ରବୀନ୍ଦ୍ର ନାଥ ଭୋଇ
ଦେଖଣା
(Rabindranath Bhoiରୁ ଲେଉଟି ଆସିଛି)
ରବୀନ୍ଦ୍ର ନାଥ ଭୋଇ | |
---|---|
ବିଧାୟକ: ୧୪ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୯ – ୨୦୧୪ | |
ପୂର୍ବ ଅଧିକାରୀ | ଚିରଞ୍ଜୀବ ବିଶ୍ୱାଳ |
ପର ଅଧିକାରୀ | ରାଜଶ୍ରୀ ମଲ୍ଲିକ |
ନିର୍ବାଚନ ମଣ୍ଡଳୀ | ତିର୍ତ୍ତୋଲ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୧ ମଇ ୧୯୬୭ |
ମୃତ୍ୟୁ | ୫ ସେପ୍ଟେମ୍ବର ୨୦୨୦ | (ବୟସ ୫୩)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଜୀବନ ସାଥୀ | ଆରତୀ ଦାସ |
ସନ୍ତାନ | ୧ |
ବାପା/ବୋଉ | କଣ୍ଡୁରୀ ଭୋଇ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ରବୀନ୍ଦ୍ର ନାଥ ଭୋଇ (୨୧ ମଇ ୧୯୬୭ - ୫ ସେପ୍ଟେମ୍ବର ୨୦୨୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୨୦୦୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ତିର୍ତ୍ତୋଲ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ରବୀନ୍ଦ୍ର ନାଥ ଭୋଇ ୧୯୬୭ ମସିହାର ମଇ ୨୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କଣ୍ଡୁରୀ ଭୋଇ ଓ ପତ୍ନୀଙ୍କ ନାମ ଆରତୀ ଦାସ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ରବୀନ୍ଦ୍ର ନାଥ ଭୋଇ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ ।[୨] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ରବୀନ୍ଦ୍ର ନାଥ ଭୋଇ ୨୦୨୦ ମସିହାର ସେପ୍ଟେମ୍ବର ୫ ତାରିଖରେ ମୃତ୍ୟୁବରଣ କରିଥିଲେ ।[୩] ମୃତ୍ୟୁବେଳକୁ ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Shri Rabindranath Bhoi". odishaassembly.nic.in. Odisha Assembly. Retrieved 17 May 2022.
- ↑ Otv, News Desk. "ତିର୍ତ୍ତୋଲର ପୂର୍ବତନ ବିଧାୟକ ରବୀନ୍ଦ୍ରନାଥ ଭୋଇଙ୍କ ପରଲୋକ". ତିର୍ତ୍ତୋଲର ପୂର୍ବତନ ବିଧାୟକ ରବୀନ୍ଦ୍ରନାଥ ଭୋଇଙ୍କ ପରଲୋକ. Archived from the original on 2022-05-17. Retrieved 2022-05-17.
- ↑ "Ex-Tirtol MLA Rabindranath Bhoi passes away". Odisha News, Odisha Latest news, Odisha Daily - OrissaPOST (in ଆମେରିକୀୟ ଇଂରାଜୀ). 2020-09-05. Archived from the original on 2022-05-17. Retrieved 2022-05-17.