ଯଦୁମଣି ପ୍ରଧାନ
Appearance
(Jadumani Pradhanରୁ ଲେଉଟି ଆସିଛି)
ଯଦୁମଣି ପ୍ରଧାନ | |
---|---|
ବିଧାୟକ: ୮ମ, ୯ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୮୦ – ୧୯୯୦ | |
ପୂର୍ବ ଅଧିକାରୀ | ନବୀନ କୁମାର ପ୍ରଧାନ |
ପର ଅଧିକାରୀ | ପ୍ରସନ୍ନ ଆଚାର୍ଯ୍ୟ |
ନିର୍ବାଚନ ମଣ୍ଡଳୀ | ବରଗଡ଼ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୩୧ ଡିସେମ୍ବର ୧୯୪୩ |
ମୃତ୍ୟୁ | ୧ ଡିସେମ୍ବର ୨୦୧୦ | (ବୟସ ୬୬)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ହେମନ୍ତ ପ୍ରଧାନ |
ବାପା/ବୋଉ | ମାଧବ ଚନ୍ଦ୍ର ପ୍ରଧାନ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଯଦୁମଣି ପ୍ରଧାନ (୩୧ ଡିସେମ୍ବର ୧୯୪୩ - ୧ ଡିସେମ୍ବର ୨୦୧୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ୧୯୮୦ ଓ ୧୯୮୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବରଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୮ମ ଓ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବା ଓ ଶିକ୍ଷା
[ସମ୍ପାଦନା]ଯଦୁମଣି ପ୍ରଧାନ ୧୯୪୩ ମସିହାର ଡିସେମ୍ବର ୩୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ମାଧବ ଚନ୍ଦ୍ର ପ୍ରଧାନ ଏବଂ ପତ୍ନୀଙ୍କ ନାମ ହେମନ୍ତ ପ୍ରଧାନ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଯଦୁମଣି ପ୍ରଧାନ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ଯଦୁମଣି ପ୍ରଧାନ ୨୦୧୦ ମସିହାର ଡିସେମ୍ବର ୧ ତାରିଖରେ ୬୬ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Jadumani Pradhan". odishaassembly.nic.in. Odisha Assembly. Retrieved 28 October 2021.