ଇଣ୍ଡିନାଭିର
ଦେଖଣା
Clinical data | |
---|---|
Trade names | Crixivan |
Synonyms | Indinavir sulfate |
AHFS/Drugs.com | monograph |
MedlinePlus | a696028 |
data | |
Pregnancy category |
|
Routes of administration | By mouth |
Pharmacokinetic data | |
Bioavailability | ~65% |
Protein binding | 60% |
Metabolism | Liver via CYP3A4 |
Elimination half-life | 1.8 ± 0.4 hours |
Identifiers | |
| |
Chemical and physical data | |
Formula | C36H47N5O4 |
Molar mass | ୬୧୩.୮0 g·mol−1 |
3D model (JSmol) | |
| |
| |
(verify) |
ଇଣ୍ଡିନାଭିର (ଇଂରାଜୀ ଭାଷାରେ Indinavir/ IDV/ଆଇଡିଭି), କ୍ରିକ୍ସିଭାନ୍ ବିକ୍ରି ନାମ, ହେଉଛି ଏକ ଔଷଧ ଯାହା ଅନ୍ୟାନ୍ୟ ଔଷଧ ସହିତ ଏଚ୍.ଆଇ.ଭି/ଏଡସ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ପ୍ରଥମ ଧାଡ଼ିର ଚିକିତ୍ସା ନୁହେଁ ।[୧] ଏହା ପାଟିରେ ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ପେଟ ଯନ୍ତ୍ରଣା, ମୁଣ୍ଡବିନ୍ଧା ଏବଂ ବୃକ୍କ ପଥର ରୋଗ ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା, ମଧୁମେହ ଏବଂ ଶରୀରରେ ଥିବା ଚର୍ବିର ପୁନଃ ବଣ୍ଟନ ହୋଇପାରେ ।[୧] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୨] ଏହା ଏକ ପ୍ରୋଟିଏଜ ଇନହିବିଟର।[୧]
୧୯୯୧ ମସିହାରେ ଇଣ୍ଡିନାଭିର ପେଟେଣ୍ଟ ହୋଇଥିଲା ଏବଂ ୧୯୯୬ରେ ଆମେରିକା ଏବଂ ୟୁରୋପରେ ଚିକିତ୍ସା ନିମନ୍ତେ ଅନୁମୋଦିତ ହୋଇଥିଲା ।[୩] [୧] [୪] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହି ଔଷଧ ପିଛା ମାସକୁ ପ୍ରାୟ ୪୫୦ ଡଲାର ଖର୍ଚ୍ଚ ହେଉଥିଲା ।[୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Indinavir Monograph for Professionals". Drugs.com (in ଇଂରାଜୀ). Archived from the original on 24 August 2021. Retrieved 26 November 2021.
- ↑ "Indinavir (Crixivan) Use During Pregnancy". Drugs.com (in ଇଂରାଜୀ). Archived from the original on 28 November 2020. Retrieved 26 November 2021.
- ↑ Fischer J, Ganellin CR (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 509. ISBN 9783527607495. Archived from the original on 2021-06-20. Retrieved 2021-08-05.
- ↑ "Crixivan". Archived from the original on 15 April 2021. Retrieved 26 November 2021.
- ↑ "Indinavir Sulfate Prices, Coupons & Savings Tips - GoodRx". GoodRx. Retrieved 26 November 2021.