାହିଁ ।[୭] ସୋଡ଼ିଅମ ସ୍ଟିବୋଗ୍ଲୁକୋନେଟ ଏକ ପେଣ୍ଟାଭାଲେଣ୍ଟ ଆଣ୍ଟିମୋନିଆଲ (pentavalent antimonial) ଶ୍ରେଣୀର ଔଷଧ ।[୫]
ସୋଡ଼ିଅମ ସ୍ଟିବୋଗ୍ଲୁକୋନେଟ ସନ ୧୯୩୭ରେ ଅନୁଶୀଳନ କରାଯିବା ପରେ ସନ ୧୯୪୦ରୁ ଡାକ୍ତରୀ ବ୍ୟବହାରରେ ଲାଗିଛି ।[୮][୯] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୧୦] ବିକାଶଶୀଳ ଦେଶମାନଙ୍କରେ (developing world) ଏହାର ଭାଏଲ ପିଛା ମୂଲ୍ୟ ୯.୫୫ ଆମେରିକୀୟ ଡଲାର ।[୬] ଗୋଟିଏ ସମ୍ପୁର୍ଣ୍ଣ କୋର୍ଷର ଚିକିତ୍ସା ନିମନ୍ତେ ୧୨ରୁ ୫୬ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ । [୧] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲରେ (Center for Disease Control) ମିଳେ । [୩]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ Control of the leishmaniasis: report of a meeting of the WHO Expert Committee on the Control of Leishmaniases (PDF). World Health Organization. March 2010. p. 55,186. ISBN 9789241209496.
- ↑ "Sodium Stibogluconate - Drugs.com". www.drugs.com. Retrieved 7 December 2016.
- ↑ ୩.୦ ୩.୧ "Our Formulary Infectious Diseases Laboratories CDC". www.cdc.gov. 22 September 2016. Retrieved 7 December 2016.
- ↑ Herwaldt, BL; Berman, JD (March 1992). "Recommendations for treating leishmaniasis with sodium stibogluconate (Pentostam) and review of pertinent clinical studies". The American journal of tropical medicine and hygiene. 46 (3): 296–306. PMID 1313656.
- ↑ ୫.୦ ୫.୧ ୫.୨ ୫.୩ Oryan, A; Akbari, M (October 2016). "Worldwide risk factors in leishmaniasis". Asian Pacific journal of tropical medicine. 9 (10): 925–932. PMID 27794384.
- ↑ ୬.୦ ୬.୧ "Sodium Stibogluconate". International Drug Price Indicator Guide. Retrieved 6 December 2016.[permanent dead link]
- ↑ "Sodium Stibogluconate use while Breastfeeding | Drugs.com". www.drugs.com. Retrieved 7 December 2016.
- ↑ Sneader, Walter (2005). Drug Discovery: A History (in ଇଂରାଜୀ). John Wiley & Sons. p. 58. ISBN 9780470015520.
- ↑ Jäger, Timo; Koch, Oliver; Flohé, Leopold (2013). Trypanosomatid Diseases: Molecular Routes to Drug Discovery (in ଇଂରାଜୀ). John Wiley & Sons. p. 17. ISBN 9783527670406.
- ↑ "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.