ଶୋରାନୁର
Appearance
(Shoranurରୁ ଲେଉଟି ଆସିଛି)
Shoranur
shoranur | |
---|---|
Town | |
Country | India |
State | Kerala |
District | Palakkad |
Government | |
• chairman | S. Krishnadas |
Area | |
• ସମୁଦାୟ | 32.28 km2 (12.46 sq mi) |
Elevation | 49 m (161 ft) |
Population (2001) | |
• Total | ୪୨,୦୨୨ |
• Density | 1,302/km2 (3,370/sq mi) |
Languages | |
• Official | Malayalam, English |
Time zone | UTC+5:30 (IST) |
PIN | 679121 |
Telephone code | 0466 |
Sex ratio | 1000:1096 ♂/♀ |
Website | www |
ଶୋରାନୁର ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା କେରଳର ପଲକ୍କଦ୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ଶୋରାନୁର ୧୦.୭୬୧୦ ଉତ୍ତର ଅକ୍ଷାଂଶ ଓ ୭୬.୨୭୦୦ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୩୪ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଶୋରାନୁର ସହରର ମୋଟ ଜନସଂଖ୍ୟା ୪୨୦୨୨ ଅଟେ ।[୨] ସେଥି ମଧ୍ୟରୁ ୪୭.୫୮% ଜଣ ପରୁଷ ହୋଇଥିବା ବେଳେ ୫୨.୪୨% ଜଣ ନାରୀ ଅଟନ୍ତି । ଶୋରାନୁରର ସାକ୍ଷରତା ହାର ୮୩.୬୨% ଅଟେ । ଏହା ଜାତୀୟ ହାରଠାରୁ -୧୮.୭୮% ପ୍ରତିଶତ କମ ଅଟେ । ସେଥିରୁ ୪୦.୫୯% ପ୍ରତିଶତ ପୁରୁଷ ଓ ୪୩.୦୩% ନାରୀ ଅଟନ୍ତି । ୧୦.୧୫% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ମାଲୟଲାମ ଶୋରାନୁରର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.