ସିନ୍ଥିଆ
ଦେଖଣା
Sainthia
সাঁইথিয়া | |
|---|---|
Town | |
| ଦେଶ | |
| ରାଜ୍ୟ | West Bengal |
| ଜିଲ୍ଲା | Birbhum |
| Area | |
| • ସମୁଦାୟ | 10 km2 (4 sq mi) |
| Elevation | 53 m (174 ft) |
| Population (2011)[୧] | |
| • Total | ୪୪,୬୦୧ |
| • Density | 4,400/km2 (11,000/sq mi) |
| Time zone | UTC+5:30 (IST) |
| Lok Sabha constituency | Birbhum |
| Vidhan Sabha constituency | Sainthia. Labpur |
| Website | birbhum |
ସିନ୍ଥିଆ ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ପଶ୍ଚିମବଙ୍ଗର ବିର୍ଭୁମ୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ସିନ୍ଥିଆ ୨୩.୯୪୮୩ ଉତ୍ତର ଅକ୍ଷାଂଶ ଓ ୮୭.୬୮୦୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୦ ଫୁଟ ଉଚ୍ଚତାରେ ରହିଛି ।[୨]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସିନ୍ଥିଆ ସହରର ମୋଟ ଜନସଂଖ୍ୟା ୩୯୨୪୪ ଅଟେ ।[୩] ସେଥି ମଧ୍ୟରୁ ୫୧.୨୫% ଜଣ ପରୁଷ ହୋଇଥିବା ବେଳେ ୪୮.୭୫% ଜଣ ନାରୀ ଅଟନ୍ତି । ସିନ୍ଥିଆର ସାକ୍ଷରତା ହାର ୬୫.୯୪% ଅଟେ । ଏହା ଜାତୀୟ ହାରଠାରୁ ୧.୧୦% ପ୍ରତିଶତ କମ ଅଟେ । ସେଥିରୁ ୩୭.୩୪% ପ୍ରତିଶତ ପୁରୁଷ ଓ ୨୮.୬୦% ନାରୀ ଅଟନ୍ତି । ୧୧.୦୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]
ଭାଷା
[ସମ୍ପାଦନା]ବଙ୍ଗାଳୀ ସିନ୍ଥିଆର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Census of India Search details". censusindia.gov.in. Retrieved 10 May 2015.
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୩.୦ ୩.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.