ରବୀନ୍ଦ୍ର ନାଥ ଭୋଇ

ଉଇକିପିଡ଼ିଆ‌ରୁ
ରବୀନ୍ଦ୍ର ନାଥ ଭୋଇ
ବିଧାୟକ: ୧୪ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ୨୦୧୪
ପୂର୍ବ ଅଧିକାରୀଚିରଞ୍ଜୀବ ବିଶ୍ୱାଳ
ପର ଅଧିକାରୀରାଜଶ୍ରୀ ମଲ୍ଲିକ
ନିର୍ବାଚନ ମଣ୍ଡଳୀତିର୍ତ୍ତୋଲ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1967-05-21)୨୧ ମଇ ୧୯୬୭
ମୃତ୍ୟୁ୫ ସେପ୍ଟେମ୍ବର ୨୦୨୦(2020-09-05) (ବୟସ ୫୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀଆରତୀ ଦାସ
ସନ୍ତାନ
ବାପା/ବୋଉକଣ୍ଡୁରୀ ଭୋଇ (ବାପା)
ବୃତ୍ତିରାଜନୀତିଜ୍ଞ

ରବୀନ୍ଦ୍ର ନାଥ ଭୋଇ (୨୧ ମଇ ୧୯୬୭ - ୫ ସେପ୍ଟେମ୍ବର ୨୦୨୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୨୦୦୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ତିର୍ତ୍ତୋଲ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ରବୀନ୍ଦ୍ର ନାଥ ଭୋଇ ୧୯୬୭ ମସିହାର ମଇ ୨୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କଣ୍ଡୁରୀ ଭୋଇ ଓ ପତ୍ନୀଙ୍କ ନାମ ଆରତୀ ଦାସ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ରବୀନ୍ଦ୍ର ନାଥ ଭୋଇ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ ।[୨] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ରବୀନ୍ଦ୍ର ନାଥ ଭୋଇ ୨୦୨୦ ମସିହାର ସେପ୍ଟେମ୍ବର ୫ ତାରିଖରେ ମୃତ୍ୟୁବରଣ କରିଥିଲେ ।[୩] ମୃତ୍ୟୁବେଳକୁ ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ "Shri Rabindranath Bhoi". odishaassembly.nic.in. Odisha Assembly. Retrieved 17 May 2022.
  2. Otv, News Desk. "ତିର୍ତ୍ତୋଲର ପୂର୍ବତନ ବିଧାୟକ ରବୀନ୍ଦ୍ରନାଥ ଭୋଇଙ୍କ ପରଲୋକ". ତିର୍ତ୍ତୋଲର ପୂର୍ବତନ ବିଧାୟକ ରବୀନ୍ଦ୍ରନାଥ ଭୋଇଙ୍କ ପରଲୋକ. Archived from the original on 2022-05-17. Retrieved 2022-05-17.
  3. "Ex-Tirtol MLA Rabindranath Bhoi passes away". Odisha News, Odisha Latest news, Odisha Daily - OrissaPOST (in ଆମେରିକୀୟ ଇଂରାଜୀ). 2020-09-05. Archived from the original on 2022-05-17. Retrieved 2022-05-17.