ରେଲୁଗୋଲିକ୍ସ
Clinical data | |
---|---|
Trade names | Orgovyx, Relumina |
Synonyms | RGX; RVT-601; TAK-385 |
AHFS/Drugs.com | monograph |
data | |
Routes of administration | By mouth[୧] |
Legal status | |
Legal status | |
Pharmacokinetic data | |
Protein binding | 68–71%[୧] |
Elimination half-life | 36 to 65 hours[୧] |
Excretion | Feces: 82%[୧] Urine: 4%[୧] |
Identifiers | |
| |
Chemical and physical data | |
Formula | C29H27F2N7O5S |
Molar mass | ୬୨୩.୬୪ g·mol−1 |
3D model (JSmol) | |
| |
|
ରେଲୁଗୋଲିକ୍ସ (ଇଂରାଜୀ ଭାଷାରେ Relugolix), ଅର୍ଗୋଭିକ୍ସ ଏବଂ ରେଲୁମିନା ତାହାର ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ପ୍ରୋଷ୍ଟେଟ କର୍କଟ ଏବଂ ଗର୍ଭାଶୟ ଫାଇବ୍ରଏଡ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] [୩] ଆଗେଇ ଯାଇଥିବା ପ୍ରୋଷ୍ଟେଟ କର୍କଟ ରୋଗରେ କିନ୍ତୁ ହରମୋନ୍ ସମ୍ବେଦନଶୀଳ ଥିଲେ ଏହା ବ୍ୟବହୃତ ହୁଏ ।[୪] ଏହାକୁ ଦିନକୁ ଥରେ ପାଟିରେ ଦିଆଯାଏ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉଷୁମ ଲାଲ ମୁହଁ, ରକ୍ତରେ ଶର୍କରା ବୃଦ୍ଧି, ମାଂସପେଶୀ ଯନ୍ତ୍ରଣା, କମ୍ ହେମୋଗ୍ଲୋବିନ୍, ଥକାପଣ ଏବଂ କୋଷ୍ଠକାଠିନ୍ୟ ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କ୍ୟୁଟି (QT) ବିସ୍ତାର ହୋଇପାରେ ।[୨] ଉଭୟ ସ୍ୱାମୀ ଓ ସ୍ତ୍ରୀ ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୨] ଏହା ଏକ ଗୋନାଡୋଟ୍ରୋପିନ ରିଲିଜ ହରମୋନ (GnRH) ରିସେପ୍ଟର ଆଣ୍ଟାଗୋନାଷ୍ଟ, ଯାହା ଟେସ୍ଟୋସ୍ଟିରନ ଉତ୍ପାଦନକୁ ଅବରୋଧ କରିଥାଏ ।[୨] [୪]
୨୦୧୯ ମସିହାରେ ଜାପାନ, ୨୦୨୦ରେ ଆମେରିକା ଏବଂ ୨୦୨୨ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ରେଲୁଗୋଲିକ୍ସ ଅନୁମୋଦିତ ହୋଇଥିଲା ।[୨] [୩] [୪] ଯୁକ୍ତରାଷ୍ଟ୍ରରେ ୨୦୨୨ ମସିହା ସୁଦ୍ଧା ଏକ ମାସର ଚିକିତ୍ସା ଖର୍ଚ୍ଚ ମାସକୁ ପ୍ରାୟ ୨୪୫୦ ଡଲାର ଥିଲା ।[୫] ଏଣ୍ଡୋମେଟ୍ରିଓସିସରେ ଏହାର ପ୍ରଭାବ ବିଷୟରେ ଅଧ୍ୟୟନ କରାଯାଉଛି ।[୬] ରେଲୁଗୋଲିକ୍ସ/ଏସ୍ଟ୍ରାଡିଓଲ/ନରଏଥିଷ୍ଟିରନ ଔଷଧର ମଧ୍ୟ ଏହା ଏକ ଉପାଦାନ ।[୭]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ Barra F, Seca M, Della Corte L, Giampaolino P, Ferrero S (August 2019). "Relugolix for the treatment of uterine fibroids". Drugs Today. 55 (8): 503–512. doi:10.1358/dot.2019.55.8.3020179. PMID 31461087. S2CID 201654739.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "Orgovyx- relugolix tablet, film coated". DailyMed. Archived from the original on 26 May 2021. Retrieved 25 May 2021.
- ↑ ୩.୦ ୩.୧ Markham, Anthony (April 2019). "Relugolix: First Global Approval". Drugs. 79 (6): 675–679. doi:10.1007/s40265-019-01105-0. ISSN 0012-6667. PMID 30937733.
- ↑ ୪.୦ ୪.୧ ୪.୨ "Orgovyx". EMA. Archived from the original on 14 October 2022. Retrieved 2 November 2022.
- ↑ "Orgovyx". Retrieved 2 November 2022.
- ↑ Goenka L, George M, Sen M (June 2017). "A peek into the drug development scenario of endometriosis - A systematic review". Biomed. Pharmacother. 90: 575–585. doi:10.1016/j.biopha.2017.03.092. PMID 28407578.
- ↑ "Relugolix + estradiol + norethisterone". SPS - Specialist Pharmacy Service. 13 March 2017. Archived from the original on 3 March 2022. Retrieved 2 November 2022.