ଶ୍ୱେତା ଭରଦ୍ୱାଜ
ଦେଖଣା
ଶ୍ୱେତା ଭରଦ୍ୱାଜ | |
---|---|
ଜନ୍ମ | |
ବୃତ୍ତି(ସମୂହ) | ଅଭିନେତ୍ରୀ, ମଡେଲ୍ |
ସକ୍ରିୟ ବର୍ଷ | ୨୦୦୮–୨୦୧୩ |
ଶ୍ୱେତା ଭରଦ୍ୱାଜ ଜଣେ ଭାରତୀୟ ଅଭିନେତ୍ରୀ ତଥା ମଡେଲ ଯିଏକି ହିନ୍ଦୀ ଏବଂ ତେଲୁଗୁ ଭାଷା ଚଳଚ୍ଚିତ୍ରରେ ଅଭିନୟ କରୁଛନ୍ତି । ସେ ୨୦୦୮ ମସିହାରେ ବିବେକ ଓବରାଏ ଏବଂ ଜାଏଦ ଖାନଙ୍କ ଅଭିନୀତ ଆକ୍ସନ୍ ଫିଲ୍ମ ମିଶନ୍ ଇସ୍ତାନବୁଲରେ ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୧]
ଜୀବନୀ
[ସମ୍ପାଦନା]ସେ ୧୯୮୫ ମସିହାର ସେପ୍ଟେମ୍ବର ୩୦ ତାରିଖରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ । ସେ ଗାର୍ଗୀ କଲେଜରୁ ଇତିହାସରେ ସ୍ନାତକ କରିଥିଲେ । ୨୦୦୮ ମସିହାରେ ସେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ଏବଂ ୨୦୦୯ ମସିହାରେ ତାଙ୍କ ଅଭିନୀତ ପ୍ରଥମ ତେଲୁଗୁ କଥାଚିତ୍ର ମୁକ୍ତିଲାଭ କରିଥିଲା ।
ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | କଥାଚିତ୍ର | ଭୂମିକା | ଭାଷା | ମନ୍ତବ୍ୟ |
---|---|---|---|---|
୨୦୦୮ | ମିଶନ୍ ଇସ୍ତାନବୁଲ୍ | ଲିସା ଲୋବୋ | ହିନ୍ଦୀ | |
୨୦୦୯ | ଇନ୍ଦୁମତି | ହନି | ତେଲୁଗୁ | [୨] |
୨୦୧୧ | ବିନ୍ ବୁଲାୟେ ବରାତି | ଆଇଟମ୍ ଗାର୍ଲ | ହିନ୍ଦୀ | [୩] |
ଲୁଟ୍ | ତାନିଆ | ହିନ୍ଦୀ | ||
୨୦୧୨ | ପ୍ଲେୟାର୍ସ୍ | ଶାୟଲ | ହିନ୍ଦୀ | ଅତିଥି କଳାକାର[୪] |
ବିଜିନେସମ୍ୟାନ | ତେଲୁଗୁ | ଆଇଟମ୍ ଗୀତ | ||
ଚାଲିସ ଚୌରାସି | ହିନ୍ଦୀ | [୫] | ||
୨୦୧୩ | ରାକ୍ତ - ଏକ ରିସ୍ତା | ହିନ୍ଦୀ | [୬] | |
ଆଡ୍ଡା [୭] | ତେଲୁଗୁ | ଆଇଟମ୍ ଗୀତ | ||
୨୦୧୬ | ସିକ୍ସ ଏକ୍ସ |
ଆଧାର
[ସମ୍ପାଦନା]- ↑ "MISSION ISTANBUL". The Hindu (in Indian English). 2008-07-25. ISSN 0971-751X. Retrieved 2023-05-05.
- ↑ "Indhumathi Review". Indiaglitz. 2 January 2009.
- ↑ "Shweta Bhardwaj's item song". youtube.com. 2011-07-18. Archived from the original on 2014-06-26. Retrieved 2011-12-02.
- ↑ "Many directors find me hot: Shweta Bhardwaj". The Times of India. 2011-07-20. Archived from the original on 2012-07-09. Retrieved 2011-12-02.
- ↑ "Shweta Bhardwaj to groove with Naseeruddin Shah". The Times of India. 2011-07-06. Archived from the original on 2011-09-17. Retrieved 2011-12-02.
- ↑ "Shweta Bhardwaj hospitalized! - Trade News". BollywoodTrade.com. 2011-10-10. Retrieved 2011-12-02.
- ↑ "Adda to release in May". postnoon.com. 26 March 2013. Archived from the original on 11 April 2013. Retrieved 30 March 2013.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଶ୍ୱେତା ଭରଦ୍ୱାଜ
- ଟୁଇଟରରେ ଶ୍ୱେତା ଭରଦ୍ୱାଜ