କୁଣାଳ ଷଡ଼ଙ୍ଗୀ

ଉଇକିପିଡ଼ିଆ‌ରୁ
କୁଣାଳ ଷଡ଼ଙ୍ଗୀ
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ଶିକ୍ଷାଏମ.ବି.ଏ
ଶିକ୍ଷାନୁଷ୍ଠାନଲେଙ୍କେଷ୍ଟର ବିଶ୍ୱବିଦ୍ୟାଳୟ, ଏନ.ଆଇ.ଟି(ଜାମସେଦପୁର)
ବୃତ୍ତିଝାଡ଼ଖଣ୍ଡ ବିଧାନ ସଭାର ବିଧାୟକ
ପିତାମାତା(s)ଦୀନେଶ ଷଡ଼ଙ୍ଗୀ, ବିନି ଷଡ଼ଙ୍ଗୀ

କୁଣାଳ ଷଡ଼ଙ୍ଗୀ, ଝାଡ଼ଖଣ୍ଡର ଜଣେ ରାଜନେତା ।[୧] ୨୦୧୪ ବିଧାନ ସଭା ନିର୍ବାଚନରେ, ସେ ପୂର୍ବ ସିଂହଭୂମିର ବାହାଡା଼ଗୋଡା଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ "ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା"ର ପ୍ରାଥୀ ଭାବେ, ଭାରତୀୟ ଜନତା ପାର୍ଟିର ପ୍ରାଥୀ ଦୀନେଶ ଗୋସ୍ୱାମୀଙ୍କୁ ପରାଜିତ କରି ଝାଡ଼ଖଣ୍ଡ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୯ରେ ସେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ଦଳ ଛାଡ଼ି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ।[୨]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

କୁଣାଳଙ୍କ ପିତା ଝାଡ଼ଖଣ୍ଡର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଦୀନେଶ ଷଡ଼ଙ୍ଗୀ[୩] ଓ ମାତା ବିନି ଷଡ଼ଙ୍ଗୀ ଜଣେ ଓଡ଼ିଆ ଲେଖିକା ଅଟନ୍ତି । କୁଣାଳ ଏନ.ଆଇ.ଟି,ଜାମସେଦପୁରରୁ ଇଞ୍ଜିନିୟରିଂ ଓ ଲଣ୍ଡନର ଲେଙ୍କେଷ୍ଟର ବିଶ୍ୱବିଦ୍ୟାଳୟରୁ ଏମ.ବି.ଏ ଶିକ୍ଷାଲାଭ କରିଛନ୍ତି ।[୪] ସମାଜସେବା ଓ ରାଜନୀତିକୁ ଆସିବା ପୂର୍ବରୁ କୁଣାଳ, "ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ଼"ରେ ଇଞ୍ଜିନିୟର ଭାବରେ କାର୍ଯ୍ୟ କରିସାରିଛନ୍ତି ।[୫] ସେ ଓଡ଼ିଆ, ବଙ୍ଗଳା, ହିନ୍ଦୀ, ଇଂରାଜୀଫ୍ରେଞ୍ଚ ଆଦି ଭାଷାରେ କଥୋପକଥନ କରିପାରନ୍ତି । [୬]

ଆଧାର[ସମ୍ପାଦନା]

  1. "ଓଡ଼ିଆ ଭାଷାକୁ ଅଣଦେଖା କାହିଁକି !". No. ସମ୍ବାଦ ୨୬/୦୪/୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୩. ଇଷ୍ଟର୍ଣ୍ଣ ମିଡିଆ. Archived from the original on 26 April 2021. Retrieved 26 April 2021.
  2. "No pre-conditions for joining BJP, says Jharkhand Mukti Morc .. Read more at: timesofindia.indiatimes.com/articleshow/71764960.cms?utm_source=contentofinterest&utm_medium=text&utm_campaign=cppst". www.timesofindia.indiatimes.com. The Times of India. Archived from the original on 26 April 2021. Retrieved 26 April 2021.
  3. "ଆର୍କାଇଭ୍ କପି". Archived from the original on 2014-11-28. Retrieved 2015-01-20. {{cite web}}: Cite has empty unknown parameter: |1= (help)
  4. http://timesofindia.indiatimes.com/city/ranchi/40-winners-never-went-beyond-school/articleshow/45647364.cms
  5. ସମାଜ ୨୦/୦୧/୨୦୧୫ କଟକ ସଂସ୍କରଣ ପୃଷ୍ଠା ୧୪
  6. http://www.telegraphindia.com/1141113/jsp/jharkhand/story_1528.jsp#.VL4CkiwwDSg