ସିନ୍ଥିଆ

ଉଇକିପିଡ଼ିଆ‌ରୁ
(Sainthiaରୁ ଲେଉଟି ଆସିଛି)

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Sainthia
সাঁইথিয়া
Town
ଦେଶ India
ରାଜ୍ୟWest Bengal
ଜିଲ୍ଲାBirbhum
Area
 • ସମୁଦାୟ10 km2 (4 sq mi)
Elevation
53 m (174 ft)
Population
 (2011)[୧]
 • Total୪୪,୬୦୧
 • Density4,400/km2 (11,000/sq mi)
Time zoneUTC+5:30 (IST)
Lok Sabha constituencyBirbhum
Vidhan Sabha constituencySainthia. Labpur
Websitebirbhum.nic.in

ସିନ୍ଥିଆ ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ପଶ୍ଚିମବଙ୍ଗର ବିର୍‌‌ଭୁମ୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ସିନ୍ଥିଆ ୨୩.୯୪୮୩ ଉତ୍ତର ଅକ୍ଷାଂଶ ଓ ୮୭.୬୮୦୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୦ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସିନ୍ଥିଆ ସହରର ମୋଟ ଜନସଂଖ୍ୟା ୩୯୨୪୪ ଅଟେ ।[୩] ସେଥି ମଧ୍ୟରୁ ୫୧.୨୫% ଜଣ ପରୁଷ ହୋଇଥିବା ବେଳେ ୪୮.୭୫% ଜଣ ନାରୀ ଅଟନ୍ତି । ସିନ୍ଥିଆର ସାକ୍ଷରତା ହାର ୬୫.୯୪% ଅଟେ । ଏହା ଜାତୀୟ ହାରଠାରୁ ୧.୧୦% ପ୍ରତିଶତ କମ ଅଟେ । ସେଥିରୁ ୩୭.୩୪% ପ୍ରତିଶତ ପୁରୁଷ ଓ ୨୮.୬୦% ନାରୀ ଅଟନ୍ତି । ୧୧.୦୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଭାଷା[ସମ୍ପାଦନା]

ବଙ୍ଗାଳୀ ସିନ୍ଥିଆର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Census of India Search details". censusindia.gov.in. Retrieved 10 May 2015.
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]