ପାଞ୍ଚାଳ

ଉଇକିପିଡ଼ିଆ‌ରୁ
(Panchlaରୁ ଲେଉଟି ଆସିଛି)

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Panchla
পাঁচলা
Town
Country India
StateWest Bengal
DistrictHowrah
Elevation
7 m (23 ft)
Population
 (2001)
 • Total୨୨,୦୮୭
Languages
 • OfficialBengali, English
Time zoneUTC+5:30 (IST)
PIN
711322
Telephone code91 3214
Lok Sabha constituencyHowrah
Vidhan Sabha constituencyPanchla
Websitehowrah.gov.in


ପାଞ୍ଚାଳ ଏକ ଭାରତୀୟ ଜନଗଣନା ସହର (Census town) ଅଟେ । ଏହା ପଶ୍ଚିମବଙ୍ଗର ହଓର ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି[ସମ୍ପାଦନା]

ପାଞ୍ଚାଳ ୨୨.୫୩୬୭ ଉତ୍ତର ଅକ୍ଷାଂଶ ଓ ୮୮.୧୩୭୯ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୯ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପାଞ୍ଚାଳ ସହରର ମୋଟ ଜନସଂଖ୍ୟା ୨୨୦୮୭ ଅଟେ ।[୨] ସେଥି ମଧ୍ୟରୁ ୫୧.୭୬% ଜଣ ପରୁଷ ହୋଇଥିବା ବେଳେ ୪୮.୨୪% ଜଣ ନାରୀ ଅଟନ୍ତି । ପାଞ୍ଚାଳର ସାକ୍ଷରତା ହାର ୬୩.୪୮% ଅଟେ । ଏହା ଜାତୀୟ ହାରଠାରୁ ୧.୩୬% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୫.୭୪% ପ୍ରତିଶତ ପୁରୁଷ ଓ ୨୭.୭୪% ନାରୀ ଅଟନ୍ତି । ୧୫.୪୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ବଙ୍ଗାଳୀ ପାଞ୍ଚାଳର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]