ସହୁରା ମଲ୍ଲିକ

ଉଇକିପିଡ଼ିଆ‌ରୁ
ସହୁରା ମଲ୍ଲିକ
ବିଧାୟକ: ୧୧ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୫ – ୨୦୦୦
ପୂର୍ବ ଅଧିକାରୀଭଗବାନ କହଁର
ପର ଅଧିକାରୀସୁରେନ୍ଦ୍ର କହଁର
ନିର୍ବାଚନ ମଣ୍ଡଳୀବାଲିଗୁଡ଼ା
ବିଧାୟକ: ୮ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୦ – ୧୯୮୫
ପୂର୍ବ ଅଧିକାରୀସଦାନନ୍ଦ କହଁର
ପର ଅଧିକାରୀଲକ୍ଷ୍ମୀକାନ୍ତ ମଲ୍ଲିକ
ନିର୍ବାଚନ ମଣ୍ଡଳୀବାଲିଗୁଡ଼ା
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୪ – ୧୯୭୭
ପୂର୍ବ ଅଧିକାରୀନରେଶ ପ୍ରଧାନ
ପର ଅଧିକାରୀସଦାନନ୍ଦ କହଁର
ନିର୍ବାଚନ ମଣ୍ଡଳୀବାଲିଗୁଡ଼ା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1945-07-03)୩ ଜୁଲାଇ ୧୯୪୫
ମୃତ୍ୟୁ୧୬ ଅଗଷ୍ଟ ୨୦୧୯(2019-08-16) (ବୟସ ୭୪)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀରିପୁଙ୍ଗି ମଲ୍ଲିକ
ବାପା/ବୋଉକାଜେରା ମଲ୍ଲିକ (ବାପା)
ବୃତ୍ତିରାଜନୀତିଜ୍ଞ

ସହୁରା ମଲ୍ଲିକ (ଜନ୍ମ: ୩ ଜୁଲାଇ ୧୯୪୫ - ୧୬ ଅଗଷ୍ଟ ୨୦୧୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ । ୧୯୭୪, ୧୯୮୦ ଓ ୧୯୯୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାଲିଗୁଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୬ଷ୍ଠ, ୮ମ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧][୨]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ସହୁରା ମଲ୍ଲିକ ୧୯୪୫ ମସିହାର ଜୁଲାଇ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କାଜେରା ମଲ୍ଲିକ ଓ ପତ୍ନୀଙ୍କ ନାମ ରିପୁଙ୍ଗି ମଲ୍ଲିକ ।[୩]

ରାଜନୈତିକ ଜୀବନ[ସମ୍ପାଦନା]

ସହୁରା ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ ।[୪] ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ ।[୩]

ବିଧାନ ସଭା ସଭ୍ୟ ବିବରଣୀ[ସମ୍ପାଦନା]

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୭୪ ୧୯୭୭ ସଭ୍ୟ, ୬ଷ୍ଠ ଓଡ଼ିଶା ବିଧାନ ସଭା ବାଲିଗୁଡ଼ା ସ୍ୱାଧୀନ
୧୯୮୦ ୧୯୮୫ ସଭ୍ୟ, ୮ମ ଓଡ଼ିଶା ବିଧାନ ସଭା ବାଲିଗୁଡ଼ା ଜନତା ପାର୍ଟି
୧୯୯୫ ୨୦୦୦ ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା ବାଲିଗୁଡ଼ା ଭାରତୀୟ ଜାତୀୟ କଂଗ୍ରେସ

ମୃତ୍ୟୁ[ସମ୍ପାଦନା]

ସହୁରା ୨୦୧୯ ମସିହାର ଅଗଷ୍ଟ ୧୬ ତାରିଖରେ ୭୪ ବର୍ଷ ବୟସରେ ମୃତ୍ୟବରଣ କରିଥିଲେ ।[୫]

ଆଧାର[ସମ୍ପାଦନା]

  1. "Congress leader Sahura Mallick passes away at 85". OrissaPOST. 16 August 2019. Archived from the original on 2 April 2021. Retrieved 2 April 2021.
  2. "Former Odisha MLA Sahura Mallick passes away | Sambad English". Sambad English. sambadenglish.com. 16 August 2019. Archived from the original on 2 April 2021. Retrieved 2 April 2021.
  3. ୩.୦ ୩.୧ "Shri Sahura Mallick". odishaassembly.nic.in. Odisha Assembly. Retrieved 2 April 2021.
  4. "ଆରପାରିରେ ପୂର୍ବତନ ବିଧାୟକ ସାହୁରା ମଲ୍ଲିକ". Odisha Sambad. 16 August 2019. Archived from the original on 2 April 2021. Retrieved 2 April 2021.
  5. India, Press Trust of (16 August 2019). "Noted Odisha tribal leader dies". Business Standard India. Archived from the original on 2 April 2021. Retrieved 2 April 2021.