ପିରୋକ୍ସିକାମ

ଉଇକିପିଡ଼ିଆ‌ରୁ
ପିରୋକ୍ସିକାମ
Skeletal formula of piroxicam
Space-filling model of the piroxicam molecule
Clinical data
Pronunciation/pˈrɒksɪˌkæm/
Trade namesFeldene, others[୧]
SynonymsPiroksikam, piroxikam
AHFS/Drugs.commonograph
MedlinePlusa684045
Pregnancy
category
  • AU: C
Routes of
administration
By mouth
Legal status
Legal status
Pharmacokinetic data
Protein binding99%[୩]
MetabolismLiver-mediated hydroxylation and glucuronidation[୩]
Elimination half-life50 hours[୩]
ExcretionUrine, faeces
Identifiers
  • 4-Hydroxy-2-methyl-N-(2-pyridinyl)-2H-1,2-benzothiazine-3-carboxamide 1,1-dioxide
ECHA InfoCard100.048.144 Edit this at Wikidata
Chemical and physical data
FormulaC15H13N3O4S
Molar mass୩୩୧.୩୫ g·mol−1
3D model (JSmol)
  • OC=2c1ccccc1S(=O)(=O)N(C)C=2C(=O)Nc3ccccn3
  • InChI=1S/C15H13N3O4S/c1-18-13(15(20)17-12-8-4-5-9-16-12)14(19)10-6-2-3-7-11(10)23(18,21)22/h2-9,19H,1H3,(H,16,17,20) checkY
  • Key:QYSPLQLAKJAUJT-UHFFFAOYSA-N checkY
  (verify)

ପିରୋକ୍ସିକାମ ହେଉଛି ଏକ ନନଷ୍ଟେରଏଡାଲ୍ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଔଷଧ (NSAID) ଯାହା ଯନ୍ତ୍ରଣା ଏବଂ ପ୍ରଦାହର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୪] ଆର୍ଥ୍ରାଇଟିସ୍ ଏବଂ ଋତୁଶୂଳ ପରି ଅବସ୍ଥାରେ ଏହା ଦିଆଯାଇପାରେ ।[୪] ଏହା ପାଟିରେ ଦିଆଯାଏ କିମ୍ବା ଚର୍ମରେ ପ୍ରୟୋଗ କରାଯାଏ ।[୪][୫]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବୁକୁଜ୍ୱାଳା, ଅଇ, ତରଳ ଝାଡ଼ା, ଲାଲ ଦାଗ, ମୁଣ୍ଡବିନ୍ଧା, ଫୁଲା ଏବଂ କାନନାଦ ହୋଇପାରେ ।[୪] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍‌ସିସ, ବୃକ୍‌କ ସମସ୍ୟା, ଖାଦ୍ୟନଳୀ ରକ୍ତସ୍ରାବ, ହୃଦ ରୋଗ, ହୃଦ୍‌ପାତ ଏବଂ ଉଚ୍ଚ ରକ୍ତଚାପ ହୋଇପାରେ ।[୪] ଗର୍ଭାବସ୍ଥାର ଉତ୍ତର ଭାଗରେ ଔଷଧ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୪] ଏହାର ନାମ ଅକ୍ସିକାମ ଔଷଧ ପରିବାରରେ ଅଛି ଏବଂ କ‌କ୍ସ-୧ ଓ କ‌କ୍ସ-୨କୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୪]

ପିରୋକ୍ସିକାମ ୧୯୬୮ ମସିହାରେ ପେଟେଣ୍ଟ ହୋଇଥିଲା ଏବଂ ୧୯୭୯ରେ ଚିକିତ୍ସା ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୬] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୫] ଯୁକ୍ତରାଜ୍ୟରେ ଏକ ମାସର ଔଷଧ ବାବଦ ୨୦୨୧ ସୁଦ୍ଧା ପ୍ରାୟ £୫ ଖର୍ଚ୍ଚ ହୋଇଥାଏ ।[୫] ଯୁକ୍ତରାଷ୍ଟ୍ରରେ ଏହି ଔଷଧ ଖର୍ଚ୍ଚ ପ୍ରାୟ ୩୦ ଡଲାର ଅଟେ ।[୭] ଏହାକୁ ଅନେକ ବେପାର ନାମରେ ବିକ୍ରି କରାଯାଏ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Piroxicam Uses, Side Effects & Warnings". Drugs.com (in ଇଂରାଜୀ). Archived from the original on 28 August 2021. Retrieved 28 October 2021.
  2. "Archive copy" (PDF). Archived (PDF) from the original on 2021-08-28. Retrieved 2021-01-28.{{cite web}}: CS1 maint: archived copy as title (link)
  3. ୩.୦ ୩.୧ ୩.୨ Brayfield, A, ed. (14 January 2014). "Piroxicam". Martindale: The Complete Drug Reference. London, UK: Pharmaceutical Press. Archived from the original on 28 August 2021. Retrieved 24 June 2014.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ "Piroxicam Monograph for Professionals". Drugs.com (in ଇଂରାଜୀ). Archived from the original on 21 October 2021. Retrieved 28 October 2021.
  5. ୫.୦ ୫.୧ ୫.୨ BNF 81: March-September 2021. BMJ Group and the Pharmaceutical Press. 2021. p. 1196. ISBN 978-0857114105.
  6. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 519. ISBN 9783527607495. Archived from the original on 2020-07-10. Retrieved 2020-09-06.
  7. "Piroxicam Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 24 January 2021. Retrieved 28 October 2021.