ଜୟଲଳିତା
ଜେ. ଜୟଲଳିତା | |
---|---|
ஜெ ஜெயலலிதா | |
ତାମିଲନାଡୁର ମୁଖ୍ୟ ମନ୍ତ୍ରୀ | |
କାର୍ଯ୍ୟକାଳ ୨୩ ମଇ ୨୦୧୫ – ୫ ଡିସେମ୍ବର ୨୦୧୬ | |
ରାଜ୍ୟପାଳ | ସି. ବିଦ୍ୟାସାଗର ରାଓ |
ପୂର୍ବ ଅଧିକାରୀ | ଓ.ପନୀରସେଲଭମ |
ପର ଅଧିକାରୀ | ଓ.ପନୀରସେଲଭମ |
ନିର୍ବାଚନ ମଣ୍ଡଳୀ | ଡ. ରାଧାକୃଷ୍ଣ ନଗର |
କାର୍ଯ୍ୟକାଳ ୧୬ ମଇ ୨୦୧୧ – ୨୭ ସେପ୍ଟେମ୍ବର ୨୦୧୪ | |
ପୂର୍ବ ଅଧିକାରୀ | କରୁଣାନିଧି |
ପର ଅଧିକାରୀ | ଓ.ପନୀରସେଲଭମ |
ନିର୍ବାଚନ ମଣ୍ଡଳୀ | ଶ୍ରୀରଙ୍ଗମ |
କାର୍ଯ୍ୟକାଳ ୨ ମାର୍ଚ୍ଚ ୨୦୦୨ – ୧୨ ମଇ ୨୦୦୬ | |
ପୂର୍ବ ଅଧିକାରୀ | ଓ.ପନୀରସେଲଭମ |
ପର ଅଧିକାରୀ | କରୁଣାନିଧି |
ନିର୍ବାଚନ ମଣ୍ଡଳୀ | ଅଣ୍ଡିପଟ୍ଟି |
କାର୍ଯ୍ୟକାଳ ୧୪ ମଇ ୨୦୦୧ – ୨୧ ସେପ୍ଟେମ୍ବର ୨୦୦୧ | |
ପୂର୍ବ ଅଧିକାରୀ | କରୁଣାନିଧି |
ପର ଅଧିକାରୀ | ଓ.ପନୀରସେଲଭମ |
ନିର୍ବାଚନ ମଣ୍ଡଳୀ | Did not contest |
କାର୍ଯ୍ୟକାଳ ୨୪ ଜୁନ ୧୯୯୧ – ୧୨ ମଇ ୧୯୯୬ | |
ପୂର୍ବ ଅଧିକାରୀ | ରାଷ୍ଟ୍ରପତି ଶାସନ |
ପର ଅଧିକାରୀ | କରୁଣାନିଧି |
ନିର୍ବାଚନ ମଣ୍ଡଳୀ | ବର୍ଗୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଜୟଲଳିତା କୋମଳବଲ୍ଲୀ ୨୪ ଫେବୃଆରୀ ୧୯୪୮ ମାଣ୍ଡ୍ୟା, ମଇଶୁର ରାଜ୍ୟ, ଭାରତ |
ମୃତ୍ୟୁ | ୫ ଡିସେମ୍ବର ୨୦୧୬ ଚେନ୍ନାଇ, ତାମିଲନାଡୁ | (ବୟସ ୬୮)
ରାଜନୀତିକ ଦଳ | ଅଖିଳ ଭାରତୀୟ ଅନ୍ନା ଦ୍ରାବିଡ଼ ମୁନେତ୍ର କଡ଼ଗମ |
ପେଷା | ଅଭିନେତ୍ରୀ, ରାଜନେତା |
ଜୟଲଳିତା ଜୟରାମ [a] (୨୪ ଫେବୃଆରୀ ୧୯୪୮ - ୫ ଡିସେମ୍ବର ୨୦୧୬) ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ଓ ରାଜନେତ୍ରୀ ଥିଲେ । ସେ ତାମିଲନାଡୁରେ ୫ ଥର ମୁଖ୍ୟମନ୍ତ୍ରୀ ୧୯୯୧ରୁ ୨୦୧୬ ଭିତରେ ଚଉଦ ବର୍ଷ ଧରି ଭାବେ କାମ କରିଥିଲେ । ୧୯୮୯ରୁ ସେ ଏକ ଦ୍ରାବିଡ଼ ଦଳ ଏ.ଆଇ.ଡି.ଏମ୍.କେର ସଭାପତି ଥିଲେ । ତାଙ୍କ ସମର୍ଥକମାନେ ତାଙ୍କୁ "ଆମ୍ମା" (ମା), "ପୁରଚି ତାଳାଇବି" (ବୈପ୍ଳବିକ ନେତା) ଓ "ତାମିଲନାଡୁର ଲୌହମାନବୀ" ଭାବେ ସମ୍ବୋଧନ କରନ୍ତି ।
୨୦୧୧ ବିଧାନ ସଭା ନିର୍ବାଚନରେ ଜୟଲଳିତାଙ୍କ ନେତୃତ୍ୱାଧୀନ ଏଆଇଏଡିଏମକେ ସରକାର ଓ ତାଙ୍କ ସହ-ଦଳ ଡିଏମକେ ସହ ସମ୍ପର୍କ ଛିନ୍ନ କରି ଜିତିଥିଲେ । ଚତୁର୍ଥ ଥର ମୁଖ୍ୟମନ୍ତ୍ରୀ ଭାବେ ଜିତିବା ପରେ ସାମାଜିକ ବିକାଶ ନିମନ୍ତେ ବିଶାଳ ଯୋଜନାମାନ ଘୋଷଣା କରିଥିଲେ । ତେବେ ତାଙ୍କ ତିନି ବର୍ଷ ଶାସନ ପରେ ଏକ ବିଚାର ନ୍ୟାୟାଳୟ ତାଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ମାମଲାରେ ୨୦୧୪ ମସିହାରେ ଦୋଷୀ ସାବ୍ୟସ୍ତ କରି ତାଙ୍କ ମୁଖ୍ୟମନ୍ତ୍ରୀ ପଦ ରଦ୍ଦ କରିଥିଲେ । ଆଠ ମାସ ପରେ ତେଇଶ ଦିନ ଜେଲରେ ରହିବା ପରେ କର୍ଣ୍ଣାଟକ ହାଇକୋର୍ଟରୁ ଜୟଲଳିତା ସମସ୍ତ ଦୋଷରୁ ମୁକ୍ତ ହୋଇ ଆଉଥରେ ୨୦୧୫ ମଇରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୦୧୬ ବିଧାନ ସଭା ନିର୍ବାଚନରେ ସେ ୧୯୮୪ରେ ଏମଜିଆରଙ୍କ ପରେ ଆଉଥରେ ମୁଖ୍ୟମନ୍ତ୍ରୀ ହେବାରେ ପ୍ରଥମ ମୁଖ୍ୟମନ୍ତ୍ରୀ । ସେହି ବର୍ଷ ସେ ଗୁରୁତର ଭାବେ ଅସୁସ୍ଥ ହୋଇ ୭୫ ଦିନ କାଳ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ୨୦୧୬ ଡିସେମ୍ବର ୫ ତାରିଖରେ ଏକ ହୃଦ୍ରୋଧର ଶୀକାର ହୋଇ ମୃତ୍ୟୁବରଣ କରିଥିଲେ ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ଚଳଚ୍ଚିତ୍ର ଜୀବନ
[ସମ୍ପାଦନା]ଅଧିକ ଦେଖନ୍ତୁ: ଜୟଲଳିତାଙ୍କ ଅଭିନୀତ କଥାଚିତ୍ର
ରାଜନୈତିକ ଜୀବନ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "'Scrabble' in real life". The Hindu.
- ↑ "Chasing The Poll Stars". Tehelka. Archived from the original on 2016-10-22. Retrieved 2016-12-07.
ଟୀକା
[ସମ୍ପାଦନା]ବାହାର ତଥ୍ୟ
[ସମ୍ପାଦନା]Jayalalithaa ବାବଦରେ ଉଇକିମିଡ଼ିଆର ସହଯୋଗୀ ପ୍ରକଳ୍ପଗୁଡ଼ିକରୁ ଅଧିକ ଜାଣନ୍ତୁ: | |
କମନ୍ସରେ ଛବି ଓ ମିଡ଼ିଆସବୁ ଖୋଜନ୍ତୁ | |
ଉଇକିକଥାରୁ ଢଗଢମାଳି ଓ କଥାମାନ |
- Biography at Assembly.tn.gov.in
- Profile at BBC News
- J. Jayalalithaa collected news and commentary at The Times of India
- Jayalalithaa: From Alluring Actress to Powerful Politician-by D.B.S. Jeyaraj
- BBC News article – Jayalalitha returns to power (dated 2 March 2002)
- BBC – Controversial life of Jayalalitha
- BBC Hardtalk RealPlayer video of Jayalalitha (RealPlayer required)
- ଇଣ୍ଟରନେଟ ମୁଭି ଡାଟାବେସରେ J.Jayalalitha
- http://www.drjayalalithaa.in/demo/index.php# Archived 2014-06-22 at the Wayback Machine.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |