ମେଘଦୂତ (ରାଧାନାଥଙ୍କ କାବ୍ୟ)

ଉଇକିପିଡ଼ିଆ‌ରୁ
(Meghadoota (Radhanath's Poetry)ରୁ ଲେଉଟି ଆସିଛି)


ମେଘଦୂତ ରାଧାନାଥ ରାୟଙ୍କ ରଚିତ ଏକ ଦୀର୍ଘ କବିତା ଅଟେ । ଏହା "ଜନ୍ ବିମ୍‌ସ୍ ଏସ୍‌‌କ୍ୱେର"(John Beames Esquire)ଙ୍କୁ ଉତ୍ସର୍ଗ କରାଯାଇଛି ।[୧] ସଂପୂର୍ଣ୍ଣ କାବ୍ୟଟି ଦୁଇ ଭାଗରେ ବିଭକ୍ତ ଯଥା: 'ପୂର୍ବ-ମେଘ' ଓ 'ଉତ୍ତର-ମେଘ' । ଉଭୟ ଭାଗରେ କଳହଂସ କେଦାର ରାଗ ବ୍ୟବହାର ହୋଇଛି ।[୧][୨] ପୂର୍ବ ମେଘ ସଂପୂର୍ଣ୍ଣ ୫୬୪ଟି ଧାଡି ବିଶିଷ୍ଟ [୨] ଓ ଉତ୍ତରମେଘ ୪୬୮ଟି ଧାଡି ବିଶିଷ୍ଟ ଅଟେ ।[୩]

ସଂକ୍ଷିପ୍ତ ବିବରଣୀ[ସମ୍ପାଦନା]

କିଛି ପଦ[ସମ୍ପାଦନା]

ପୂର୍ବ-ମେଘ[ସମ୍ପାଦନା]

ଦକ୍ଷିଣଦେଶେ ରାମଗିରି ଶୋଭନ,

ବିମଳ ଶୁଭ୍ର ଯହିଁ ନଦୀ ଜୀବନ ।
ଜନକକନ୍ୟା ସ୍ଥାନେ ପବିତ୍ର ଅତି,

ପର୍ଣ୍ଣଗହଳ ଯହିଁ ତରୁ ବ୍ରତତୀ ।

[୧]

ଉତ୍ତର-ମେଘ[ସମ୍ପାଦନା]

ଅଳକା ହର୍ମ୍ମେ୍ୟ ରାଜେ ନବ ଯୋଷିତ

ତୋ ଅଙ୍ଗେ ନିରଧରସ୍ୱର୍ଣ୍ଣ ତଡ଼ିତ;
ଅଳକା ଚିତ୍ର ମୋହେ ନୟନ

ଇନ୍ଦ୍ର କୋଦଣ୍ଡ ତୋର ଅଙ୍ଗେ ଯେସନ ।

[୨]

ଟୀକା[ସମ୍ପାଦନା]

ଆଧାର[ସମ୍ପାଦନା]

  • ଡକ୍ଟର ପ୍ରସନ୍ନ କୁମାର ମିଶ୍ର, ଅଧ୍ୟାପକ ଦେବେନ୍ଦ୍ର କୁମାର ଦାଶ (୨୦୧୦). କବିବର ରାଧାନାଥ ଗ୍ରନ୍ଥାବଳି. ଗ୍ରନ୍ଥମନ୍ଦିର.

ବାହାର ଲିଙ୍କ[ସମ୍ପାଦନା]