ମେଘଦୂତ (ରାଧାନାଥଙ୍କ କାବ୍ୟ)
ଦେଖଣା
ମେଘଦୂତ ରାଧାନାଥ ରାୟଙ୍କ ରଚିତ ଏକ ଦୀର୍ଘ କବିତା ଅଟେ । ଏହା "ଜନ୍ ବିମ୍ସ୍ ଏସ୍କ୍ୱେର"(John Beames Esquire)ଙ୍କୁ ଉତ୍ସର୍ଗ କରାଯାଇଛି ।[୧] ସଂପୂର୍ଣ୍ଣ କାବ୍ୟଟି ଦୁଇ ଭାଗରେ ବିଭକ୍ତ ଯଥା: 'ପୂର୍ବ-ମେଘ' ଓ 'ଉତ୍ତର-ମେଘ' । ଉଭୟ ଭାଗରେ କଳହଂସ କେଦାର ରାଗ ବ୍ୟବହାର ହୋଇଛି ।[୧][୨] ପୂର୍ବ ମେଘ ସଂପୂର୍ଣ୍ଣ ୫୬୪ଟି ଧାଡି ବିଶିଷ୍ଟ [୨] ଓ ଉତ୍ତରମେଘ ୪୬୮ଟି ଧାଡି ବିଶିଷ୍ଟ ଅଟେ ।[୩]
ସଂକ୍ଷିପ୍ତ ବିବରଣୀ
[ସମ୍ପାଦନା]କିଛି ପଦ
[ସମ୍ପାଦନା]ପୂର୍ବ-ମେଘ
[ସମ୍ପାଦନା]ଦକ୍ଷିଣଦେଶେ ରାମଗିରି ଶୋଭନ,
ବିମଳ ଶୁଭ୍ର ଯହିଁ ନଦୀ ଜୀବନ ।
ଜନକକନ୍ୟା ସ୍ଥାନେ ପବିତ୍ର ଅତି,
ପର୍ଣ୍ଣଗହଳ ଯହିଁ ତରୁ ବ୍ରତତୀ ।
ଉତ୍ତର-ମେଘ
[ସମ୍ପାଦନା]ଅଳକା ହର୍ମ୍ମେ୍ୟ ରାଜେ ନବ ଯୋଷିତ
ତୋ ଅଙ୍ଗେ ନିରଧରସ୍ୱର୍ଣ୍ଣ ତଡ଼ିତ;
ଅଳକା ଚିତ୍ର ମୋହେ ନୟନ
ଇନ୍ଦ୍ର କୋଦଣ୍ଡ ତୋର ଅଙ୍ଗେ ଯେସନ ।
ଟୀକା
[ସମ୍ପାଦନା]ଆଧାର
[ସମ୍ପାଦନା]- ଡକ୍ଟର ପ୍ରସନ୍ନ କୁମାର ମିଶ୍ର, ଅଧ୍ୟାପକ ଦେବେନ୍ଦ୍ର କୁମାର ଦାଶ (୨୦୧୦). କବିବର ରାଧାନାଥ ଗ୍ରନ୍ଥାବଳି. ଗ୍ରନ୍ଥମନ୍ଦିର.