ଏସ. ପି. ବାଲସୁବ୍ରମଣ୍ୟମ

ଉଇକିପିଡ଼ିଆ‌ରୁ
(S. P. Balasubrahmanyamରୁ ଲେଉଟି ଆସିଛି)
ଡ. ଏସ. ପି. ବାଲସୁବ୍ରମଣ୍ୟମ‌
୨୦୧୩ ବାଲସୁବ୍ରମଣ୍ୟମ‌
Background information
ଜନ୍ମ ସମୟରେ ନାମଶ୍ରୀପାଠୀ ପାଣ୍ଡିତରାଧ୍ୟୁଲ ବାଲସୁବ୍ରମଣ୍ୟମ
ଜନ୍ମ(1946-06-04)୪ ଜୁନ ୧୯୪୬


[୧]
ନେଲ୍ଲୋର, ମାଡ୍ରାସ୍ ପ୍ରେସିଡେନ୍ସି, ବ୍ରିଟିଶ ଭାରତ
(ବର୍ତ୍ତମାନ: ଆନ୍ଧ୍ର ପ୍ରଦେଶ, ଭାରତ)[୨][୩][୪]
ମୃତ୍ୟୁ୨୫ ସେପ୍ଟେମ୍ବର ୨୦୨୦(2020-09-25) (ବୟସ ୭୪) by COVID-19
ଚେନ୍ନାଇ, ତାମିଲନାଡ଼ୁ, ଭାରତ
ଶୈଳୀପ୍ରଚ୍ଛଦପଟ ଗାୟକ[୧]
ପେଷା
  • କଣ୍ଠଶିଳ୍ପୀ
  • ଅଭିନେତା
  • ସଙ୍ଗୀତ ନିର୍ଦ୍ଦେଶକ
  • କଥାଚିତ୍ର ପ୍ରଯୋଜକ
କାର୍ଯ୍ୟକାଳ୧୯୬୬–୨୦୨୦[୫]

ଶ୍ରୀପାଠୀ ପାଣ୍ଡିତରାଧ୍ୟୁଲ ବାଲସୁବ୍ରମଣ୍ୟମ (୪ ଜୁନ ୧୯୪୬ - ୨୫ ସେପ୍ଟେମ୍ବର ୨୦୨୦) ଜଣେ ଜଣାଶୁଣା ଭାରତୀୟ ସଂଗୀତଜ୍ଞ, କଣ୍ଠଶିଳ୍ପୀ, ସଙ୍ଗୀତ ନିର୍ଦ୍ଦେଶକ, ଅଭିନେତା, ଡବିଂ କଳାକାର ଏବଂ ଚଳଚ୍ଚିତ୍ର ନିର୍ମାତା ଯିଏକି ତେଲୁଗୁ, ତାମିଲରେ ମୁଖ୍ୟତ କାମ କରୁଥିଲେ ।[୬]

ସେ କନ୍ନଡ, ହିନ୍ଦୀ ଏବଂ ମାଲାୟାଲମ୍ ଚଳଚ୍ଚିତ୍ର ସମେତ ୧୬ଟି ଭାରତୀୟ ଭାଷାରେ ୪୦ହଜାରରୁ ଅଧିକ ଗୀତ ଗାଇଥିଲେ।[୭] କନ୍ନଡ, ତେଲୁଗୁ, ତାମିଲ ଏବଂ ହିନ୍ଦୀ ଭଳି ଚାରୋଟି ଭିନ୍ନ ଭାଷାରେ କାର୍ଯ୍ୟ କରି ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସେ ୬ଟି ପୁରସ୍କାର ପାଇଛନ୍ତି । ତେଲୁଗୁ କଥାଚିତ୍ର ଜଗତରେ କରିଥିବା କାର୍ଯ୍ୟ ପାଇଁ ୨୫ଥର ଆନ୍ଧ୍ରପ୍ରଦେଶ ରାଜ୍ୟ ନନ୍ଦୀ ପୁରସ୍କାର ପାଇଥିଲେ । ଏହା ସହିତ ସେ କର୍ଣ୍ଣାଟକ ଏବଂ ତାମିଲନାଡୁରରେ ମଧ୍ୟ ବିଭିନ୍ନ ପୁରସ୍କାର ପାଇଥିଲେ ।[୮][୯] ଏଥିସହିତ ସେ ହିନ୍ଦୀ କଥାଚିତ୍ର ଜଗତରେ କାମ କରି ଫିଲ୍ମଫେୟାର ପୁରସ୍କାର ଏବଂ ୬ଟି ଦକ୍ଷିଣ ଭାରତୀୟ ଫିଲ୍ମ‌ଫେୟାର୍ ପୁରସ୍କାର ପାଇଥିଲେ ।[୧୦][୧୧]

କେତେକ ସୂତ୍ର ଅନୁଯାୟୀ, ୪୦ ହଜାରରୁ ଅଧିକ ଗୀତ ଗାଇଥିବା ଜଣେ ଗାୟକଙ୍କଦ୍ୱାରା ସର୍ବାଧିକ ସଂଖ୍ୟକ ଗୀତ ରେକର୍ଡିଂ ପାଇଁ ସେ ଗିନିଜ ୱାଲର୍ଡ୍ ରେକର୍ଡ କରିଥିବା ଜଣାପଡିଛି।[୧୨][୧୩][୧୪][୧୫] ୨୦୧୨ ମସିହାରେ, ଭାରତୀୟ କଥାଚିତ୍ର ଜଗତରେ ତାଙ୍କର ଅବଦାନ ପାଇଁ ରାଜ୍ୟ ଏନ୍.ଟି.ଆର୍.ଜାତୀୟ ପୁରସ୍କାର ଗ୍ରହଣ କରିଥିଲେ ।[୧୬] ୨୦୧୬ ମସିହାରେ, ସେ ଭାରତୀୟ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ଭାବରେ ଏକ ରୌପ୍ୟ ମୟୂର ପଦକରେ ସମ୍ମାନିତ ହୋଇଥିଲେ ।[୧୭][୧୮][୧୯][୨୦]

ସେ ଭାରତ ସରକାରଙ୍କଦ୍ୱାରା ପଦ୍ମଶ୍ରୀ (୨୦୦୧) ଏବଂ ପଦ୍ମ ଭୂଷଣ (୨୦୧୧) ଉପାଧିରେ ଭୂଷିତ ହୋଇଥିଲେ ।[୨୧] ୨୫ ସେପ୍ଟେମ୍ବର ୨୦୨୦ରେ, ସେ କରୋନାଭୂତାଣୁରେ ପୀଡ଼ୀତ ହୋଇ ମୃତ୍ୟୁବରଣ କରିଥିଲେ ।[୨୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Wish singer SPB on his birthday today – Times Of India". web.archive.org. 2 January 2014. Archived from the original on 2014-01-02. Retrieved 2020-09-25.
  2. S., Murali (25 September 2020). "S.P. Balasubrahmanyam: The end of an era". The Hindu. Retrieved 25 September 2020. {{cite web}}: Cite has empty unknown parameter: |1= (help)
  3. "SPB donates his ancestral home in Nellore to kanchi math". The Times of India.
  4. V, NARAYANAN (25 September 2020). "SPB: The voice that captivated millions will never be stilled". The Hindu Businessline (in ଇଂରାଜୀ). Retrieved 25 September 2020.{{cite web}}: CS1 maint: url-status (link)
  5. "Singer SP Balasubrahmanyam passes away in Chennai". Mumbai Live. Retrieved 25 September 2020.
  6. "S P Balasubramaniam". FilmiBeat. Archived from the original on 2014-07-07. Retrieved 2020-09-25.
  7. "Singer S.P. Balasubrahmanyam honoured". The Hindu. 11 June 2012. Retrieved 22 July 2013.
  8. "Entertainment Hyderabad / Events : In honour of a legend". The Hindu. 3 February 2006. Retrieved 2 May 2011.
  9. "SPB to be honoured". Sify.com. 24 March 2009. Retrieved 1 May 2011.
  10. "Pehla Pehla Pyar by S.P. Balasubramaniam – Songfacts". www.songfacts.com.
  11. "Friday Review Hyderabad / Events : The stars shimmered bright". The Hindu. 8 August 2008. Archived from the original on 22 August 2008. Retrieved 1 May 2011.
  12. "Happy Birthday SP Balasubramaniam: Five interesting unknown facts about the fabulous singer". The Times of India (in ଇଂରାଜୀ). 4 June 2020. Retrieved 25 September 2020.
  13. "Have lost count of songs sung, says record holder S.P. Balasubrahmanyam". The Indian Express (in ଇଂରାଜୀ). 20 November 2016. Retrieved 25 September 2020.
  14. "SP Balasubrahmanyam Dies At 74: 5 Facts About The Guinness Record Holder". Forbes India (in ଇଂରାଜୀ). Retrieved 25 September 2020.
  15. "SP Balasubrahmanyam: Legendary Indian singer dies". BBC News (in ବ୍ରିଟିଶ୍‌ ଇଂରାଜୀ). 25 September 2020. Retrieved 25 September 2020.
  16. Correspondent, Special (5 April 2017). "S.P. Balasubrahmanyam, Hema Malini bag NTR awards". The Hindu.
  17. "Who will be the Indian Film Personality of the Year at IFFI 2017?". 8 November 2017. Archived from the original on 29 November 2017. Retrieved 25 September 2020.
  18. "Waheeda receives Indian Film Personality of the Year award at IFFI". 20 November 2013.
  19. India, Press Trust of (20 November 2016). "SP Balasubrahmanyam honoured with centenary award". Business Standard India.
  20. "Have lost count of songs sung, says record holder S.P. Balasubrahmanyam". 20 November 2016.
  21. 26 January 2011 DC Correspondent New Delhi (26 January 2011). "SPB wins Padma Bhushan, no Bharat Ratna this year". Deccan Chronicle. Archived from the original on 30 April 2011. Retrieved 2 May 2011.{{cite web}}: CS1 maint: numeric names: authors list (link)
  22. Kolappan, B. (25 September 2020). "'Paadum Nila' S.P. Balasubrahmanyam no more". The Hindu (in Indian English). ISSN 0971-751X. Retrieved 25 September 2020.

ବାହାର ଆଧାର[ସମ୍ପାଦନା]