ରଞ୍ଜିତ ଭିତ୍ରିଆ

ଉଇକିପିଡ଼ିଆ‌ରୁ
(Ranjeet Bhitriaରୁ ଲେଉଟି ଆସିଛି)
ରଞ୍ଜିତ ଭିତ୍ରିଆ
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୧୯୯୫
ପୂର୍ବ ଅଧିକାରୀଗଜଧର ମାଝୀ
ପର ଅଧିକାରୀଗଜଧର ମାଝୀ
ନିର୍ବାଚନ ମଣ୍ଡଳୀତଳସରା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1957-05-16) ୧୬ ମଇ ୧୯୫୭ (ବୟସ ୬୬)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ଦଳ
ଜୀବନ ସାଥୀସ୍ୱର୍ଣ୍ଣଲତା ଭିତ୍ରିଆ
ବାପା/ବୋଉଉପେନ୍ଦ୍ର ଭିତ୍ରିଆ (ବାପା)
ବୃତ୍ତିରାଜନୀତିଜ୍ଞ

ରଞ୍ଜିତ ଭିତ୍ରିଆ (ଜନ୍ମ: ୧୬ ମଇ ୧୯୫୭) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରଜନୀତିରେ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୧୯୯୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ତଳସରା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧][୨]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ରଞ୍ଜିତ ଭିତ୍ରିଆ ୧୯୫୭ ମସିହାର ମଇ ମାସ ୧୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଉପେନ୍ଦ୍ର ଭିତ୍ରିଆ ଓ ପତ୍ନୀଙ୍କ ନାମ ସ୍ୱର୍ଣ୍ଣଲତା ଭିତ୍ରିଆ ।[୩]

ରାଜନୈତିକ ଜୀବନ[ସମ୍ପାଦନା]

ରଞ୍ଜିତ ଓଡ଼ିଶା ରାଜନୀତିରେ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୩]

ଆଧାର[ସମ୍ପାଦନା]

  1. "Mohana Election Results 2019 LIVE: Mohana Assembly Election Results, Winner, Runner-Up & Vote Share – Oneindia". www.oneindia.com (in ଇଂରାଜୀ). One India. Retrieved 8 October 2020.
  2. "ଶାସକ ଦଳରେ ସମନ୍ୱୟ ଅଭାବ, କଂଗ୍ରେସକୁ ଅଡ଼ୁଆ ବିଦ୍ରୋହୀ ପ୍ରାର୍ଥୀନୀ". Samaja Live (in ଓଡ଼ିଆ). ସୁନ୍ଦରଗଡ଼. 15 April 2019. Archived from the original on 12 October 2020. Retrieved 12 October 2020.{{cite news}}: CS1 maint: unrecognized language (link)
  3. ୩.୦ ୩.୧ "Shri Ranjeet Bhitria". odishaassembly.nic.in. Odisha Assembly. Retrieved 8 October 2020.