ନାରାୟଣ ସାହୁ (୧୯୨୮ ଜନ୍ମ)
ଦେଖଣା
(Narayan Sahu (1928 born)ରୁ ଲେଉଟି ଆସିଛି)
ନାରାୟଣ ସାହୁ | |
---|---|
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୭ – ୧୯୭୧ | |
ପୂର୍ବ ଅଧିକାରୀ | ରାମଚନ୍ଦ୍ର ମର୍ଦ୍ଦରାଜ ଦେବ |
ପର ଅଧିକାରୀ | ତ୍ରିନାଥ ସାମନ୍ତରାୟ |
ନିର୍ବାଚନ ମଣ୍ଡଳୀ | ଖଲ୍ଲିକୋଟ |
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୫୭ – ୧୯୬୧ | |
ପୂର୍ବ ଅଧିକାରୀ | ରାମଚନ୍ଦ୍ର ଭଞ୍ଜ ଦେଓ |
ପର ଅଧିକାରୀ | ରାମଚନ୍ଦ୍ର ମର୍ଦ୍ଦରାଜ ଦେବ |
ନିର୍ବାଚନ ମଣ୍ଡଳୀ | ଖଲ୍ଲିକୋଟ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୯ ମଇ ୧୯୨୮ |
ମୃତ୍ୟୁ | ୯ ଜାନୁଆରୀ ୨୦୧୪ | (ବୟସ ୮୫)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ସମ୍ୟୁକ୍ତ ସୋସିଆଲିଷ୍ଟ ପାର୍ଟି |
ଜୀବନ ସାଥୀ | ପୂର୍ଣ୍ଣିମା ଦେବୀ |
ବାପା/ବୋଉ | ମଦନମୋହନ ସାହୁ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ନାରାୟଣ ସାହୁ (୯ ମଇ ୧୯୨୮ - ୯ ଜାନୁଆରୀ ୨୦୧୪) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୫୭ ଓ ୧୯୬୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଖଲ୍ଲିକୋଟ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୨ୟ ଓ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ନାରାୟଣ ୧୯୨୮ ମସିହାର ମଇ ୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ମଦନମୋହନ ସାହୁ ଓ ପତ୍ନୀଙ୍କ ନାମ ପୂର୍ଣ୍ଣିମା ଦେବୀ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ନାରାୟଣ ଓଡ଼ିଶା ରାଜନୀତିରେ ସମ୍ୟୁକ୍ତ ସୋସିଆଲିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ନାରାୟଣ ୨୦୧୪ ମସିହାର ଜାନୁଆରୀ ୯ ତାରିଖରେ ୮୫ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Narayan Sahu". odishaassembly.nic.in. Odisha Assembly. Retrieved 21 January 2021.