ମେଘଦୂତ (ରାଧାନାଥଙ୍କ କାବ୍ୟ)
Jump to navigation
Jump to search
ମେଘଦୂତ ରାଧାନାଥ ରାୟଙ୍କ ରଚିତ ଏକ ଦୀର୍ଘ କବିତା ଅଟେ । ଏହା "ଜନ୍ ବିମ୍ସ୍ ଏସ୍କ୍ୱେର"(John Beames Esquire)ଙ୍କୁ ଉତ୍ସର୍ଗ କରାଯାଇଛି ।[୧] ସଂପୂର୍ଣ୍ଣ କାବ୍ୟଟି ଦୁଇ ଭାଗରେ ବିଭକ୍ତ ଯଥା: 'ପୂର୍ବ-ମେଘ' ଓ 'ଉତ୍ତର-ମେଘ' । ଉଭୟ ଭାଗରେ କଳହଂସ କେଦାର ରାଗ ବ୍ୟବହାର ହୋଇଛି ।[୧][୨] ପୂର୍ବ ମେଘ ସଂପୂର୍ଣ୍ଣ ୫୬୪ଟି ଧାଡି ବିଶିଷ୍ଟ [୨] ଓ ଉତ୍ତରମେଘ ୪୬୮ଟି ଧାଡି ବିଶିଷ୍ଟ ଅଟେ ।[୩]
ସଂକ୍ଷିପ୍ତ ବିବରଣୀ[ସମ୍ପାଦନା]
କିଛି ପଦ[ସମ୍ପାଦନା]
ପୂର୍ବ-ମେଘ[ସମ୍ପାଦନା]
“ |
ଦକ୍ଷିଣଦେଶେ ରାମଗିରି ଶୋଭନ, |
” |
ଉତ୍ତର-ମେଘ[ସମ୍ପାଦନା]
“ |
ଅଳକା ହର୍ମ୍ମେ୍ୟ ରାଜେ ନବ ଯୋଷିତ |
” |
ଟୀକା[ସମ୍ପାଦନା]
ଆଧାର[ସମ୍ପାଦନା]
- ଡକ୍ଟର ପ୍ରସନ୍ନ କୁମାର ମିଶ୍ର, ଅଧ୍ୟାପକ ଦେବେନ୍ଦ୍ର କୁମାର ଦାଶ (୨୦୧୦). କବିବର ରାଧାନାଥ ଗ୍ରନ୍ଥାବଳି. ଗ୍ରନ୍ଥମନ୍ଦିର.