ଡୁମକା

ଉଇକିପିଡ଼ିଆ ରୁ
(Dumka ରୁ ଲେଉଟି ଆସିଛି)
Jump to navigation Jump to search
Dumka
दुमका
city
Dumka दुमका is located in Jharkhand
Dumka दुमका
Dumka
दुमका
Location in Jharkhand, India
ଅବସ୍ଥିତି: 24°16′N 87°15′E / 24.27°N 87.25°E / 24.27; 87.25Coordinates: 24°16′N 87°15′E / 24.27°N 87.25°E / 24.27; 87.25
Country India
StateJharkhand
DistrictDumka
କ୍ଷେତ୍ରଫଳ
 • ମୋଟ km2 (ପ୍ରକାଶନରେ ଅସୁବିଧା: ଅଜଣା < ଯୁକ୍ତାକ୍ଷର । acres)
ଉଚ୍ଚତା137 m (449 ft)
ଜନସଂଖ୍ୟା (2011)
 • ମୋଟ୪୭
 • ଘନତା300/km2 (Bad rounding here780/sq mi)
Languages
 • OfficialHindi
 • Other importantSantali,Odia, Bengali
IST (UTC+5:30)
ପିନ କୋଡ଼814101
Telephone code06434
ଗାଡ଼ି ପଞ୍ଜିକରଣJH 04
Sex ratio974 /
ୱେବସାଇଟdumka.nic.in


ଡୁମକା ଏକ ଭାରତୀୟ ବିଜ୍ଞାପିତ ଅଞ୍ଚଳ (Notified area) ଅଟେ । ଏହା ଝାଡ଼ଖଣ୍ଡର ଦୁମ୍କ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି[ସମ୍ପାଦନା]

ଡୁମକା ୨୪.୨୬୭୮ ଉତ୍ତର ଅକ୍ଷାଂଶ ଓ ୮୭.୨୪୮୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଡୁମକା ସହରର ମୋଟ ଜନସଂଖ୍ୟା ୧୪୧୧୯ ଅଟେ ।[୨] ସେଥି ମଧ୍ୟରୁ ୫୧.୯୯% ଜଣ ପରୁଷ ହୋଇଥିବା ବେଳେ ୪୮.୦୧% ଜଣ ନାରୀ ଅଟନ୍ତି । ଡୁମକାର ସାକ୍ଷରତା ହାର ୫୪.୪୯% ଅଟେ । ଏହା ଜାତୀୟ ହାର ଠାରୁ ୧୦.୩୫% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୩.୮୬% ପ୍ରତିଶତ ପୁରୁଷ ଓ ୨୦.୬୩% ନାରୀ ଅଟନ୍ତି । ୧୬.୮୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ଓଡ଼ିଆ, ହିନ୍ଦୀ ଡୁମକାର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]