Jump to content

ଶ୍ୱେତା ଭରଦ୍ୱାଜ

ଉଇକିପିଡ଼ିଆ‌ରୁ
(Shweta Bhardwajରୁ ଲେଉଟି ଆସିଛି)
ଶ୍ୱେତା ଭରଦ୍ୱାଜ
ଜନ୍ମ
ବୃତ୍ତି(ସମୂହ)ଅଭିନେତ୍ରୀ, ମଡେଲ୍
ସକ୍ରିୟ ବର୍ଷ୨୦୦୮–୨୦୧୩

ଶ୍ୱେତା ଭରଦ୍ୱାଜ ଜଣେ ଭାରତୀୟ ଅଭିନେତ୍ରୀ ତଥା ମଡେଲ ଯିଏକି ହିନ୍ଦୀ ଏବଂ ତେଲୁଗୁ ଭାଷା ଚଳଚ୍ଚିତ୍ରରେ ଅଭିନୟ କରୁଛନ୍ତି । ସେ ୨୦୦୮ ମସିହାରେ ବିବେକ ଓବରାଏ ଏବଂ ଜାଏଦ ଖାନଙ୍କ ଅଭିନୀତ ଆକ୍ସନ୍ ଫିଲ୍ମ ମିଶନ୍ ଇସ୍ତାନବୁଲରେ ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ ।[]

ଜୀବନୀ

[ସମ୍ପାଦନା]

ସେ ୧୯୮୫ ମସିହାର ସେପ୍ଟେମ୍ବର ୩୦ ତାରିଖରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ । ସେ ଗାର୍ଗୀ କଲେଜରୁ ଇତିହାସରେ ସ୍ନାତକ କରିଥିଲେ । ୨୦୦୮ ମସିହାରେ ସେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ଏବଂ ୨୦୦୯ ମସିହାରେ ତାଙ୍କ ଅଭିନୀତ ପ୍ରଥମ ତେଲୁଗୁ କଥାଚିତ୍ର ମୁକ୍ତିଲାଭ କରିଥିଲା ।

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷ କଥାଚିତ୍ର ଭୂମିକା ଭାଷା ମନ୍ତବ୍ୟ
୨୦୦୮ ମିଶନ୍ ଇସ୍ତାନବୁଲ୍ ଲିସା ଲୋବୋ ହିନ୍ଦୀ
୨୦୦୯ ଇନ୍ଦୁମତି ହନି ତେଲୁଗୁ []
୨୦୧୧ ବିନ୍ ବୁଲାୟେ ବରାତି ଆଇଟମ୍ ଗାର୍ଲ ହିନ୍ଦୀ []
ଲୁଟ୍ ତାନିଆ ହିନ୍ଦୀ
୨୦୧୨ ପ୍ଲେୟାର୍ସ୍ ଶାୟଲ ହିନ୍ଦୀ ଅତିଥି କଳାକାର[]
ବିଜିନେସମ୍ୟାନ ତେଲୁଗୁ ଆଇଟମ୍ ଗୀତ
ଚାଲିସ ଚୌରାସି ହିନ୍ଦୀ []
୨୦୧୩ ରାକ୍ତ - ଏକ ରିସ୍ତା ହିନ୍ଦୀ []
ଆଡ୍ଡା [] ତେଲୁଗୁ ଆଇଟମ୍ ଗୀତ
୨୦୧୬ ସିକ୍ସ ଏକ୍ସ
  1. "MISSION ISTANBUL". The Hindu (in Indian English). 2008-07-25. ISSN 0971-751X. Retrieved 2023-05-05.
  2. "Indhumathi Review". Indiaglitz. 2 January 2009.
  3. "Shweta Bhardwaj's item song". youtube.com. 2011-07-18. Archived from the original on 2014-06-26. Retrieved 2011-12-02.
  4. "Many directors find me hot: Shweta Bhardwaj". The Times of India. 2011-07-20. Archived from the original on 2012-07-09. Retrieved 2011-12-02.
  5. "Shweta Bhardwaj to groove with Naseeruddin Shah". The Times of India. 2011-07-06. Archived from the original on 2011-09-17. Retrieved 2011-12-02.
  6. "Shweta Bhardwaj hospitalized! - Trade News". BollywoodTrade.com. 2011-10-10. Retrieved 2011-12-02.
  7. "Adda to release in May". postnoon.com. 26 March 2013. Archived from the original on 11 April 2013. Retrieved 30 March 2013.

ବାହାର ଲିଙ୍କ୍

[ସମ୍ପାଦନା]