ସହୁରା ମଲ୍ଲିକ
ଦେଖଣା
(Sahura Mallickରୁ ଲେଉଟି ଆସିଛି)
ସହୁରା ମଲ୍ଲିକ | |
---|---|
ବିଧାୟକ: ୧୧ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୫ – ୨୦୦୦ | |
ପୂର୍ବ ଅଧିକାରୀ | ଭଗବାନ କହଁର |
ପର ଅଧିକାରୀ | ସୁରେନ୍ଦ୍ର କହଁର |
ନିର୍ବାଚନ ମଣ୍ଡଳୀ | ବାଲିଗୁଡ଼ା |
ବିଧାୟକ: ୮ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୮୦ – ୧୯୮୫ | |
ପୂର୍ବ ଅଧିକାରୀ | ସଦାନନ୍ଦ କହଁର |
ପର ଅଧିକାରୀ | ଲକ୍ଷ୍ମୀକାନ୍ତ ମଲ୍ଲିକ |
ନିର୍ବାଚନ ମଣ୍ଡଳୀ | ବାଲିଗୁଡ଼ା |
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୪ – ୧୯୭୭ | |
ପୂର୍ବ ଅଧିକାରୀ | ନରେଶ ପ୍ରଧାନ |
ପର ଅଧିକାରୀ | ସଦାନନ୍ଦ କହଁର |
ନିର୍ବାଚନ ମଣ୍ଡଳୀ | ବାଲିଗୁଡ଼ା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୩ ଜୁଲାଇ ୧୯୪୫ |
ମୃତ୍ୟୁ | ୧୬ ଅଗଷ୍ଟ ୨୦୧୯ | (ବୟସ ୭୪)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ରିପୁଙ୍ଗି ମଲ୍ଲିକ |
ବାପା/ବୋଉ | କାଜେରା ମଲ୍ଲିକ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ସହୁରା ମଲ୍ଲିକ (ଜନ୍ମ: ୩ ଜୁଲାଇ ୧୯୪୫ - ୧୬ ଅଗଷ୍ଟ ୨୦୧୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ । ୧୯୭୪, ୧୯୮୦ ଓ ୧୯୯୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାଲିଗୁଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୬ଷ୍ଠ, ୮ମ ଓ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧][୨]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ସହୁରା ମଲ୍ଲିକ ୧୯୪୫ ମସିହାର ଜୁଲାଇ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କାଜେରା ମଲ୍ଲିକ ଓ ପତ୍ନୀଙ୍କ ନାମ ରିପୁଙ୍ଗି ମଲ୍ଲିକ ।[୩]
ରାଜନୈତିକ ଜୀବନ
[ସମ୍ପାଦନା]ସହୁରା ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ ।[୪] ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ ।[୩]
ବିଧାନ ସଭା ସଭ୍ୟ ବିବରଣୀ
[ସମ୍ପାଦନା]ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୭୪ | ୧୯୭୭ | ସଭ୍ୟ, ୬ଷ୍ଠ ଓଡ଼ିଶା ବିଧାନ ସଭା | ବାଲିଗୁଡ଼ା | ସ୍ୱାଧୀନ |
୧୯୮୦ | ୧୯୮୫ | ସଭ୍ୟ, ୮ମ ଓଡ଼ିଶା ବିଧାନ ସଭା | ବାଲିଗୁଡ଼ା | ଜନତା ପାର୍ଟି |
୧୯୯୫ | ୨୦୦୦ | ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା | ବାଲିଗୁଡ଼ା | ଭାରତୀୟ ଜାତୀୟ କଂଗ୍ରେସ |
ମୃତ୍ୟୁ
[ସମ୍ପାଦନା]ସହୁରା ୨୦୧୯ ମସିହାର ଅଗଷ୍ଟ ୧୬ ତାରିଖରେ ୭୪ ବର୍ଷ ବୟସରେ ମୃତ୍ୟବରଣ କରିଥିଲେ ।[୫]
ଆଧାର
[ସମ୍ପାଦନା]- ↑ "Congress leader Sahura Mallick passes away at 85". OrissaPOST. 16 August 2019. Archived from the original on 2 April 2021. Retrieved 2 April 2021.
- ↑ "Former Odisha MLA Sahura Mallick passes away | Sambad English". Sambad English. sambadenglish.com. 16 August 2019. Archived from the original on 2 April 2021. Retrieved 2 April 2021.
- ↑ ୩.୦ ୩.୧ "Shri Sahura Mallick". odishaassembly.nic.in. Odisha Assembly. Retrieved 2 April 2021.
- ↑ "ଆରପାରିରେ ପୂର୍ବତନ ବିଧାୟକ ସାହୁରା ମଲ୍ଲିକ". Odisha Sambad. 16 August 2019. Archived from the original on 2 April 2021. Retrieved 2 April 2021.
- ↑ India, Press Trust of (16 August 2019). "Noted Odisha tribal leader dies". Business Standard India. Archived from the original on 2 April 2021. Retrieved 2 April 2021.