Jump to content

ଫୋଷ୍ଟେମସାଭିର

ଉଇକିପିଡ଼ିଆ‌ରୁ
(Fostemsavirରୁ ଲେଉଟି ଆସିଛି)
ଫୋଷ୍ଟେମସାଭିର
Clinical data
Trade namesRukobia
SynonymsFostemsavir tromethamine, BMS-663068, GSK3684934
AHFS/Drugs.commonograph
MedlinePlusa620046
data
Pregnancy
category
    Routes of
    administration
    By mouth
    Legal status
    Legal status
    Identifiers
    • {3-[(4-Benzoyl-1-piperazinyl)(oxo)acetyl]-4-methoxy-7-(3-methyl-1H-1,2,4-triazol-1-yl)-1H-pyrrolo[2,3-c]pyridin-1-yl}methyl dihydrogen phosphate
    Chemical and physical data
    FormulaC25H26N7O8P
    Molar mass୫୮୩.୫0 g·mol−1
    3D model (JSmol)
    • O=C(c1ccccc1)N5CCN(C(=O)C(=O)c4c2c(c(ncc2OC)n3nc(nc3)C)n(c4)COP(=O)(O)O)CC5
    • InChI=1S/C25H26N7O8P/c1-16-27-14-32(28-16)23-21-20(19(39-2)12-26-23)18(13-31(21)15-40-41(36,37)38)22(33)25(35)30-10-8-29(9-11-30)24(34)17-6-4-3-5-7-17/h3-7,12-14H,8-11,15H2,1-2H3,(H2,36,37,38)
    • Key:SWMDAPWAQQTBOG-UHFFFAOYSA-N

    ଫୋଷ୍ଟେମସାଭିର (ଇଂରାଜୀ ଭାଷାରେ Fostemsavir), ରୁକୋବିୟା ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଏଚଆଇଭି/ଏଡସ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଏହା ଅନ୍ୟାନ୍ୟ ଔଷଧ ସହିତ ଏକତ୍ର ବ୍ୟବହୃତ ହୁଏ ଯେତେବେଳେ କିଛି ଚିକିତ୍ସା ଫଳପ୍ରଦ ହୁଏ ନାହିଁ ।[] ଏହା ପାଟିରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ତରଳ ଝାଡ଼ା, ରାସ ଏବଂ ପେଟ ଯନ୍ତ୍ରଣା ହୋଇପାରେ ।[] [] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା, କ୍ୟୁଟି (QT) ବିସ୍ତାର, ଏବଂ ପ୍ରତିରକ୍ଷା ପୁନର୍ନିର୍ମାଣ ସିଣ୍ଡ୍ରୋମ (immune reconstitution syndrome) ହୋଇପାରେ ।[] ଏହାକୁ ଶକ୍ତିଶାଳୀ ସିୱାଇପି୩ଏ (CYP3A) ପ୍ରବର୍ତ୍ତକ ସହିତ ଦିଆଯିବା ଉଚିତ ନୁହେଁ ।[] ଏହା ଏଚ୍.ଆଇ.ଭି ଭୁତାଣୁ ସ‌ହିତ ଅନୁବନ୍ଧିତ ହୋଇ ତାକୁଟି କୋଷରେ ପ୍ରବେଶ ନ କରେଇବାଦ୍ୱାରା କାର୍ଯ୍ୟକ୍ଷମ ହୁଏ ।[]

    ଯୁକ୍ତରାଷ୍ଟ୍ରରେ ୨୦୨୦ ଏବଂ ୟୁରୋପରେ ୨୦୨୧ରେ ଡାକ୍ତରୀ ବ୍ୟବହାର ପାଇଁ ଫୋଷ୍ଟେମସାଭିର ଅନୁମୋଦିତ ହୋଇଥିଲା ।[] [] ଯୁକ୍ତରାଜ୍ୟରେ ଏକ ମାସର ଚିକିତ୍ସା ବାବଦ ୨୦୨୧ ସୁଦ୍ଧା ୨୯୦୦ ପାଉଣ୍ଡ ଖର୍ଚ୍ଚ ହୋଇଥାଏ ।[] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୮୦୦୦ ଡଲାର ଅଟେ ।[]

    1. 1 2 "Rukobia". Therapeutic Goods Administration (TGA). 23 July 2021. Archived from the original on 5 September 2021. Retrieved 5 September 2021.
    2. 1 2 3 4 5 "Rukobia- fostemsavir tromethamine tablet, film coated, extended release". DailyMed. 2 July 2020. Archived from the original on 15 July 2020. Retrieved 14 July 2020.
    3. 1 2 3 4 5 6 "Rukobia EPAR". European Medicines Agency (EMA). 9 December 2020. Archived from the original on 12 February 2021. Retrieved 12 February 2021.
    4. "Fostemsavir Monograph for Professionals". Drugs.com (in ଇଂରାଜୀ). Archived from the original on 21 January 2021. Retrieved 12 December 2021.
    5. "Rukobia · HIV infection". Archived from the original on 22 October 2021. Retrieved 13 December 2021.
    6. "Rukobia Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 13 December 2021.