ସୁରେନ୍ଦ୍ର କହଁର
ଦେଖଣା
ସୁରେନ୍ଦ୍ର କହଁର | |
---|---|
ବିଧାୟକ: ୧୨ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୦ – ୨୦୦୪ | |
ପୂର୍ବ ଅଧିକାରୀ | ସହୁରା ମଲ୍ଲିକ |
ପର ଅଧିକାରୀ | କରେନ୍ଦ୍ର ମାଝି |
ନିର୍ବାଚନ ମଣ୍ଡଳୀ | ବାଲିଗୁଡ଼ା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୯ ଜୁଲାଇ ୧୯୩୬ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
ଜୀବନ ସାଥୀ | କୁନ୍ତୀ କହଁର |
ବାପା/ବୋଉ | ମହତ କହଁର (ବାପା) |
ବୃତ୍ତି | ରାଜନୀତିଜ୍ଞ |
ସୁରେନ୍ଦ୍ର କହଁର (ଜନ୍ମ: ୧୯ ଜୁଲାଇ ୧୯୩୬) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୦୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାଲିଗୁଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ସୁରେନ୍ଦ୍ର କହଁର ୧୯୩୬ ମସିହାର ଜୁଲାଇ ୧୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ମହତ କହଁର ଓ ପତ୍ନୀଙ୍କ ନାମ କୁନ୍ତୀ କହଁର ।[୨]
ରାଜନୈତିକ ଜୀବନ
[ସମ୍ପାଦନା]ସୁରେନ୍ଦ୍ର ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୨]
ଆଧାର
[ସମ୍ପାଦନା]- ↑ "ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ : ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ କଂଗ୍ରେସରୁ କ୍ଳେଶ ଓ ବିଜେପିରୁ ସୁରେନ୍ଦ୍ର!, ବିଜେଡିରେ ସସପେନସ୍, ସୁପ୍ରିମୋଙ୍କୁ ଭୋଟରଙ୍କ ପୋଷ୍ଟକାର୍ଡ଼ | Sambad". ସମ୍ବାଦ. sambad.in. 17 March 2019. Archived from the original on 4 April 2021. Retrieved 4 April 2021.
- ↑ ୨.୦ ୨.୧ "Shri Surendra Kanhar". odishaassembly.nic.in. Odisha Assembly. Retrieved 7 April 2021.