ଫ୍ଲୁଡ୍ରୋକର୍ଟିଜୋନ
Clinical data | |
---|---|
Synonyms | 9α-fluorocortisol, 9α-fluorohydrocortisone |
AHFS/Drugs.com | monograph |
Pregnancy category |
|
Routes of administration | by mouth |
ATC code | |
Legal status | |
Legal status |
|
Pharmacokinetic data | |
Protein binding | High |
Metabolism | liver |
Elimination half-life | 3.5 hours |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.004.395 |
Chemical and physical data | |
Formula | C21H29FO5 |
Molar mass | 380.45 g/mol |
3D model (JSmol) | |
| |
| |
(what is this?) (verify) |
ଫ୍ଲୁଡ୍ରୋକର୍ଟିଜୋନ (ଇଂରାଜୀ ଭାଷାରେ Fludrocortisone, ବିକ୍ରୟ ନାମ ଫ୍ଲୋରିନେଫ/Florinef) ଏକ କର୍ଟିକୋସ୍ଟିରଏଡ (corticosteroid) ଯାହା ଆଡ୍ରେନୋଜାନିଟାଲ ସିଣ୍ଡ୍ରୋମ (adrenogenital syndrome), ପୋସ୍ଚୁରାଲ ହାଇପୋଟେନସନ (postural hypotension) ଓ ଆଡ୍ରେନାଲ ଇନସଫିସିଏନ୍ସି (adrenal insufficiency) ରୋଗମାନଙ୍କ ଚିକିତ୍ସାରେ ବ୍ୟବହାର କରାଯାଏ । ଆଡ୍ରେନାଲ ଇନସଫିସିଏନ୍ସି ଥିଲେ ଏହା ସହିତ ହାଇଡ୍ରୋକର୍ଟିଜୋନ ଦିଆଯାଏ । ଏହା ପାଟିରେ ଦିଆଯାଏ ।[୧]
ଫ୍ଲୁଡ୍ରୋକର୍ଟିଜୋନର ସାଧାରଣ ପାର୍ଶ ପ୍ରତିକ୍ରିୟାରେ ଉଚ୍ଚ ରକ୍ତଚାପ (high blood pressure), ଫୁଲା, ହୃଦ୍ପାତ ଓ ନିମ୍ନ ରକ୍ତ ପଟାସିଅମ (low blood potassium) ଆଦି ଦେଖାଯାଏ । ଅନ୍ୟାନ୍ୟ ପ୍ରତିକ୍ରିୟାରେ ଇମ୍ମ୍ୟୁନିଟି ଦମନ (low immune system function), ପରଳ, ମାଂସପେଶୀ ଦୁର୍ବଳତା ଓ ମନୋଭାବ ପରିବର୍ତ୍ତନ ଆଦି ଦେଖାଯାଏ ।[୧] ଗର୍ଭାବସ୍ଥାରେ ଏହାର ନିରାପତ୍ତା ବିଷୟ ସ୍ପଷ୍ଟ ହୋଇନାହିଁ ।[୨] ଫ୍ଲୁଡ୍ରୋକର୍ଟିଜୋନ ମୂଖ୍ୟତଃ ମିନେରାଲୋକର୍ଟିକଏଡ (mineralocorticoid) ହୋଇଥିଲେ ମଧ୍ୟ ତାହାର ଗ୍ଲୁକୋକର୍ଟିକଏଡ (glucocorticoid) ପ୍ରଭାବ ଅଛି । [୧]
ସନ ୧୯୫୩ରେ ଫ୍ଲୁଡ୍ରୋକର୍ଟିଜୋନ ପେଟେଣ୍ଟ ହୋଇଥିଲା ।[୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ଇଂଲଣ୍ଡରେ ଏହି ଔଷଧର ଏକ ମାସର ଖର୍ଚ୍ଚ ପ୍ରାୟ ୧.୫୨ ପାଉଣ୍ଡ ।[୫] ଯୁକ୍ତରାଷ୍ଟ୍ର ଆମେରିକାରେ ଔଷଧର ଏକ ମାସର ଖର୍ଚ୍ଚ ପ୍ରାୟ ୧୧.୯୬ ଆମେରିକୀୟ ଡଲାର ।[୬]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Florinef Acetate". The American Society of Health-System Pharmacists. Retrieved 8 December 2016.
- ↑ "Fludrocortisone Use During Pregnancy | Drugs.com". www.drugs.com. Retrieved 24 December 2016.
- ↑ Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 484. ISBN 9783527607495.
- ↑ "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
- ↑ British national formulary : BNF 69 (69 ed.). British Medical Association. 2015. p. 494. ISBN 9780857111562.
- ↑ "NADAC as of 2016-12-21 | Data.Medicaid.gov". Centers for Medicare and Medicaid Services. Archived from the original on 2016-12-24. Retrieved 24 December 2016.