Jump to content

ପାକ୍ରିଟିନିବ

ଉଇକିପିଡ଼ିଆ‌ରୁ
(Pacritinibରୁ ଲେଉଟି ଆସିଛି)
ପାକ୍ରିଟିନିବ
Clinical data
Trade namesVonjo, Enpaxiq
SynonymsSB1518
AHFS/Drugs.commonograph
data
Routes of
administration
By mouth
Legal status
Legal status
Identifiers
  • (16E)-11-[2-(1-Pyrrolidinyl)ethoxy]-14,19-dioxa-5,7,26-triazatetracyclo[19.3.1.12,6.18,12]heptacosa-1(25),2(26),3,5,8,10,12(27),16,21,23-decaene
Chemical and physical data
FormulaC28H32N4O3
Molar mass୪୭୨.୫୯ g·mol−1
3D model (JSmol)
  • c1cc2cc(c1)-c3ccnc(n3)Nc4ccc(c(c4)COC/C=C/COC2)OCCN5CCCC5
  • InChI=1S/C28H32N4O3/c1-2-13-32(12-1)14-17-35-27-9-8-25-19-24(27)21-34-16-4-3-15-33-20-22-6-5-7-23(18-22)26-10-11-29-28(30-25)31-26/h3-11,18-19H,1-2,12-17,20-21H2,(H,29,30,31)/b4-3+
  • Key:HWXVIOGONBBTBY-ONEGZZNKSA-N

ପାକ୍ରିଟିନିବ (ଇଂରାଜୀ ଭାଷାରେ Pacritinib), ଭଞ୍ଜୋ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ମାୟେଲୋଫାଇବ୍ରୋସିସ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ନିର୍ଦ୍ଦିଷ୍ଟ ଭାବରେ ଏହା ୫୦×୧୦୯ / Lରୁ କମ ପ୍ଲାଟେଲେଟ ଥିବା ଲୋକଙ୍କର ପ୍ଲୀହା ଆକାର କମିଯାଇଥିଲେ ଏହା ବ୍ୟବହୃତ ହୁଏ ।[୧] ଏହା ପାଟିରେ ଦିଆଯାଏ। [୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ରକ୍ତରେ କମ୍ ପ୍ଲାଟେଲେଟ୍, ଅଇ, କମ୍ ହେମୋଗ୍ଲୋବିନ୍ ଏବଂ ଗୋଡ଼ ଫୁଲା ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତସ୍ରାବ, ଦୀର୍ଘସ୍ଥାୟୀ କ୍ୟୁଟି (QT), ଗଭୀର ଶିରା ଥ୍ରୋମ୍ବୋସିସ୍, କର୍କଟ ଏବଂ ସଂକ୍ରମଣ ହୋଇପାରେ ।[୧] ଗୁରୁତ୍ୱପୂର୍ଣ୍ଣ ଯକୃତ କିମ୍ବା ବୃକ୍‌କ ସମସ୍ୟା ଥିବା ଲୋକଙ୍କର ବ୍ୟବହାର ପାଇଁ ସୁପାରିଶ କରାଯାଏ ନାହିଁ। [୧] ଏହା ଏକ କାଇନେଜ ଇନହିବିଟର ଯାହା ଜାନସ କାଇନେଜ ୨(JAK2) ଏବଂ ଏଫଏମଏସ ଭଳି ଟାଇରୋସିନ କାଇନେଜ ୩/ସିଡି ୧୩୫ର (FLT3) କାର୍ଯ୍ୟକୁ ଅବରୋଧ କରିଥାଏ ।[୩]

୨୦୨୨ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ପାକ୍ରିଟିନିବକୁ ଅନୁମୋଦନ କରାଯାଇଥିଲା ।[୧] ୟୁରୋପରେ ଏହାର ଖରାପ ଫଳାଫଳକୁ ଚିନ୍ତା କରି ଅନୁମୋଦନ ପାଇଁ ଆବେଦନ‌କୁ ୨୦୧୭ରେ ପ୍ରତ୍ୟାହାର କରି ନିଆଯାଇଥିଲା ।[୩] ଯୁକ୍ତରାଷ୍ଟ୍ରରେ ୨୦୨୨ ସୁଦ୍ଧା ଏକ ମାସର ଔଷଧ ମୂଲ୍ୟ ପ୍ରାୟ ୨୩,୦୦୦ ଡଲାର ଥିଲା ।[୪]

  1. 1 2 3 4 5 6 7 8 "Vonjo- pacritinib capsule". DailyMed. 7 March 2022. Archived from the original on 24 March 2022. Retrieved 24 March 2022.
  2. ↑ "FDA approves drug for adults with rare form of bone marrow disorder". U.S. Food and Drug Administration. 1 March 2022. Archived from the original on 3 March 2022. Retrieved 3 March 2022.  This article incorporates text from this source, which is in the public domain.
  3. 1 2 "Enpaxiq: Withdrawal of the marketing authorisation application". Archived from the original on 4 August 2020. Retrieved 11 December 2022.
  4. ↑ "Vonjo Prices, Coupons, Copay & Patient Assistance". Drugs.com (in ଇଂରାଜୀ). Retrieved 11 December 2022.