ନିତ୍ୟାନନ୍ଦ ଗଡ଼ତିଆ
ଦେଖଣା
(Nityananda Gartiaରୁ ଲେଉଟି ଆସିଛି)
ନିତ୍ୟାନନ୍ଦ ଗଡ଼ତିଆ | |
---|---|
ବିଧାୟକ: ୭ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୮୦ – ୧୯୮୫ | |
ପୂର୍ବ ଅଧିକାରୀ | ଗଣନାଥ ପ୍ରଧାନ |
ପର ଅଧିକାରୀ | ରାଜୀବ ଲୋଚନ ହୋତା |
ନିର୍ବାଚନ ମଣ୍ଡଳୀ | ବିଜେପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୩୦ ଅଗଷ୍ଟ ୧୯୩୪ |
ମୃତ୍ୟୁ | ୨୯ ଡିସେମ୍ବର ୨୦୧୮ | (ବୟସ ୮୪)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଜନତା ପାର୍ଟି |
ଜୀବନ ସାଥୀ | ବିନୋଦିନୀ ଗଡ଼ତିଆ |
ବାପା/ବୋଉ | ସୁଦର୍ଶନ ଗଡ଼ତିଆ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ନିତ୍ୟାନନ୍ଦ ଗଡ଼ତିଆ (୩୦ ଅଗଷ୍ଟ ୧୯୩୪ - ୨୯ ଡିସେମ୍ବର ୨୦୧୮) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୮୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଜେପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ନିତ୍ୟାନନ୍ଦ ଗଡ଼ତିଆ ୧୯୩୪ ମସିହାର ଅଗଷ୍ଟ ୩୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସୁଦର୍ଶନ ଗଡ଼ତିଆ ଓ ପତ୍ନୀଙ୍କ ନାମ ବିନୋଦିନୀ ଗଡ଼ତିଆ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ନିତ୍ୟାନନ୍ଦ ଗଡ଼ତିଆ ଓଡ଼ିଶା ରାଜନୀତିରେ ଜନତା ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ନିତ୍ୟାନନ୍ଦ ଗଡ଼ତିଆ ୨୦୧୮ ମସିହାର ଡିସେମ୍ବର ୨୯ ତାରିଖରେ ୮୪ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Nityananda Gartia". odishaassembly.nic.in. Odisha Assembly. Retrieved 23 July 2021.