ରାମଚନ୍ଦ୍ର ଗାନ୍ଧୀ

ଉଇକିପିଡ଼ିଆ‌ରୁ
(Ramachandra Gandhiରୁ ଲେଉଟି ଆସିଛି)
ରାମଚନ୍ଦ୍ର ଗାନ୍ଧୀ
Born
ରାମଚନ୍ଦ୍ର ଗାନ୍ଧୀ

(1937-06-09)୯ ଜୁନ ୧୯୩୭
Died୧୩ ଜୁନ ୨୦୦୭(2007-06-13) (ବୟସ ୭୦)
Nationalityଭାରତୀୟ
Parent(s)ଦେବଦାସ ଗାନ୍ଧୀ (ବାପା)
ଲକ୍ଷ୍ମୀ ଦେବୀ (ମାଆ)
Relativesମହାତ୍ମା ଗାନ୍ଧୀ (ଜେଜେବାପା)
କସ୍ତୁରବା ଗାନ୍ଧୀ (ଜେଜେମାଆ)

ରାମଚନ୍ଦ୍ର ଗାନ୍ଧୀ (୯ ଜୁନ ୧୯୩୭ - ୧୩ ଜୁନ ୨୦୦୭) ଜଣେ ଭାରତୀୟ ଦାର୍ଶନିକ ଥିଲେ । ସେ ଦେବଦାସ ଗାନ୍ଧୀଙ୍କ (ମହାତ୍ମା ଗାନ୍ଧୀଙ୍କ ସାନପୁଅ) ଏବଂ ଲକ୍ଷ୍ମୀ (ରାଜଜୀଙ୍କ ଝିଅ) ଏବଂ ରାଜମୋହନ ଗାନ୍ଧୀଙ୍କ[en] ଭାଇ ଗୋପାଳକୃଷ୍ଣ ଗାନ୍ଧୀ ଏବଂ ତାରା ଗାନ୍ଧୀ ଭଟ୍ଟାଚାର୍ଯ୍ୟଙ୍କ ପୁତ୍ର ଥିଲେ ।

ରାମଚନ୍ଦ୍ର ଗାନ୍ଧୀ ଅକ୍ସ୍‌ଫୋର୍ଡ଼ ବିଶ୍ୱବିଦ୍ୟାଳୟରୁ ତାଙ୍କର ପି.ଏଚ୍.ଡି. କରିଥିଲେ, ଯେଉଁଠାରେ ସେ ପିଟର ଷ୍ଟ୍ରସନ୍‌ଙ୍କର ଛାତ୍ର ଥିଲେ ।[୧] ସେ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟରେ ଦର୍ଶନ ବିଭାଗର ପ୍ରତିଷ୍ଠାତା ଥିଲେ । ସେ ବିଶ୍ୱ-ଭାରତୀ ବିଶ୍ୱବିଦ୍ୟାଳୟ, ପଞ୍ଜାବ ବିଶ୍ୱବିଦ୍ୟାଳୟ, ସେନ୍‌ପ୍ରନ୍ସିସ୍କୋର କାଲିଫର୍ଣ୍ଣିଆ ଇନିଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଟିଗ୍ରାଲ୍ ଷ୍ଟଡିଜ୍, କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ, ବାଙ୍ଗାଲୋର ବିଶ୍ୱବିଦ୍ୟାଳୟ ଆଦିରେ ଶିକ୍ଷାଦାନ କରିଥିଲେ । ୧୩ ଜୁନ ୨୦୦୭ରେ ସେ ଭାରତୀୟ ଆନ୍ତର୍ଜାତୀୟ କେନ୍ଦ୍ରରେ ମୃତ୍ୟୁବରଣ କରିଥିଲେ ।[୨]

ଗ୍ରନ୍ଥସମୂହ[ସମ୍ପାଦନା]

  • ଦ ଆବିଲିଟି ଅଫ୍ ରିଲିଜିଅସ୍ ଆଇଡିଆଜ୍ (୧୯୭୬)
  • ସୀତାସ୍ କିଚେନ୍, ଏ ଟେଷ୍ଟିମୋନି ଅଫ୍ ଫେଥ୍ ଆଣ୍ଡ୍ ଇନ୍‌କ୍ୱାରୀ (୧୯୯୨)
  • ସ୍ୱରାଜ: ଏ ଜର୍ଣ୍ଣି ଉଇଥ୍ ତାଏବ ମେହେଟ୍ଟାସ୍ ଶାନ୍ତିନିକେତନ୍ ତ୍ରିପାଚି (୨୦୦୩)
  • ମୁନିୟାସ୍ ଲାଇଟ୍ (୨୦୦୫)

ଆଧାର[ସମ୍ପାଦନା]

  1. "Sita's Kitchen". SUNY Press. Archived from the original on 31 July 2014. Retrieved 31 July 2014.
  2. Ashish Mehta - Indiainteracts.com. "Ramachandra Gandhi: the quintessential argumentative Indian". Archived from the original on 8 ଅକ୍ଟୋବର 2007. Retrieved 4 ସେପ୍ଟେମ୍ବର 2007.

ବାହାର ଆଧାର[ସମ୍ପାଦନା]

ମହାତ୍ମା ଗାନ୍ଧୀଙ୍କ ପରିବାର
କରମଚାନ୍ଦ ଉତ୍ତମଚାନ୍ଦ ଗାନ୍ଧୀ
୧୮୨୨–୧୮୮୫
ମହାତ୍ମା ଗାନ୍ଧୀ
୧୮୬୯–୧୯୪୮
କସ୍ତୁରବା ଗାନ୍ଧୀ
୧୮୬୯–୧୯୪୪
ହରିଲାଲ ଗାନ୍ଧୀ
1888–1948
ମଣିଲାଲ ଗାନ୍ଧୀ
1892–1956
ରାମଦାସ ଗାନ୍ଧୀ
1897–1969
ଦେବଦାସ ଗାନ୍ଧୀ
1900–1957
ସୁନନ୍ଦା ଗାନ୍ଧୀ
1932–2007
ଅରୁଣ ମଣିଲାଲ ଗାନ୍ଧୀ
1934–2023
ଇଲା ଗାନ୍ଧୀ
1940–
କାନୁ ଗାନ୍ଧୀ
1928–2016
ରାଜମୋହନ ଗାନ୍ଧୀ
1935–
ରାମଚନ୍ଦ୍ର ଗାନ୍ଧୀ
1937–2007
ଗୋପାଳକୃଷ୍ଣ ଗାନ୍ଧୀ
1945–
ତୁଷାର ଗାନ୍ଧୀ
1960–
ଲୀଲା ଗାନ୍ଧୀ
1966–