ଏପୋପ୍ରୋଷ୍ଟେନୋଲ

ଉଇକିପିଡ଼ିଆ‌ରୁ
ଏପୋପ୍ରୋଷ୍ଟେନୋଲ
Clinical data
Pronunciatione" poe pros' ten nol
Trade namesFlolan, Veletri, others
SynonymsProstacyclin, prostaglandin I2 (PGI2)
AHFS/Drugs.commonograph
data
Pregnancy
category
  • AU: B1
  • US: B (No risk in non-human studies) (Veletri); N (Flolan)
Legal status
Legal status
Pharmacokinetic data
Elimination half-life42 seconds
Identifiers
  • (Z)-5-[(4R,5R)-5-Hydroxy-4-((S,E)-3-hydroxyoct-1-enyl)hexahydro-2H-cyclopenta[b]furan-2-ylidene]pentanoic acid
Chemical and physical data
FormulaC20H32O5
Molar mass୩୫୨.୪୭ g·mol−1
3D model (JSmol)
  • OC(=O)CCC\C=C1\C[C@@H]2[C@@H](/C=C/[C@@H](O)CCCCC)[C@H](O)C[C@@H]2O1
  • InChI=1S/C20H32O5/c1-2-3-4-7-14(21)10-11-16-17-12-15(8-5-6-9-20(23)24)25-19(17)13-18(16)22/h8,10-11,14,16-19,21-22H,2-7,9,12-13H2,1H3,(H,23,24)/b11-10+,15-8-/t14-,16+,17+,18+,19-/m0/s1 ☒N
  • Key:KAQKFAOMNZTLHT-OZUDYXHBSA-N ☒N
  (verify)

ଏପୋପ୍ରୋଷ୍ଟେନୋଲ, ଅନ୍ୟ ଏକ ନାମ ପ୍ରୋଷ୍ଟାସାଇକ୍ଲିନ, ଏକ ଔଷଧ ଏବଂ ମାନବ ଶରୀରରେ ପ୍ରାକୃତିକ ଭାବରେ ପ୍ରସ୍ତୁତ ହେଉଥିବା ପଦାର୍ଥ ।[୧] ଔଷଧ ଭାବରେ ଏହା ଫୁସଫୁସିୟ ଧମନୀ ଉଚ୍ଚ ରକ୍ତଚାପ ଏବଂ ତୀବ୍ର ଶ୍ୱାସକ୍ରିୟା ସମସ୍ୟା ସିଣ୍ଡ୍ରୋମର (ARDS) ଚିକିତ୍ସା ପାଇଁ ବ୍ୟବହୃତ ହେଉଥିଲା ।[୨] ଏହା ଡାଏଲିସିସ୍ ସମୟରେ ମଧ୍ୟ ବ୍ୟବହୃତ ହୋଇପାରେ ଯେତେବେଳେ ପ୍ଲାଟେଲେଟ ଏକତ୍ରିକରଣ ରୋକିବା ପାଇଁ ହେପାରିନ ବ୍ୟବହାର କରାଯାଇପାରେ ନାହିଁ ।[୩] ଏହା ଏକ ଶିରାଭ୍ୟନ୍ତର ଲଗାତାର ଇଞ୍ଜେକ୍ସନ କିମ୍ବା ପ୍ରଶ୍ୱାସରେ ଦିଆଯାଇପାରେ ।[୨] [୩]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ମୁଣ୍ଡ ବୁଲେଇବା, ଅଇ, ମାଂସପେଶୀ ଯନ୍ତ୍ରଣା, ଫ୍ଲସ, ଦ୍ରୁତ ହୃତ୍‌ପିଣ୍ଡ ଗତି ଏବଂ ନିମ୍ନ ରକ୍ତଚାପ ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତସ୍ରାବ ହୋଇପାରେ ।[୨] ଗର୍ଭାବସ୍ଥାରେ କ୍ଷତିର କୌଣସି ପ୍ରମାଣ ନାହିଁ, କିନ୍ତୁ ଏହିପରି ବ୍ୟବହାର ଭଲରୂପେ ଅଧ୍ୟୟନ କରାଯାଇ ନାହିଁ ।[୪] ଏହା ଏକ ପ୍ରୋଷ୍ଟାଗ୍ଲାଡିନ ଯାହା ପ୍ଲାଟେଲେଟ୍ ଏକତ୍ରିକରଣ ରୋକିବା ଏବଂ ରକ୍ତନଳୀକୁ ବିସ୍ତାର କରି କାର୍ଯ୍ୟକ୍ଷମ ହୁଏ ।[୩]

୧୯୯୫ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ପାଇଁ ଏପୋପ୍ରୋଷ୍ଟେନୋଲକୁ ଅନୁମୋଦନ କରାଯାଇଥିଲା ।[୨] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୩] ଯୁକ୍ତରାଜ୍ୟରେ ଏହାର ୧.୫ ମିଗ୍ରାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୪୫ ପାଉଣ୍ଡ ଥିଲା ।[୩] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୫୦ ଡଲାର ଅଟେ ।[୫]

ଆଧାର[ସମ୍ପାଦନା]

  1. "Prostacyclin Analogs". LiverTox: Clinical and Research Information on Drug-Induced Liver Injury. National Institute of Diabetes and Digestive and Kidney Diseases. 2012. Archived from the original on 8 May 2021. Retrieved 15 December 2021.
  2. ୨.୦ ୨.୧ ୨.୨ ୨.୩ ୨.୪ "Epoprostenol Monograph for Professionals". Drugs.com (in ଇଂରାଜୀ). Archived from the original on 4 January 2022. Retrieved 15 December 2021.
  3. ୩.୦ ୩.୧ ୩.୨ ୩.୩ ୩.୪ BNF 81: March-September 2021. BMJ Group and the Pharmaceutical Press. 2021. p. 124. ISBN 978-0857114105.
  4. "Epoprostenol Use During Pregnancy". Drugs.com (in ଇଂରାଜୀ). Archived from the original on 4 January 2022. Retrieved 15 December 2021.
  5. "Epoprostenol Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 4 January 2022. Retrieved 15 December 2021.