Jump to content

ପର୍ଟୁଜୁମାବ/ଟ୍ରାଷ୍ଟୁଜୁମାବ/ହ୍ୟାଲୁରୋନାଇଡେଜ

ଉଇକିପିଡ଼ିଆ‌ରୁ
(Pertuzumab/trastuzumab/hyaluronidaseରୁ ଲେଉଟି ଆସିଛି)
ପର୍ଟୁଜୁମାବ/ଟ୍ରାଷ୍ଟୁଜୁମାବ/ହ୍ୟାଲୁରୋନାଇଡେଜ
Combination of
PertuzumabHER2/neu receptor antagonist
TrastuzumabHER2/neu receptor antagonist
HyaluronidaseEndoglycosidase
Clinical data
Trade namesPhesgo
AHFS/Drugs.commonograph
data
Pregnancy
category
  • Not recommended
Routes of
administration
Subcutaneous
Legal status
Legal status

ପର୍ଟୁଜୁମାବ/ଟ୍ରାଷ୍ଟୁଜୁମାବ/ହ୍ୟାଲୁରୋନାଇଡେଜ (ଇଂରାଜୀ ଭାଷାରେ Pertuzumab/trastuzumab/hyaluronidase), ଫେସଗୋ ବ୍ରାଣ୍ଡ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ମିଶ୍ରଣ ଯାହା ଏଚଇଆର୨ଯୁକ୍ତାତ୍ମକ ସ୍ତନ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଏଥିରେ ପର୍ଟୁଜୁମାବ, ଟ୍ରାଷ୍ଟୁଜୁମାବ ଓ ହ୍ୟାଲୁରୋନାଇଡେଜ (ଭୋରହ୍ୟାଲୁରୋନାଇଡେଜ୍ ଆଲଫା) ଥାଏ ।[] [] ଏହା ଚର୍ମ ତଳେ ଇଞ୍ଜେକସନ ଆକାରରେ ଦିଆଯାଏ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କେଶ ଝଡ଼ିବା, ଅଇ, ତରଳ ଝାଡ଼ା, ସ୍ୱଳ୍ପ ଲୋହିତ ରକ୍ତ କଣିକା, ଦୁର୍ବଳତା ଏବଂ ଗଣ୍ଠି ଯନ୍ତ୍ରଣା ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ଶ୍ୱେତ ରକ୍ତ କଣିକା, ସଂକ୍ରମଣ ଏବଂ ହୃଦ୍‌ପାତ ଅନ୍ତର୍ଭୁକ୍ତ ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[] ପର୍ଟୁଜୁମାବ ଏବଂ ଟ୍ରାଷ୍ଟୁଜୁମାବ ହେଉଛି ଏକ ପ୍ରକାର ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଏଚଇଆର୨ ସ‌ହିତ ବନ୍ଧନ କରି କର୍କଟ ବୃଦ୍ଧି ସିଗନାଲକୁ ଅବରୋଧ କରିଦିଏ ।[] ହ୍ୟାଲୁରୋନାଇଡେଜ୍ ହେଉଛି ଏକ ଏନଜାଇମ ଯାହା ଅନ୍ୟ ଔଷଧର ଅବଶୋଷଣରେ ଉନ୍ନତି ଆଣେ ।[]

ଏହି ମିଶ୍ରଣକୁ ଆମେରିକା ଏବଂ ୟୁରୋପରେ ୨୦୨୦ ମସିହାରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦନ କରାଯାଇଥଲା ।[] [] ଯୁକ୍ତରାଜ୍ୟରେ ପ୍ରଥମ ମାତ୍ରାର ମୂଲ୍ୟ ପ୍ରାୟ ୬୦୦୦ ପାଉଣ୍ଡ ଓ ପରବର୍ତ୍ତୀ ମାତ୍ରା ୨୦୨୧ ସୁଦ୍ଧା ୩୬୦୦ ପାଉଣ୍ଡ ଥିଲା ।[] ଯୁକ୍ତରାଷ୍ଟ୍ରରେ ଏହାର ମୂଲ୍ୟ ଯଥାକ୍ରମେ ୧୩,୩୦୦ ଡଲାର ଏବଂ ୮,୯୦୦ ଡଲାର ଅଟେ ।[]

  1. 1 2 3 4 5 "Phesgo EPAR". European Medicines Agency (EMA). 13 October 2020. Archived from the original on 15 January 2021. Retrieved 14 January 2021.
  2. 1 2 3 "DailyMed - PHESGO- pertuzumab, trastuzumab, and hyaluronidase-zzxf injection, solution". dailymed.nlm.nih.gov. Archived from the original on 23 October 2021. Retrieved 27 October 2021.
  3. 1 2 "SUMMARY OF PRODUCT CHARACTERISTICS" (PDF). Archived (PDF) from the original on 20 October 2021. Retrieved 27 October 2021.
  4. 1 2 "Pertuzumab, Trastuzumab, and Hyaluronidase-zzxf Monograph for Professionals". Drugs.com (in ଇଂରାଜୀ). Archived from the original on 20 November 2020. Retrieved 27 October 2021.
  5. "Pertuzumab + trastuzumab". SPS - Specialist Pharmacy Service. 30 September 2018. Archived from the original on 23 January 2021. Retrieved 27 October 2021.
  6. "Phesgo Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 27 October 2021.