Jump to content

ଶ୍ୱେତା ଭରଦ୍ୱାଜ

ଉଇକିପିଡ଼ିଆ‌ରୁ
ଶ୍ୱେତା ଭରଦ୍ୱାଜ
ଜନ୍ମ
ପେଷାsଅଭିନେତ୍ରୀ, ମଡେଲ୍
କାର୍ଯ୍ୟକାଳ୨୦୦୮–୨୦୧୩

ଶ୍ୱେତା ଭରଦ୍ୱାଜ ଜଣେ ଭାରତୀୟ ଅଭିନେତ୍ରୀ ତଥା ମଡେଲ ଯିଏକି ହିନ୍ଦୀ ଏବଂ ତେଲୁଗୁ ଭାଷା ଚଳଚ୍ଚିତ୍ରରେ ଅଭିନୟ କରୁଛନ୍ତି । ସେ ୨୦୦୮ ମସିହାରେ ବିବେକ ଓବରାଏ ଏବଂ ଜାଏଦ ଖାନଙ୍କ ଅଭିନୀତ ଆକ୍ସନ୍ ଫିଲ୍ମ ମିଶନ୍ ଇସ୍ତାନବୁଲରେ ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୧]

ଜୀବନୀ

[ସମ୍ପାଦନା]

ସେ ୧୯୮୫ ମସିହାର ସେପ୍ଟେମ୍ବର ୩୦ ତାରିଖରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ । ସେ ଗାର୍ଗୀ କଲେଜରୁ ଇତିହାସରେ ସ୍ନାତକ କରିଥିଲେ । ୨୦୦୮ ମସିହାରେ ସେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ଏବଂ ୨୦୦୯ ମସିହାରେ ତାଙ୍କ ଅଭିନୀତ ପ୍ରଥମ ତେଲୁଗୁ କଥାଚିତ୍ର ମୁକ୍ତିଲାଭ କରିଥିଲା ।

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷ କଥାଚିତ୍ର ଭୂମିକା ଭାଷା ମନ୍ତବ୍ୟ
୨୦୦୮ ମିଶନ୍ ଇସ୍ତାନବୁଲ୍ ଲିସା ଲୋବୋ ହିନ୍ଦୀ
୨୦୦୯ ଇନ୍ଦୁମତି ହନି ତେଲୁଗୁ [୨]
୨୦୧୧ ବିନ୍ ବୁଲାୟେ ବରାତି ଆଇଟମ୍ ଗାର୍ଲ ହିନ୍ଦୀ [୩]
ଲୁଟ୍ ତାନିଆ ହିନ୍ଦୀ
୨୦୧୨ ପ୍ଲେୟାର୍ସ୍ ଶାୟଲ ହିନ୍ଦୀ ଅତିଥି କଳାକାର[୪]
ବିଜିନେସମ୍ୟାନ ତେଲୁଗୁ ଆଇଟମ୍ ଗୀତ
ଚାଲିସ ଚୌରାସି ହିନ୍ଦୀ [୫]
୨୦୧୩ ରାକ୍ତ - ଏକ ରିସ୍ତା ହିନ୍ଦୀ [୬]
ଆଡ୍ଡା [୭] ତେଲୁଗୁ ଆଇଟମ୍ ଗୀତ
୨୦୧୬ ସିକ୍ସ ଏକ୍ସ
  1. ↑ "MISSION ISTANBUL". The Hindu (in Indian English). 2008-07-25. ISSN 0971-751X. Retrieved 2023-05-05.
  2. ↑ "Indhumathi Review". Indiaglitz. 2 January 2009. Archived from the original on 13 December 2022. Retrieved 5 May 2023.
  3. ↑ "Shweta Bhardwaj's item song". youtube.com. 2011-07-18. Archived from the original on 2014-06-26. Retrieved 2011-12-02.
  4. ↑ "Many directors find me hot: Shweta Bhardwaj". The Times of India. 2011-07-20. Archived from the original on 2012-07-09. Retrieved 2011-12-02.
  5. ↑ "Shweta Bhardwaj to groove with Naseeruddin Shah". The Times of India. 2011-07-06. Archived from the original on 2011-09-17. Retrieved 2011-12-02.
  6. ↑ "Shweta Bhardwaj hospitalized! - Trade News". BollywoodTrade.com. 2011-10-10. Retrieved 2011-12-02.
  7. ↑ "Adda to release in May". postnoon.com. 26 March 2013. Archived from the original on 11 April 2013. Retrieved 30 March 2013.

ବାହାର ଲିଙ୍କ୍

[ସମ୍ପାଦନା]