ରେଲୁଗୋଲିକ୍ସ

ଉଇକିପିଡ଼ିଆ‌ରୁ
ରେଲୁଗୋଲିକ୍ସ
Clinical data
Trade namesOrgovyx, Relumina
SynonymsRGX; RVT-601; TAK-385
AHFS/Drugs.commonograph
data
Routes of
administration
By mouth[୧]
Legal status
Legal status
Pharmacokinetic data
Protein binding68–71%[୧]
Elimination half-life36 to 65 hours[୧]
ExcretionFeces: 82%[୧]
Urine: 4%[୧]
Identifiers
  • 1-[4-[1-[(2,6-difluorophenyl)methyl]-5-[(dimethylamino)methyl]-3-(6-methoxypyridazin-3-yl)-2,4-dioxothieno[2,3-d]pyrimidin-6-yl]phenyl]-3-methoxyurea
Chemical and physical data
FormulaC29H27F2N7O5S
Molar mass୬୨୩.୬୪ g·mol−1
3D model (JSmol)
  • CONC(=O)Nc1ccc(-c2sc3c(c2CN(C)C)c(=O)n(-c2ccc(OC)nn2)c(=O)n3Cc2c(F)cccc2F)cc1
  • InChI=1S/C29H27F2N7O5S/c1-36(2)14-19-24-26(39)38(22-12-13-23(42-3)34-33-22)29(41)37(15-18-20(30)6-5-7-21(18)31)27(24)44-25(19)16-8-10-17(11-9-16)32-28(40)35-43-4/h5-13H,14-15H2,1-4H3,(H2,32,35,40)
  • Key:AOMXMOCNKJTRQP-UHFFFAOYSA-N

ରେଲୁଗୋଲିକ୍ସ (ଇଂରାଜୀ ଭାଷାରେ Relugolix), ଅର୍ଗୋଭିକ୍ସ ଏବଂ ରେଲୁମିନା ତାହାର ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ପ୍ରୋଷ୍ଟେଟ କର୍କଟ ଏବଂ ଗର୍ଭାଶୟ ଫାଇବ୍ରଏଡ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] [୩] ଆଗେଇ ଯାଇଥିବା ପ୍ରୋଷ୍ଟେଟ କର୍କଟ ରୋଗରେ କିନ୍ତୁ ହରମୋନ୍ ସମ୍ବେଦନଶୀଳ ଥିଲେ ଏହା ବ୍ୟବହୃତ ହୁଏ ।[୪] ଏହାକୁ ଦିନକୁ ଥରେ ପାଟିରେ ଦିଆଯାଏ ।[୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉଷୁମ ଲାଲ ମୁହଁ, ରକ୍ତରେ ଶର୍କରା ବୃଦ୍ଧି, ମାଂସପେଶୀ ଯନ୍ତ୍ରଣା, କମ୍ ହେମୋଗ୍ଲୋବିନ୍, ଥକାପଣ ଏବଂ କୋଷ୍ଠକାଠିନ୍ୟ ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କ୍ୟୁଟି (QT) ବିସ୍ତାର ହୋଇପାରେ ।[୨] ଉଭୟ ସ୍ୱାମୀ ଓ ସ୍ତ୍ରୀ ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୨] ଏହା ଏକ ଗୋନାଡୋଟ୍ରୋପିନ ରିଲିଜ ହରମୋନ (GnRH) ରିସେପ୍ଟର ଆଣ୍ଟାଗୋନାଷ୍ଟ, ଯାହା ଟେସ୍ଟୋସ୍ଟିରନ ଉତ୍ପାଦନକୁ ଅବରୋଧ କରିଥାଏ ।[୨] [୪]

୨୦୧୯ ମସିହାରେ ଜାପାନ, ୨୦୨୦ରେ ଆମେରିକା ଏବଂ ୨୦୨୨ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ରେଲୁଗୋଲିକ୍ସ ଅନୁମୋଦିତ ହୋଇଥିଲା ।[୨] [୩] [୪] ଯୁକ୍ତରାଷ୍ଟ୍ରରେ ୨୦୨୨ ମସିହା ସୁଦ୍ଧା ଏକ ମାସର ଚିକିତ୍ସା ଖର୍ଚ୍ଚ ମାସକୁ ପ୍ରାୟ ୨୪୫୦ ଡଲାର ଥିଲା ।[୫] ଏଣ୍ଡୋମେଟ୍ରିଓସିସରେ ଏହାର ପ୍ରଭାବ ବିଷୟରେ ଅଧ୍ୟୟନ କରାଯାଉଛି ।[୬] ରେଲୁଗୋଲିକ୍ସ/ଏସ୍ଟ୍ରାଡିଓଲ/ନରଏଥିଷ୍ଟିରନ ଔଷଧର ମଧ୍ୟ ଏହା ଏକ ଉପାଦାନ ।[୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ Barra F, Seca M, Della Corte L, Giampaolino P, Ferrero S (August 2019). "Relugolix for the treatment of uterine fibroids". Drugs Today. 55 (8): 503–512. doi:10.1358/dot.2019.55.8.3020179. PMID 31461087. S2CID 201654739.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "Orgovyx- relugolix tablet, film coated". DailyMed. Archived from the original on 26 May 2021. Retrieved 25 May 2021.
  3. ୩.୦ ୩.୧ Markham, Anthony (April 2019). "Relugolix: First Global Approval". Drugs. 79 (6): 675–679. doi:10.1007/s40265-019-01105-0. ISSN 0012-6667. PMID 30937733.
  4. ୪.୦ ୪.୧ ୪.୨ "Orgovyx". EMA. Archived from the original on 14 October 2022. Retrieved 2 November 2022.
  5. "Orgovyx". Retrieved 2 November 2022.
  6. Goenka L, George M, Sen M (June 2017). "A peek into the drug development scenario of endometriosis - A systematic review". Biomed. Pharmacother. 90: 575–585. doi:10.1016/j.biopha.2017.03.092. PMID 28407578.
  7. "Relugolix + estradiol + norethisterone". SPS - Specialist Pharmacy Service. 13 March 2017. Archived from the original on 3 March 2022. Retrieved 2 November 2022.