ରଞ୍ଜିତ ଭିତ୍ରିଆ
Appearance
ରଞ୍ଜିତ ଭିତ୍ରିଆ | |
---|---|
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୦ – ୧୯୯୫ | |
ପୂର୍ବ ଅଧିକାରୀ | ଗଜଧର ମାଝୀ |
ପର ଅଧିକାରୀ | ଗଜଧର ମାଝୀ |
ନିର୍ବାଚନ ମଣ୍ଡଳୀ | ତଳସରା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୬ ମଇ ୧୯୫୭ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଜନତା ଦଳ |
ଜୀବନ ସାଥୀ | ସ୍ୱର୍ଣ୍ଣଲତା ଭିତ୍ରିଆ |
ବାପା/ବୋଉ | ଉପେନ୍ଦ୍ର ଭିତ୍ରିଆ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ରଞ୍ଜିତ ଭିତ୍ରିଆ (ଜନ୍ମ: ୧୬ ମଇ ୧୯୫୭) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରଜନୀତିରେ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୧୯୯୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ତଳସରା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧][୨]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ରଞ୍ଜିତ ଭିତ୍ରିଆ ୧୯୫୭ ମସିହାର ମଇ ମାସ ୧୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଉପେନ୍ଦ୍ର ଭିତ୍ରିଆ ଓ ପତ୍ନୀଙ୍କ ନାମ ସ୍ୱର୍ଣ୍ଣଲତା ଭିତ୍ରିଆ ।[୩]
ରାଜନୈତିକ ଜୀବନ
[ସମ୍ପାଦନା]ରଞ୍ଜିତ ଓଡ଼ିଶା ରାଜନୀତିରେ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୩]
ଆଧାର
[ସମ୍ପାଦନା]- ↑ "Mohana Election Results 2019 LIVE: Mohana Assembly Election Results, Winner, Runner-Up & Vote Share – Oneindia". www.oneindia.com (in ଇଂରାଜୀ). One India. Retrieved 8 October 2020.
- ↑ "ଶାସକ ଦଳରେ ସମନ୍ୱୟ ଅଭାବ, କଂଗ୍ରେସକୁ ଅଡ଼ୁଆ ବିଦ୍ରୋହୀ ପ୍ରାର୍ଥୀନୀ". Samaja Live (in ଓଡ଼ିଆ). ସୁନ୍ଦରଗଡ଼. 15 April 2019. Archived from the original on 12 October 2020. Retrieved 12 October 2020.
{{cite news}}
: CS1 maint: unrecognized language (link) - ↑ ୩.୦ ୩.୧ "Shri Ranjeet Bhitria". odishaassembly.nic.in. Odisha Assembly. Retrieved 8 October 2020.