Jump to content

ସେଲେକ୍ସିପାଗ

ଉଇକିପିଡ଼ିଆ‌ରୁ
(Selexipagରୁ ଲେଉଟି ଆସିଛି)
ସେଲେକ୍ସିପାଗ
Clinical data
Trade namesUptravi
SynonymsACT-293987, NS-304
AHFS/Drugs.commonograph
data
Routes of
administration
By mouth, intravenous
Legal status
Legal status
Identifiers
  • 2-{4-[(5,6-Diphenylpyrazin-2-yl)(propan-2-yl)amino]butoxy}-N-(methanesulfonyl)acetamide
ECHA InfoCard100.237.916 Edit this at Wikidata
Chemical and physical data
FormulaC26H32N4O4S
Molar mass୪୯୬.୬୩ g·mol−1
3D model (JSmol)
  • CC(C)N(CCCCOCC(=O)NS(=O)(=O)C)C1=CN=C(C(=N1)C2=CC=CC=C2)C3=CC=CC=C3
  • InChI=1S/C26H32N4O4S/c1-20(2)30(16-10-11-17-34-19-24(31)29-35(3,32)33)23-18-27-25(21-12-6-4-7-13-21)26(28-23)22-14-8-5-9-15-22/h4-9,12-15,18,20H,10-11,16-17,19H2,1-3H3,(H,29,31)
     checkY
  • Key:QXWZQTURMXZVHJ-UHFFFAOYSA-N
  (verify)

ସେଲେକ୍ସିପାଗ (ଇଂରାଜୀ ଭାଷାରେ Selexipag), ଅପ୍ଟ୍ରାଭି ଏହାର ବେପାର ନାମ, ହେଉଛି ଏକ ଔଷଧ ଯାହା ଫୁସଫୁସ ଧମନୀ ଉଚ୍ଚ ରକ୍ତଚାପ (PAH)ର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ସାଧାରଣତଃ ଏହା ଲୋକମାନଙ୍କ ପାଇଁ ବ୍ୟବହୃତ ହୁଏ ଯେଉଁମାନଙ୍କ ଏଣ୍ଡୋଥେଲିନ୍ ରିସେପ୍ଟର ଆଣ୍ଟାଗୋନିଷ୍ଟ ଏବଂ ପିଡିଇ୫ (PDE5) ଇନହିବିଟର ଯଥେଷ୍ଟ ନୁହେଁ ।[] ଏହା ପାଟିରେ କିମ୍ବା ଇଞ୍ଜେକସନ ଆକାରରେ ଶିରାରେ ଦିଆଯାଏ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ତରଳ ଝାଡ଼ା, ମାଂସପେଶୀ ଯନ୍ତ୍ରଣା, ଲାଲ ପଡ଼ିଯିବା ଏବଂ ରାସ ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଫୁସଫୁସ ଇଡିମା ହୋଇପାରେ ।[] ଗୁରୁତ୍ୱପୂର୍ଣ୍ଣ କରୋନାରୀ ଧମନୀ ରୋଗ କିମ୍ବା କପାଟିକା ହୃଦ୍‌ରୋଗ ଥିଲେ ଏହା ବ୍ୟବହାର କରାଯିବା ଉଚିତ୍ ନୁହେଁ ।[] ଏହା ପ୍ରୋଷ୍ଟାସାଇକ୍ଲିନ୍ ରିସେପ୍ଟରକୁ ସକ୍ରିୟ କରି କାମ କରେ ଯାହା ରକ୍ତ ନଳୀରେ ଥିବା ମାଂସପେଶୀକୁ ଆରାମ ଦେଇଥାଏ ।[]

୨୦୧୫ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୬ରେ ୟୁରୋପରେ ଡାକ୍ତରୀ ଚିକିତ୍ସା ପାଇଁ ସେଲେକ୍ସିପାଗ ଅନୁମୋଦିତ ହୋଇଥିଲା ।[] [] ଯୁକ୍ତରାଷ୍ଟ୍ରରେ ଏହି ଚିକିତ୍ସା ପାଇଁ ୨୦୨୧ ସୁଦ୍ଧା ମାସକୁ ପ୍ରାୟ ୨୦,୧୦୦ ଡଲାର ଖର୍ଚ୍ଚ ହୋଇଥାଏ ।[] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ପ୍ରାୟ ୩୦୦୦ ପାଊଣ୍ଡ । []

  1. 1 2 3 "Uptravi- selexipag tablet, coated Uptravi Titration Pack- selexipag kit". DailyMed. Archived from the original on 30 July 2021. Retrieved 30 July 2021.
  2. 1 2 BNF (80 ed.). BMJ Group and the Pharmaceutical Press. September 2020 – March 2021. p. 194. ISBN 978-0-85711-369-6.{{cite book}}: CS1 maint: date format (link)
  3. 1 2 3 "Selexipag Monograph for Professionals". Drugs.com (in ଇଂରାଜୀ). Retrieved 11 October 2021.
  4. 1 2 3 "Uptravi". Archived from the original on 12 May 2021. Retrieved 11 October 2021.
  5. "Uptravi Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 3 August 2020. Retrieved 11 October 2021.