Jump to content

ଇଣ୍ଡିନାଭିର

ଉଇକିପିଡ଼ିଆ‌ରୁ
(Indinavirରୁ ଲେଉଟି ଆସିଛି)
ଇଣ୍ଡିନାଭିର
Clinical data
Trade namesCrixivan
SynonymsIndinavir sulfate
AHFS/Drugs.commonograph
MedlinePlusa696028
data
Pregnancy
category
  • US: C (Risk not ruled out)
    Routes of
    administration
    By mouth
    Pharmacokinetic data
    Bioavailability~65%
    Protein binding60%
    MetabolismLiver via CYP3A4
    Elimination half-life1.8 ± 0.4 hours
    Identifiers
    • (2S)-1-[(2S,4R)-4-benzyl-2-hydroxy-4-{[(1S,2R)-2-hydroxy-2,3-dihydro-1H-inden-1-yl]carbamoyl}butyl]-N-tert-butyl-4-(pyridin-3-ylmethyl)piperazine-2-carboxamide
    Chemical and physical data
    FormulaC36H47N5O4
    Molar mass୬୧୩.୮0 g·mol−1
    3D model (JSmol)
    • CC(C)(C)NC(=O)[C@@H]1CN(CCN1C[C@H](C[C@@H](Cc2ccccc2)C(=O)N[C@H]3c4ccccc4C[C@H]3O)O)Cc5cccnc5
    • InChI=1S/C36H47N5O4/c1-36(2,3)39-35(45)31-24-40(22-26-12-9-15-37-21-26)16-17-41(31)23-29(42)19-28(18-25-10-5-4-6-11-25)34(44)38-33-30-14-8-7-13-27(30)20-32(33)43/h4-15,21,28-29,31-33,42-43H,16-20,22-24H2,1-3H3,(H,38,44)(H,39,45)/t28-,29+,31+,32-,33+/m1/s1 checkY
    • Key:CBVCZFGXHXORBI-PXQQMZJSSA-N checkY
      (verify)

    ଇଣ୍ଡିନାଭିର (ଇଂରାଜୀ ଭାଷାରେ Indinavir/ IDV/ଆଇଡିଭି), କ୍ରିକ୍ସିଭାନ୍ ବିକ୍ରି ନାମ, ହେଉଛି ଏକ ଔଷଧ ଯାହା ଅନ୍ୟାନ୍ୟ ଔଷଧ ସହିତ ଏଚ୍.ଆଇ.ଭି/ଏଡସ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଏହା ପ୍ରଥମ ଧାଡ଼ିର ଚିକିତ୍ସା ନୁହେଁ ।[] ଏହା ପାଟିରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ପେଟ ଯନ୍ତ୍ରଣା, ମୁଣ୍ଡବିନ୍ଧା ଏବଂ ବୃକ୍‌କ ପଥର ରୋଗ ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା, ମଧୁମେହ ଏବଂ ଶରୀରରେ ଥିବା ଚର୍ବିର ପୁନଃ ବଣ୍ଟନ ହୋଇପାରେ ।[] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[] ଏହା ଏକ ପ୍ରୋଟିଏଜ ଇନହିବିଟର।[]

    ୧୯୯୧ ମସିହାରେ ଇଣ୍ଡିନାଭିର ପେଟେଣ୍ଟ ହୋଇଥିଲା ଏବଂ ୧୯୯୬ରେ ଆମେରିକା ଏବଂ ୟୁରୋପରେ ଚିକିତ୍ସା ନିମନ୍ତେ ଅନୁମୋଦିତ ହୋଇଥିଲା ।[] [] [] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହି ଔଷଧ ପିଛା ମାସକୁ ପ୍ରାୟ ୪୫୦ ଡଲାର ଖର୍ଚ୍ଚ ହେଉଥିଲା ।[]

    1. 1 2 3 4 5 6 7 "Indinavir Monograph for Professionals". Drugs.com (in ଇଂରାଜୀ). Archived from the original on 24 August 2021. Retrieved 26 November 2021.
    2. "Indinavir (Crixivan) Use During Pregnancy". Drugs.com (in ଇଂରାଜୀ). Archived from the original on 28 November 2020. Retrieved 26 November 2021.
    3. Fischer J, Ganellin CR (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 509. ISBN 9783527607495. Archived from the original on 2021-06-20. Retrieved 2021-08-05.
    4. "Crixivan". Archived from the original on 15 April 2021. Retrieved 26 November 2021.
    5. "Indinavir Sulfate Prices, Coupons & Savings Tips - GoodRx". GoodRx. Retrieved 26 November 2021.