ଲକ୍ଷ୍ମଣ ଟୁଡୁ

ଉଇକିପିଡ଼ିଆ‌ରୁ
(Laxman Tuduରୁ ଲେଉଟି ଆସିଛି)
ଲକ୍ଷ୍ମଣ ଟୁଡୁ
ସାଂସଦ: ୧୫ଶ ଲୋକ ସଭା
କାର୍ଯ୍ୟକାଳ
୨୦୦୯ – ୨୦୧୪
ପୂର୍ବ ଅଧିକାରୀସୁଦାମ ମାରାଣ୍ଡି
ପର ଅଧିକାରୀରାମଚନ୍ଦ୍ର ହାଁସଦା
ନିର୍ବାଚନ ମଣ୍ଡଳୀମୟୂରଭଞ୍ଜ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1965-05-16) ୧୬ ମଇ ୧୯୬୫ (ବୟସ ୫୮)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀଯମୁନା ହାଁସଦା
ବାସନ୍ତି ଟୁଡୁ (୧ମ ପତ୍ନୀଙ୍କ ମୃତ୍ୟୁ ପରେ)
ସନ୍ତାନ୪ ଝିଅ
ବାପା/ବୋଉଧ୍ୟାନ ଚନ୍ଦ୍ର ଟୁଡୁ (ବାପା)
ବୀଜମଣି ଟୁଡୁ (ମାଆ)
ବୃତ୍ତିରାଜନୀତିଜ୍ଞ

ଲକ୍ଷ୍ମଣ ଟୁଡୁ (ଜନ୍ମ: ୧୬ ମଇ ୧୯୬୫) ଜଣେ ଓଡ଼ିଆ ରାଜନୀତିଜ୍ଞ । ଲକ୍ଷ୍ମଣ ଭାରତୀୟ ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ଲୋକ ସଭାରେ ଜଣେ ସାଂସଦ ଭାବରେ ସେ କାର୍ଯ୍ୟ କରିଛନ୍ତି । ୨୦୦୯ ମସିହାର ଭାରତୀୟ ସାଧାରଣ ନିର୍ବାଚନରେ ସେ ମୟୂରଭଞ୍ଜ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ଶିକ୍ଷା ଓ ପରିବାର[ସମ୍ପାଦନା]

ଲକ୍ଷ୍ମଣ ଟୁଡୁ ୧୯୬୫ ମସିହାର ମଇ ମାସ ୧୬ ତାରିଖରେ ମୟୂରଭଞ୍ଜନ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ଧ୍ୟାନ ଚନ୍ଦ୍ର ଟୁଡୁ ଏବଂ ମାତାଙ୍କ ନାମ ବୀଜମଣି ଟୁଡୁ ।[୧] ତାଙ୍କର ପ୍ରଥମ ପତ୍ନୀ ଯମୁନା ହାଁସଦାଙ୍କ ମୃତ୍ୟୁ ପରେ ସେ ବାସନ୍ତି ଟୁଡୁଙ୍କୁ ବିବାହ କରିଥିଲେ ।[୧] ତାଙ୍କର ୪ ଜଣ ଝିଅ ଅଛନ୍ତି ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଲକ୍ଷ୍ମଣ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଭାରତୀୟ ସଂସଦର ତଳ ସଦନ ଲୋକ ସଭାରେ ଜଣେ ସାଂସଦ ଭାବରେ କାର୍ଯ୍ୟ କରିଛନ୍ତି ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Detailed Profile: Shri Laxman Tudu". ind.gov.in. Retrieved 15 August 2019.[permanent dead link]