Jump to content

କୁଣାଳ ଷଡ଼ଙ୍ଗୀ

ଉଇକିପିଡ଼ିଆ‌ରୁ
(Kunal Sarangiରୁ ଲେଉଟି ଆସିଛି)
କୁଣାଳ ଷଡ଼ଙ୍ଗୀ
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ଶିକ୍ଷାଏମ.ବି.ଏ
ଶିକ୍ଷାନୁଷ୍ଠାନଲେଙ୍କେଷ୍ଟର ବିଶ୍ୱବିଦ୍ୟାଳୟ, ଏନ.ଆଇ.ଟି(ଜାମସେଦପୁର)
ବୃତ୍ତିଝାଡ଼ଖଣ୍ଡ ବିଧାନ ସଭାର ବିଧାୟକ
ପିତାମାତା(s)ଦୀନେଶ ଷଡ଼ଙ୍ଗୀ, ବିନି ଷଡ଼ଙ୍ଗୀ

କୁଣାଳ ଷଡ଼ଙ୍ଗୀ, ଝାଡ଼ଖଣ୍ଡର ଜଣେ ରାଜନେତା ।[] ୨୦୧୪ ବିଧାନ ସଭା ନିର୍ବାଚନରେ, ସେ ପୂର୍ବ ସିଂହଭୂମିର ବାହାଡା଼ଗୋଡା଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ "ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା"ର ପ୍ରାଥୀ ଭାବେ, ଭାରତୀୟ ଜନତା ପାର୍ଟିର ପ୍ରାଥୀ ଦୀନେଶ ଗୋସ୍ୱାମୀଙ୍କୁ ପରାଜିତ କରି ଝାଡ଼ଖଣ୍ଡ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୯ରେ ସେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ଦଳ ଛାଡ଼ି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ।[]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

କୁଣାଳଙ୍କ ପିତା ଝାଡ଼ଖଣ୍ଡର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଦୀନେଶ ଷଡ଼ଙ୍ଗୀ[] ଓ ମାତା ବିନି ଷଡ଼ଙ୍ଗୀ ଜଣେ ଓଡ଼ିଆ ଲେଖିକା ଅଟନ୍ତି । କୁଣାଳ ଏନ.ଆଇ.ଟି,ଜାମସେଦପୁରରୁ ଇଞ୍ଜିନିୟରିଂ ଓ ଲଣ୍ଡନର ଲେଙ୍କେଷ୍ଟର ବିଶ୍ୱବିଦ୍ୟାଳୟରୁ ଏମ.ବି.ଏ ଶିକ୍ଷାଲାଭ କରିଛନ୍ତି ।[] ସମାଜସେବା ଓ ରାଜନୀତିକୁ ଆସିବା ପୂର୍ବରୁ କୁଣାଳ, "ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ଼"ରେ ଇଞ୍ଜିନିୟର ଭାବରେ କାର୍ଯ୍ୟ କରିସାରିଛନ୍ତି ।[] ସେ ଓଡ଼ିଆ, ବଙ୍ଗଳା, ହିନ୍ଦୀ, ଇଂରାଜୀଫ୍ରେଞ୍ଚ ଆଦି ଭାଷାରେ କଥୋପକଥନ କରିପାରନ୍ତି । []

  1. "ଓଡ଼ିଆ ଭାଷାକୁ ଅଣଦେଖା କାହିଁକି !". No. ସମ୍ବାଦ ୨୬/୦୪/୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୩. ଇଷ୍ଟର୍ଣ୍ଣ ମିଡିଆ. Archived from the original on 26 April 2021. Retrieved 26 April 2021.
  2. "No pre-conditions for joining BJP, says Jharkhand Mukti Morc .. Read more at: timesofindia.indiatimes.com/articleshow/71764960.cms?utm_source=contentofinterest&utm_medium=text&utm_campaign=cppst". www.timesofindia.indiatimes.com. The Times of India. Archived from the original on 26 April 2021. Retrieved 26 April 2021.
  3. "ଆର୍କାଇଭ୍ କପି". Archived from the original on 2014-11-28. Retrieved 2015-01-20. {{cite web}}: Cite has empty unknown parameter: |1= (help)
  4. http://timesofindia.indiatimes.com/city/ranchi/40-winners-never-went-beyond-school/articleshow/45647364.cms
  5. ସମାଜ ୨୦/୦୧/୨୦୧୫ କଟକ ସଂସ୍କରଣ ପୃଷ୍ଠା ୧୪
  6. http://www.telegraphindia.com/1141113/jsp/jharkhand/story_1528.jsp#.VL4CkiwwDSg